ଅର୍ଚ୍ଚନାଙ୍କୁ ଝାଡ଼ିଲେ ମାଳିସାହିର ଜଣେ ମହିଳା, ଆଉ କହିଲେ ଆମ Malisai ଲୋକ ତାଙ୍କଠାରୁ ଅଧିକ ଭଲ,ସେ ପଇସା ପାଇଁ…

Archana 4

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସାରା ଓଡିଶା ରେ ଅର୍ଚ୍ଚନା ଙ୍କ ଖବର ଭାଇରଲ ହେବାରେ ଲାଗିଛି । କେମିତି ହନିଟ୍ରାପ ଜରିଆରେ ବଡ ବଡ ନେତା ଏବଂ ଧନୀଶୀଳ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲା ଏବଂ ପରେ ସେମାନଙ୍କ ଭିଡ଼ିଓ ବନେଇ ସେମାନଙ୍କୁ ହଇରାଣ କରୁଥିଲା । ଏହାତ ଆପଣ ମାନେ ନିଶ୍ଚିତ ଭାବେ ସମସ୍ତେ ଜାଣିଥିବେ ଏବେ ଅର୍ଚ୍ଚନା ଙ୍କୁ ପୋଲିସ ଗିରୋଫ କରିବା ସହିତ ତାଙ୍କର ସବୁ ପର୍ଦ୍ଦାଫାସ କରିସାରିଛି ।

ତେବେ ବର୍ତମାନ ସମୟ ରେ ଏକ ଭିଡ଼ିଓ ଭାଇରଲ ହୋଇ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଦେହଜୀବି ମହିଳା ଅର୍ଚ୍ଚନା ଙ୍କ ନାମରେ ଏମିତି କିଛି କଥା କହୁଛନ୍ତି ଜାହାକୁ ସୁଣିଲେ ଯେକେହିବି ତାଙ୍କର ପ୍ରଶଂସା କରୁଛନ୍ତି ।

archana nag 1

ତେବେ ଏହି ଦିନ ରେ ମିଡିଆ ତାଙ୍କୁ ପଚାରିଥିଲା ଯେ କଣ ଅର୍ଚ୍ଚନା ଜାହା କରିଛି ଠିକ୍ କରିଛି ? ତେବେ ସେ କହିଥିଲେ ସେ ଭୁଲ କରିଛି କାରଣ ଏଠାରେ ଆମର ଦେ-ହ ବ୍ୟବସାୟ ଆମର ପେଟ ପୋଷିବା ପାଇଁ କରୁଛୁ । ଯାହା ସରକାର ବି ଆମକୁ ମାନ୍ୟତା ଦେଇଛନ୍ତି । ତେଣୁ ଅର୍ଚ୍ଚନା ଙ୍କୁ ଦେ-ହଜିବି ବୋଲି କୁହାଜାଇ ପାରିବ ନାହିଁ ।

କାରଣ ଦେ-ହଜିବି ତାହାକୁ କୁହାଯାଏ ଯିଏ ନିଜର ପେଟ ପୋଷିବା ପାଇଁ ବାଧ୍ୟତା ମୂଳକ ଏହି ପେଶା କୁ ଆସିଥାଏ । ହେଲେ ଅର୍ଚ୍ଚନା ବ଼ଡ ବଡ ନେତା ଙ୍କ ସହତ ଶୋଇ ତାଙ୍କ ସହିତ ଭିଡ଼ିଓ ରେକର୍ଡିଂ କରି ସେମାନଙ୍କୁ ଧମକ ଦେଇଥିଲା ସେହିଥି ପାଇଁ ଏହା ଏକ ହନିଟ୍ରାପ ଏବଂ ସେ ଏହିଥିରେ ପ୍ରଚୁର ଟଙ୍କା ମଧ୍ୟ କମେଇବା ପାଇଁ ଚାହୁଁଥିଲା । ଯେଉଁଥିପାଇଁ ତାକୁ ଦେ-ହଜୀବୀ କୁହାଯାଇ ପାରିବନାହିଁ।

ମହିଳା ଜଣକ ଆଗକୁ କହିଥିଲେ ଜୀବୀ ମାନେ କାହାକୁ ହଇରାଣ କରନ୍ତି ନାହିଁ ସେମାନେ ନିଜ ପେଟ ପୋଷିବା ପାଇଁ ଏହି ବୃତ୍ତି ଅପଣାଇଥାନ୍ତି । ଅର୍ଚ୍ଚନା ଯାହାସବୁ କରିଛି ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପରେ ଅପରାଧ ଓ ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡ ମିଳିବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ