ଆକାଶରେ ଦେଖାଗଲା ବିରଳ ଦୃଶ୍ୟ ଚନ୍ଦ୍ର ତଳେ ଦେଖା ଗଲା ତାରା | ଜାଣନ୍ତୁ ପ୍ରକୃତ ସତ କଣ !!

sky

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନ୍ଧାର ଆକାଶ ରେ ମହା ଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ସ୍ୱଭା ପାଉଛି ତାରା । ଅନ୍ୟ ପଟେ ଲୋକ ଏହାକୁ ତାରା କହୁଥିବା ବେଳେ ନାସା କିନ୍ତୁ ଦେଇଛି କିଛି ଭିନ୍ନ ମତ । ଏହି ନେଇ ସଂମ୍ପର୍ଣ୍ଣ ଖବର ଟି ଜାଣିବା ପାଇଁ ନିହାତି ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ବନ୍ଧୁଗଣ ଆକାଶ ରେ ଏକ ଅଜବ ପ୍ରକାରର ଦୃଶ୍ୟ ଦେଖିଲା ଏହି ସାରା ଜଗତ ଆକାଶ ର କିଟି ମିଟି ଅନ୍ଧାର ରେ କିଛି ଆଶ୍ଚର୍ଯ୍ୟ କରି ଦେବା ପରି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏବଂ ଜାହାକୁ ସମସ୍ତେ ଅବିଶ୍ୱ ଆଖିରେ ଚାହିଁ ବସିଥିଲେ । ଜାହାକୁ ବର୍ତମାନ ସମୟ ରେ ବି କେହି ବୁଝି ପାରୁ ନାହାଁନ୍ତି ।

sky

ତେବେ ବନ୍ଧୁଗଣ ଆକାଶ ରେ ଚନ୍ଦ୍ର ଏବଂ ତାରାର ଏକ ମହା ମିଳନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଅର୍ଦ୍ଧ ଚନ୍ଦ୍ର ତଳେ ଏକ ତାରା ଦୃଶ୍ୟ ମାନ ହୋଇଛି । ଜାହା ଲୋକ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରି ଦେଇଛି । ଏହାକୁ ଲୋକ ମାନେ ମହା ଜାଗତିକ ଦୃଶ୍ୟ ବୋଲି କହିଛନ୍ତି ।

କିଛି ଲୋକ ମାନେ ଏହାକୁ ଶୁକ୍ର ଗ୍ରହ ବୋଲି କହୁଥିବା ବେଳେ କେହି କେହି ଏହାକୁ ତାରା ବୋଲି କହୁଛନ୍ତି । ହେଲେ ପ୍ରକୃତ ରେ ଏହା କଣ ସେହି କିଛି ବି ସ୍ପଷ୍ଟ ହୋଇ ପାରି ନାହିଁ । ହେଲେ ସାରା ସୋସିଆଲ ମିଡିଆ ରେ ଏହାର ଫୋଟ ବର୍ତମାନ ସମୟ ରେ ଭାଇରଲ ହେଉଥିବା ବେଳେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *