ପୋଷ୍ଟାଲ ରେ ଆସିଲା ନୂଆ ସ୍କିମ – 500 ଟଙ୍କା ରଖିଲେ ପାଇବେ 15 ଲକ୍ଷ ଟଙ୍କା

post

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସ ରେ ଆସିଛି ଏକ ବଢିଆ ଦମଦାର ସ୍କିମ୍ । ମାତ୍ର 5 ହଜାର ଟଙ୍କା ନିବେଶ କରି ପାଇ ପାରିବେ 8 ଲକ୍ଷ ଟଙ୍କା । ପୋଷ୍ଟ ଅଫିସ ରେ ଟଙ୍କା ଲଗାଉ ଥିବା ଲୋକ ମାନଙ୍କ ପାଇଁ ଭଲ ଖବର । ଆଜିବି ନବେଶ ପାଇଁ ବେଷ୍ଟ ଅଫସନ ରହିଛି । ଜାହା ହେଉଛି ପୋଷ୍ଟ ଅଫିସ ଏଠାରେ ଭଲ ରିଟର୍ଣ୍ଣ ସହିତ ଭଲ ରିଟର୍ଣ୍ଣ ବି ମଧ୍ୟ ମିଳେ । ତେବେ ଆମେ ଆଜି ଆପଣ ମାନଙ୍କୁ ପୋଷ୍ଟ ଅଫିସ ତରଫ ରୁ ଏକ ଜବର୍ଦୋସ୍ତ ସ୍କିମ୍ ବିଷୟ ରେ ଜଣେଇବୁ ।

ତେବେ ପୋଷ୍ଟ ଅଫିସ ର ଆର୍ଡି ବା ରିକ୍ରିନି ଡିପୋଜିତ ବିଷୟ ରେ କହିବାକୁ ଯାଉଛୁ । ଜାହା ଜରିଆରେ ଆପଣ ମାନେ 5 ହଜାର ଟଙ୍କାର ନିବେଶରେ କୋଟି ପତି ବନି ପାରିବେ । ପୋଷ୍ଟ ଅଫିସ ର 5 ବର୍ଷ ଆର୍ଡି ଉପରେ ଆପଣ ମାନଙ୍କୁ ବର୍ତମାନ 5.8 ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି । ଏହି ସ୍କିମ୍ ରେ ଆପଣ ମାନଙ୍କୁ ଅତି କମ୍ ରେ 100 ଟଙ୍କାର ନିବେଶ କରିବାକୁ ହେବ । ଏହିଥିରେ ଆପଣ ମାନେ ସିଙ୍ଗେଲ ଏକାଉଣ୍ଟ ମଧ୍ୟ ଅପନ କରି ପାରିବେ ।

post

ଏହା ସହିତ ତିନି ଆଡଲ୍ଟ ମଧ୍ୟ ମିଶି ଜୟେଣ୍ଟ ଏକାଉଣ୍ଟ ମଧ୍ୟ ଅପନ କରି ପାରିବେ । ଆପଣ ମାନଙ୍କୁ ଏହି ସ୍କିମ୍ ରେ 100 ମୋଲ୍ଟିପୁଲ ଟଙ୍କା ଜମା କରିବାକୁ ହେବ । ଆପଣ ମାନଙ୍କୁ ଏହିଥିରେ ଟଙ୍କା ଜମା କରିବାକୁ ହୋଇଥାଏ । ଯଦି ଆପଣ ମାନେ ଏହାର କିସ୍ତି ବାବଦ ରେ ବିଳମ୍ବ କରୁଛନ୍ତି କିମ୍ବା ଭୁଲିଜାଉଛନ୍ତି । ତେବେବି ଆପଣ ମାନଙ୍କୁ ଲେଟ ଫିସ୍ ଦେବାକୁ ହୋଇଥାଏ । ଯଦି ଆପଣ ମାନେ ଏହି ସ୍କିମ୍ ରେ ମାସକୁ 5000 ହଜାର ଟଙ୍କା ଜମା କରୁଛନ୍ତି । ତାହାଲେ ଆପଣ ମାନଙ୍କୁ ସ୍କିମ୍ ଉପରେ 5.8 ପ୍ରତିଶତ ଦରରେ ଫାଇଦା ମିଳିଥାଏ ।

ଯଦି ଆପଣ ମାନେ 5 ବର୍ଷ ଯାଏ ଲଗାତାର ନିବେଶ କରୁଛନ୍ତି । ତାହାଲେ ଆପଣ ମାନଙ୍କୁ 3 ଲକ୍ଷ 48 ହଜାର 480 ଚଙ୍କା ମିଳିବ । ଏହିଥିରେ ଆପଣ ମାନଙ୍କୁ ଜାମା ରାଶି 3 ଲକ୍ଷ ଟଙ୍କା ହେବ । ଏହା ପରେ ପ୍ରାୟ ଆପଣ ମାନଙ୍କୁ 16 ପ୍ରତଶତ ରିଟର୍ଣ୍ଣ ମିଳିବ । ସୂଚନା ମୁତାବକ ଏହି ସ୍କିମ୍ କୁ ଆପଣ ମାନେ 5 ବର୍ଷ ପାଇଁ ବଢେଇବି ପାରିବେ । ଆପଣ ଯଦି 5 ବର୍ଷ ପାଇଁ ବଢାଉଛନ୍ତି ତେବେ ଆପଣ ମାନଙ୍କ RD 10 ବର୍ଷ ପାଇଁ ହୋଇଯିବ ଏବଂ ଏଥିରେ ଆପଣ ମାନେ 8,13,232 ଟଙ୍କା ମେଚୁରିଟି ବାବଦ କୁ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *