ଏହି ଭଳି ନାରୀକୁ ବାହାହେଲେ ମୃ-ତ୍ୟୁ ଶୁନିଶ୍ଚିତ

woman

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଏପରି ନାରୀ ମାନେ ତାଙ୍କର ପରିବାର କୁ ଛାରକାର କରି ଦେଇଥାନ୍ତି । ତେବେ ବନ୍ଧୁଗଣ ଆମକୁ ଅର୍ଥ ନୀତି , କୂଟ ନିତି ସହ ବ୍ୟବହାରିକ ଜୀବନ ବିଷୟ ରେ କିଛି ଗୁରୁତ୍ୱ ପୁର୍ଣ୍ଣ କଥା ମଧ୍ୟ କହିଛନ୍ତି ।

ତେବେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତି ଶାସ୍ତ୍ର ରେ ମହିଳା ମାନଙ୍କ ବିଷୟ ରେ ଏପରି କିଛି କଥା କହିଛନ୍ତି ଯାହାକି ମହିଳା ମାନଙ୍କ ର ଏପରି କିଛି କଥା ରହିଛି ଯାହାକି ତାର ପରିବାର କୁ ନଷ୍ଟ କରିଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ମହିଳା ମାନଙ୍କ ବିଷୟ ରେ କଣ କଥା ରହିଛି ତାହା ଆପଣ ମାନେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଯେଉଁ ମହିଳା ତାର ସ୍ୱାମୀ କୁ ବହୁତ ଭଲ ପାଇଥାଏ , ତାଙ୍କର ଖରାପ ସମୟ ରେ ତାଙ୍କ ସହ ସାଥ ଦେଉଥାଏ ଏବଂ ସ୍ୱାମୀ ଙ୍କ ର ସମସ୍ତ ଦୁଃଖ କଷ୍ଟ ରେ ନିଜେ ମଧ୍ୟ ଭାଗିଦାର ହୋଇଥାଏ । ତେବେ ଏପରି ମହିଳା ମାନଙ୍କୁ ନିଜର ଜୀବନ ସାଥୀ ରୂପରେ ପାଇବା ବହୁତ ଭାଗ୍ୟ ର କଥା ହୋଇଥାଏ ।

Chanakya

ତେବେ ଯେଉଁ ମହିଳା ମାନଙ୍କ ପାଇଁ ଖୁସି ର ସଂସାର ଭାଙ୍ଗି ଯାଇଥାଏ ଏବଂ ଏହା ସହ ଖରାପ ପ୍ରକୃତି ର ମହିଳା ମାନଙ୍କ ପାଇଁ ମାନ ସମାନ ହାନୀ ମଧ୍ୟ ହୋଇଥାଏ , ତେଣୁ ଆପଣ ମାନେ ଏପରି ମହିଳା ଙ୍କୁ ନିଜ ଠାରୁ ଅଲଗା କରିଦେବା ଉଚିତ୍ ।

ତେବେ ବନ୍ଧୁଗଣ ଯଦି ଘର ର ମହିଳା ସର୍ବଦା ଝଗଡା , ଲୋଭୀ , ଚରିତ୍ର ହୀନା ହୋଇଥାଏ , ତେବେ ଏପରି ନାରି ଖୁସି ର ସଂସାର କୁ ଛାରଖାର କରି ଦେଇଥାଏ । ତେବେ ଆପଣ ମାନେ ଏପରି ମହିଳା ମାନଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଆପଣ ମାନେ ଆପଣ ମାନଙ୍କ ର ଜୀବନ ସାଥୀ ଚୟନ କରିବା ସମୟ ରେ ଆପଣ ମାନେ ଭଲ ଭାବରେ ମହିଳା ମାନଙ୍କ ର ଗୁଣ ଦେଖି ତାଙ୍କୁ ବିବାହ କରନ୍ତୁ , ନଚେତ ଆପଣ ଙ୍କ ର ସମାଜ ରେ ମାନ ହାନୀ ହେବା ସହ ଆପଣ ଙ୍କ ର ଧନ ଦୈଲତ ସବୁ କିଛି ଆପଣ ଙ୍କ ଠାରୁ ଦୂରେଇ ଯିବ ।

ତେବେ ବନ୍ଧୁଗଣ ଏହା ରହିଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା କିଛି ମହତ୍ୱ ପୁର୍ଣ୍ଣ ନିତି ବାଣୀ ଯାହାକୁ ଆପଣ ମାନେ ଆପଣ ଙ୍କ ର ବ୍ୟବହାରୀ କ ଜୀବନ ରେ ପାଳନ କରିବା ଦ୍ୱାରା ଏହା ଆପଣ ଙ୍କ ପାଇଁ ମଙ୍ଗଳମୟ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ