ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀଙ୍କ ମୃ-ତ୍ୟରେ ଖେଳିଯାଇଛି ଶୋକର ଲହରୀ l

actress

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଓଲିଉଡ ଜଗତ ପାଇଁ ଜାହା ଗୋଟିଏ ଦୁଖଃ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପୋରଲୋକ ରେ ଅନେକ କଳାକାର ଦୁଖଃ ପ୍ରକାଶ କରିଛନ୍ତି । ଏବଂ ଓଲିଉଡ ଜଗତ ରେ ଶୋକର ଲହରୀ ଖେଳିଜାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ ଅବା ଗୀତ ହେଇ ଭାରତ ସବୁଠାରୁ ଆଗରେ ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ଘଟିଛି ।

ମୃ-ତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ହୋଇଥିଲା । ଦିର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ଚିକିତ୍ସା ଧୀନ ଅବସ୍ଥା ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କେବଳ 9 ବର୍ଷ ବୟସ ରୁ ଏକ କାଳିନ ବ୍ରାହ୍ମଣ ପରିବାର ରୁ ଆସି ଅର୍ଣ୍ଣ ପୂର୍ଣ୍ଣା ଥେଟର ରେ ଯୋଗ ଦେଇ ନାଟକ ରେ ଅଭିନୟ କରିଥିଲେ । ଅଭିନୟ ଜଗତରେ ଲକ୍ଷ୍ମୀ ପ୍ରିୟା ସେହି ସମୟ ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ସେ ଅର୍ଣ୍ଣପୂର୍ଣ୍ଣା ଥେଟର ର ଜଣେ ଆଗ ଧାଡି ର ଅଭିନେତ୍ରୀ ଥିଲେ । ସେ ତାଙ୍କର ଜିବନ କାଳ ମଧ୍ୟରେ ଅର୍ଣ୍ଣପୂର୍ଣ୍ଣ ରଙ୍ଗ ମଞ୍ଚରେ ପ୍ରାୟ 35 ଟି ନାଟକ ରେ ଅଭିନୟ କରିଥିଲେ । ସେହି ଗୁଡିକ ମଧ୍ୟରେ ଚଣ୍ଡାଳିନି ହରିଷଚନ୍ଦ୍ର , ଦେବଜାନୀ , ବକ୍ସି ଜଗବନ୍ଧୁ , କୃଷ୍ଣ ଲୀଳା , ସୀତା ପରିକ୍ଷା , ଝିମିଟି ଖେଳ ସୂର୍ଣ୍ଣଚମ୍ପା ପ୍ରଭୂତି ରହିଛି । ଶ୍ରୀ ଗୁରୁ କେଳି ଚରଣ ମହାପାତ୍ର ଏବଂ ଗୁରୁ ଗୋପି ଚରଣ ବେହେରା ଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ ।

ଅଭିନେତ୍ରୀ ଲକ୍ଷ୍ମୀ ପ୍ରିୟା ମିଶ୍ର ଙ୍କ ବିୟୋଗ ରେ ନାଟ୍ୟ ଜଗତ ରେ ଶୋକର ଛାୟା ଖେଳିଜାଇଛି । ପୁରୀ ଆର୍ଟିଷ୍ଟ ଆସୋସେସନ ତରଫ ରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ କରାଜାଇଛି । ବହୁତ ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଶେଷ ଦର୍ଶନ କରିବା ସହିତ ତାଙ୍କ ଝିଅ ନଳିନୀ ମୂଖାଗ୍ନୀ ଦେଇଥିଲେ । ତେବେ ପ୍ରସିଦ୍ଧ ଅଭିନେତ୍ରୀ ଲକ୍ଷ୍ମୀ ପ୍ରିୟା ମିଶ୍ର ଙ୍କ ପୋରଲୋକ ଘଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *