ଏହି ଭଳି ମହିଳାଙ୍କୁ କେବେବି ବିଶ୍ୱାସ କରିବା କଥା ନୁହେଁ

women 2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନିତି ଶାସ୍ତ୍ର ଅନୁସାରେ ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଯଦି ଆପଣ ମାନେ ଏପରି ମହିଳା ମାନଙ୍କ ଉପରେ ବିଶ୍ୱାସ କରନ୍ତି ତେବେ ଆପଣ ଙ୍କ ର ଜୀବନ ବରବାଦ ହୋଇଯିବ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାଇ ଏପରି କେଉଁ ପ୍ରକାର ର ମହିଳା ମାନେ ରହିଛନ୍ତି ଯାହାକି ଆପଣ ମାନେ ସେମାନଙ୍କୁ ବିଶ୍ୱାସ ଏବଂ ଭରସା କରିବା ଅନୁଚିତ ସେ ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ କହିବା ଅନୁଯାଇ ନାରୀ ମାନଙ୍କ ର ମାୟା ଆଜି ପର୍ଯ୍ୟନ୍ତ କେହି ବି ଅବଗତ ହୋଇ ପାରି ନାହାନ୍ତି । ତେବେ ଏହା ସତ୍ୟ ଅଟେ କି ଶାସ୍ତ୍ର ରେ କୁହାଯାଇଛି କି ନାରୀ କୁ ଦୁର୍ବଳା ବୋଲି କୁହାଯାଇଛି ଏବଂ ତାଙ୍କ ଉପରେ ସର୍ବଦା ଅତ୍ୟାଚାର କରାଯାଇଥାଏ । ତେବେ ଚାଣକ୍ୟ ଙ୍କ ଅନୁସାରେ ଆମେ ଆପଣ ମାନଙ୍କୁ ଜଣାଇବୁ କି ଆପଣ ମାନେ କେଉଁ ପ୍ରକାର ର ନାରୀ ମାନଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ ।

Chanakya

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାଇ ଭ୍ରଷ୍ଟ ଏବଂ ଖରାପ ପ୍ରକୃତି ର ମହିଳା ମାନଙ୍କୁ କେବେ ହେଲେ ବିଶ୍ୱାସ କରିବା ଅନୁଚିତ କାରଣ ଏପରି ମହିଳା ମାନେ ସର୍ବଦା ଅନ୍ୟ ପୁରୁଷ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଏପରି ସ୍ତ୍ରୀ ମାନଙ୍କ ପାଇଁ ତାର ସ୍ୱାମୀ ଶତୃ ହୋଇଥାଏ ।

ତେବେ ଆଗକୁ କୁହାଯାଇଛି କି ସୁନ୍ଦରତା ଦେଖି ଆପଣ ବିଶ୍ୱାସ କରନ୍ତୁ ନାହିଁ ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ମହିଳା ମାନଙ୍କ ଠାରେ ସୁନ୍ଦରତା ବ୍ୟତିତ ପାଠ ବା ଜ୍ଞାନ ରହିଥିବା ଆବଶ୍ୟକ ।

ତେବେ ଆଗକୁ କୁହାଯାଇଛି କି ଲୋଭ ସବୁଠାରୁ ବଡ ଶତୃ ଅଟେ ତେଣୁ ଏହି ପ୍ରକାର ର ଗୁଣ ଯଦି କୌଣସି ମହିଳା ଙ୍କ ଠାରେ ରହିଥାଏ ତେବେ ତାହାର ପରିବାର ର ସର୍ବନାଶ ଘଟିଥାଏ , ତେଣୁ ଏପରି ମହିଳା ମାନଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହଁ ।

Chanakya

ତେବେ କୁହାଯାଏ କି ଲୋଭୀ ଏବଂ ଅହଂକାରୀ ମହିଳା ମାନଙ୍କ ନିକଟରେ ମାତା ସ୍ୱରସତୀ ଏବଂ ମାତା ଲକ୍ଷ୍ମୀ ଙ୍କ ର କୃପା ରହି ନଥାଏ । ତେଣୁ ଆପଣ ଏପରି ନାରୀ ମାନଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ ନଚେତ ଆପଣ ଆପଣ ଙ୍କ ର ଜୀବନ ରେ ପରବର୍ତ୍ତୀ ସମୟ ରେ ବହୁତ ସମସ୍ୟା ର ସାମନା କରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *