ଆଧାର କାର୍ଡ ହଜି ଯାଇଛି ତ ଚିନ୍ତା କରନ୍ତୁ ନାହିଁ, ବାସ୍ ଏହି ଉପାୟରେ ପୁଣି ପାଇ ପାରିବେ ଆଧାର କାର୍ଡ

Spread the love

ଆଜିକାଲି ଆଧାର କାର୍ଡ ଜୀବନର ଏକ ଅଭିନ୍ନ ଅଙ୍ଗ ବନି ସାରିଲାଣି । ଆଧାର ବିନା କିଛି କାମ କାର୍ଯ୍ୟ ପୁରା ହେଉ ନାହିଁ । ହେଇପାରେ ଆପଣଙ୍କୁ ସରକାରୀ ଅଫିସ ରେ କାମ ଥାଉ ବା କୌଣସି ଏଡ଼ମିସନ ନେବାରେ ହେଉ, ପ୍ରତ୍ୟେକ ଜାଗାରେ ଆଧାର କାର୍ଡ ନିଶ୍ଚିତ ଆବଶ୍ୟକତା ପଡି ଥାଏ । ଏମିତିରେ ଯଦି ଆପଣଙ୍କର ଆଧାର କାର୍ଡ ହଜି ଯାଏ ତୋ ଆଉ ଆପଣଙ୍କୁ ଜରୁରୀ କାମ କରିବାର ଅଛି, ତେବେ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡି ଥାଏ । ହଁ ଆଜ୍ଞା, ଯଦି ଆଧାର କାର୍ଡ ହଜି ଯାଏ ତୋ ବହୁତ ସମସ୍ୟାର ସାମ୍ନା କରିବାକୁ ପଡି ଥାଏ । କିନ୍ତୁ ଆମେ ଆପଣଙ୍କ ପାଇଁ ଏହାର ସମାଧାନ ନେଇ ଆସିଛୁ । ତାହେଲେ ଆସନ୍ତୁ ଜାଣିବା ଏହି ପୋଷ୍ଟ ରେ ଆପଣଙ୍କ କଣ ଖାସ୍ ଖବର ଅଛି ।

କିଛିବି ସରକାରୀ ଯୋଜନା ର ଲାଭ ନେବାରେ ହେଲେ ଆପଣଙ୍କୁ ଆଧାର କାର୍ଡ ର ଭେରୀଫିକେସନ କରିବାର ପଡି ଥାଏ । ଆଉ ଏବେ ତୋ ଅଧିକାଂଶ ଜାଗାରେ ଆଧାର କାର୍ଡ ର ଡିମାଣ୍ଡ ହୋଇ ଥାଏ । ଏହାକୁ ଦେଖି ଏବେ ଏହା କୁହା ଯାଉଛି ଯେ ଆଧାର ବିନା ଜୀବନ ନିରାଧାର ଅଟେ। ଏବେ ଆପଣ ଏହା ଚିନ୍ତା କଲେ ଆପଣ କିଛି ଅଫିସ ରେ ଅଛନ୍ତି ଆଉ ଆପଣଙ୍କୁ ଜରୁରୀ କାମ ପାଇଁ ଆଧାର କାର୍ଡ ଭେରୀଫିକେସନ କରିବାର ଅଛି, କିନ୍ତୁ ଆପଣଙ୍କର ଆଧାର କାର୍ଡ ହଜି ଯାଇଛି ତୋ ଆପଣ କଣ କରିବେ ? ଆପଣ ଏହା କହିବେ ଯେ ଆମେ ସାଇବର କେଫ ଯାଇ ବାହାର କରି ନେବା, କିନ୍ତୁ ଯଦି ଆପଣଙ୍କର ନମ୍ବର ବି ମନେ ନାହିଁ ତୋ …

ଆଧାର କାର୍ଡ ହଜି ଯାଇଛି ତୋ ଚିନ୍ତା କରନ୍ତୁ ନାହିଁ :-

ହଁ ଆଜ୍ଞା, ଯଦି ଆଧାର କାର୍ଡ ହଜି ଯାଇଛି ତୋ ଏବେ ଆପଣଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ, କାହିଁକି ନା ସରକାର ଏହା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ଏବେ ଆପଣ ଆପଣଙ୍କର ହଜି ଯାଇ ଥିବା ଆଧାର କାର୍ଡ ଚୁଟକିରେ ପାଇଯିବେ । ଏଥିପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟ ଫୋନ ଥିବା ଦରକାର ଅଟେ । ତେବେ ଆଉ କଣ ଆପଣ ଆପଣଙ୍କର ମୋବାଇଲ ଦ୍ୱାରା ଆପଣଙ୍କର ଆଧାର କାର୍ଡ ଭେରୀଫିକେସନ କରି ପାରିବେ । ଏଥିପାଇଁ ଆପଣଙ୍କୁ ସରକାର ଦ୍ୱାରା ଲଞ୍ଚ କରା ଯାଇ ଥିବା ଏପ କୁ ଫଟାଫଟ ଡାଉନଲୋଡ଼ କରିବାର ଅଛି  ଆଉ ତାପରେ ଏହି ମୁସ୍କିଲ କୁ ଗୁଡ଼ ବାୟ କରି ଦିଅନ୍ତୁ ।

UIDAI ଏବେ mAadhaar ଏପ ଲଞ୍ଚ କରିଛି । ଏହା ଆପଣଙ୍କର ହଜି ଯାଇ ଥିବା ଆଧାର କାର୍ଡ କୁ ଫେରି ଆଣିବାରେ କାମ କରି ଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଫୋନରେ mAadhar କୁ ଡାଉନଲୋଡ଼ କରିବାର ଅଛି , ଯାହା ପରେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ନମ୍ବର ଏହି ଏପ ଜରିଆରେ ମିଳି ଯିବ ।ଖାଲି ଏତିକି ନୁହେଁ , ଏହା କୁ ଦେଖେଇ ଆପଣ ଆପଣଙ୍କର ସମସ୍ତ ଜରୁରୀ କାମ ବି କରେଇ ପାରିବେ । ଖାଲି ଏତିକି ନୁହେଁ , ଏଥିରେ QR କୋର୍ଡ ଆଉ KYC ର ଫିଉଚର ବି ଦିଆ ଯାଇଛି ।ଯାହା ଦ୍ୱାରା ଆପଣ କେଉଁ ଠାରେ ବି ଆଧାର କାର୍ଡ ବ୍ୟବହାର କରି ପାରିବେ ।

କହିଦେଉଛୁ ଯେ ଯଦି ଆପଣ mAadhaar ଏପ କୁ ଆପଣଙ୍କର ଫୋନ ରେ ଡାଉନଲୋଡ଼ କରି ଏହାର ଆନନ୍ଦ ଉଠେଇବାକୁ ଚାହୁଁଛନ୍ତି , ତେବେ ଏହା ଜରୁରୀ ଯେ ଆପଣଙ୍କର ନମ୍ବର ଏହି ଆଧାରକାର୍ଡ ରେ ରେଜିଷ୍ଟ୍ରଟ ହେବା ଦରକାର ଅଟେ । ହଁ ଆଜ୍ଞା, ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ଆଧାର କାର୍ଡ ରେ ଯୋଡ଼ା ନାହିଁ ,ତେବେ ଆପଣ ଏହି ଆଧାର କାର୍ଡ ର ଲାଭ ଉଠେଇ ପାରିବେ ନାହିଁ । ଏଥିପାଇଁ ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ଆଧାର କାର୍ଡ ସହିତ ଲିଙ୍କ ନାହିଁ ତୋ ଆପଣ ଜଳଦି ଆଧାର କାର୍ଡ ସେଣ୍ଟରରେ ଯାଇ ଏହାକୁ ଲିଙ୍କ କରନ୍ତୁ ଆଉ ଏହି mAadhaar ଏପ ର ଲାଭ ଉଠାନ୍ତୁ ।