ରାସ୍ତା ମଝିରେ ସିଦ୍ଧାନ୍ତଙ୍କ ସହ ଝଗଡା କଲେ ଅଜଣା ବ୍ୟକ୍ତି । ଭିଡ଼ିଓ ହେଲା ଭାଇରାଲ

Sidhant

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତ ର ଜଣା ଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ବହୁତ ଭଲ ଭାବେ ଜାଣିଥିବେ । ତେବେ ଆପଣ ମାନେ କଣ ଜାଣିଛନ୍ତି କି ସିଦ୍ଧାନ୍ତ ମହାପାତ୍ର ତାଙ୍କର ଲାଇଫ ରେ କେମିତି ସଂଙ୍ଘର୍ଷ କରି ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଛନ୍ତି । ତେବେ ବନ୍ଧୁଗଣ ଏମିତି ରେ ଦେଖିବାକୁ ଗଲେ ଏହି ବିରିଷ୍ଟ ଅଭିନେତା ବହୁତ କଠିନ ପରିଶ୍ରମ ଏବଂ ଓଡିଶା ବାସୀ ଙ୍କ ର ଭଲ ପାଇବା ପାଇଁ ଆଜି ସେ ଏହି ଜାଗାରେ ପହଞ୍ଚି ପାରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ତ ସୋସିଆଲ ମିଡିଆର ବ୍ୟବହାର କରୁଥୁବେ ତେବେ ଆପଣ ଏବେ ଦେଖିବାକୁ ପାଉଥିବେ କି ସିଦ୍ଧାନ୍ତ ମହାପାତ୍ର ରାସ୍ତା ଉପରେ କିଛି ଲୋକଙ୍କ ସହ ଝଗଡା ଲାଗୁଥିବାର , ତେବେ କଣ ଆପଣ ମାନେ ଜାଣନ୍ତି ଏପରି ସିଦ୍ଧାନ୍ତ ମହାପାତ୍ର ଙ୍କ ର ରାସ୍ତା ମଝିରେ ଝଗଡା ଲାଗିବା ପଛରେ କାରଣ କଣ ହୋଇଥାଇ ପାରେ । ତେବେ ଏହି ସବୁ ର ସମ୍ପୁର୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।

Sidhant

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ସିଦ୍ଧାନ୍ତ ମହାପାତ୍ର ତାଙ୍କର ଜୀବନ ରେ ବହୁତ ଓଡିଆ ଫିଲ୍ମ କରିଛନ୍ତି ଏବଂ ଏହା ବ୍ୟତୀତ ସେ ବଙ୍ଗଳା ଫିଲ୍ମ ମଧ୍ୟ କରି ସେ ଦର୍ଶକ ମାନଙ୍କ ହୃଦୟ କିଣି ପାରିଛନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ ର ଆଗକୁ ଏକ ଫିଲ୍ମ ଆସୁଛି ଯାହାର ନାମ ହେଇଛି ବାପା ମୋର ସୁପର ମ୍ୟାନ । ତେବେ ଏହି ଫିଲ୍ମ ରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ରାସ୍ତା ଉପରେ କିଛି ଗୁଣ୍ଡା ମାନଙ୍କ ସହ ଲଢୁ ଥିବାର ଦେଖାଯାଇଛି ।

ତେବେ ବନ୍ଧୁଗଣ ଏହା ସିଦ୍ଧାନ୍ତ ମହାପାତ୍ର ଙ୍କ ର ରିଲ ଲାଇଫ ର ଝଗଡା ଅଟେ । ଏହା ତାଙ୍କର ରିଏଲ ଲାଇଫ ର ଝଗଡା ନୁହେଁ । ଏମିତି ରେ ଦେଖିବାକୁ ଗଲେ ସିଦ୍ଧାନ୍ତ ତାଙ୍କର ରିଏଲ ଲାଇଫ ରେ ବହୁତ ସାନ୍ତ ଏବଂ ସରଳ ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ନେଇ କଣ ଭାବିଥିଲେ ସେ ସତରେ କଣ ରାସ୍ତା ଉପରେ କିଛି ଲୋକ ଙ୍କ ସହ ଝଗଡା କରିଥିଲେ । ତେବେ ଆପଣ ମାନେ କଣ ଭାବୁଥିଲେ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *