ଓଡ଼ିଆ କଳାକାରଙ୍କ ମୃ-ତ୍ୟୁରେ ଖେଳିଯାଇଛି ଶୋକର ଲହରୀ l

artist

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ମନୋରଞ୍ଜନ ଦୁନିଆକୁ ଆସିଲା ବଡ ଦୁଃଖଦ ଖବର । ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ମନୋରଞ୍ଜନ ଦୁନିଆରେ ଶୋକର ଲହରୀ ଖେଳି ଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ବା ଗୀତ। ଭାରତ ସବୁଠାରୁ ଆଗରେ ।

ମେଘ ବରଷିଲା ଟୁପୁର ଟାପୁର , ଟିକ୍ ଟିକ୍ ହୁଏ ମୋ ଛାତି, ଆଦି ଗୀତ ଗାଇ ଓଡିଆ ପ୍ରେମିକ ମନରେ ରୋମାଞ୍ଚ ଭରିଥିବା ସ୍ୱର ଆଜି ନୀରବି ଯାଇଛି । ଆଧୁନିକ ଯୁଗର ମୀରା ବାଇ ବୁଲାଉଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପାଣ ଜୟରାମ ଚିର ନିଦ୍ରାରେ ଶୋଇ ଯାଇଛନ୍ତି । କିନ୍ତୁ ସେ ଗାଇଥିବା ଚିର ସବୁଜ ଗୀତ ଓଡିଆ ସଙ୍ଗୀତ ଭଣ୍ଡାରକୁ ସବୁବେଳେ ବ୍ରନ୍ଧିମତ କରିଥିବ ।

artist

୭୦ ଦଶକରୁ ୮୦ ଦଶକ ର ମନୋଭରା ଯାଏ ଓ ଓଡିଆ ଶାସ୍ତୀୟ ଓ ସୁଗମ ସଙ୍ଗୀତରେ ସେ କଣ୍ଠଦାନ କରିଛନ୍ତି । ସେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କରଙ୍କ ସହ ତାଙ୍କର ଯୋଗଳ ବନ୍ଦୀ ଓଡିଆ ସଙ୍ଗୀତ ଜଗତକୁ ଅନ୍ୟାନ୍ୟ ଉପହାର ଦେଇଛି ।

ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯୋଦୟ କହିଛନ୍ତି ୭୦ ଦଶକର ମଝାମଝିରେ ଯେବେ ଅଧିକାଂଶ ଓଡିଆ ଚଳଚିତ୍ରର ଗୀତର ରେକର୍ଡ଼ଂ କଲିକତା ରୁ ମାଡ୍ରାସକୁ ସ୍ତାନାନ୍ତରିତ ହେଲା । ବାଣି ଜୟରାମଙ୍କ କଣ୍ଠ ଓଡିଆ ଗୀତ ସହ ଯୋଡି ହୋଇଥିଲା । ପ୍ରଫୁଲ କରଙ୍କ ସହ ମିଶି ସେ ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ଗୌରୀ, ସତୀ ଅନୁଶୟା , ପୂଜା, ଅଷ୍ଟରୋଗ, ତପସ ଆଦି ଚଳଚ୍ଚିତ୍ର ପାଇଁ ସେ କଣ୍ଠ ଦାନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ