ପ୍ରେମ କରି ନାମ ନେଲେ ବିବାହିତା ମହିଳା । ଅବିବାହିତ ଟୋକା ସହ କରିବା ପଡିଲା ମହଙ୍ଗା

women love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପର କ୍ରିୟା ପ୍ରିତି ର ଆଉ ଏକ ଅଭିଯୋଗ ର ଚିତ୍ର ପ୍ରଥମେ ଫେସବୁକ ରେ ଚାର୍ଟିଂ ଏବଂ ତା ପରେ ସେଟିଂ । ଜଣେ ବିବାହିତା ମହିଳା ଙ୍କ ସହିତ ଅନ୍ୟ ଜଣେ ପୁରୁଷ ଙ୍କର ଗଢି ଉଠିଥିଲା ପ୍ରେମ ସଂ-ମ୍ପର୍କ । ପରବର୍ତି ସମୟ ରେ ଦୁହେଁ ଦୁହିଁଙ୍କର ଅତି ଅ-ନ୍ତ-ରଙ୍ଗ ହୋଇଗଲେ .ଏପରି କି ଦୁହିଁଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ବି ସ୍ଥାପନା ହେଲା । ଏହା ପରେ ନିଜ ସ୍ୱାମୀଙ୍କୁ ଛାଡି ପ୍ରେମିକ ଙ୍କୁ ବିବାହ କଲେ ମହିଳା ହେଲେ ଏହା ପରେ ପ୍ରେମିକ ଦେଇଦେଲା ଧୋକା ।

ଏମିତି କିଛି ଅଭିଯୋଗ କରିଛନ୍ତି ଜଣେ ବିବାହିତା ମହିଳା ସୂଚନା ଅନୁସାରେ ଭଲ ପାଇ ବିବାହ କଲେ ଜଣେ ଯୁବକ ବିବାହ ପୁଣି ବିଧି ବଦ୍ଧ ଅନୁସାରେ ନକରି ଲୋଟାଣୀ ରେ ବିବାହ କରି ନିଜ ପାଖରେ ସ୍ତ୍ରୀ କୁ ନେଇ ରଖିଲେ ପରେ ଦେଲେ ନାହିଁ ସ୍ତ୍ରୀ ର ମାନ୍ୟତା କି ତାଙ୍କୁ ନିଜ ଘରକୁ ନେଲେ ନାହିଁ । ଯେତେ ବେଳେ ମହିଳା ଜଣଙ୍କ ବାରମ୍ବାର ଏହି ନେଇ ବାଧ୍ୟ କଲେ ସେତେ ବେଳେ ଆରମ୍ଭ ହେଲା ନିର୍ଜାତନା ଶା-ରୀରିକ ଏବଂ ମାନଶୀକ ଭାବେ ନିଜ ସ୍ତ୍ରୀ ଙ୍କୁ ନିର୍ଜାତନା ଦେଇଥିବାର ସାଙ୍ଘାତିକ ଅଭିଯୋଗ ଆସିଛି ।

women 1

ଜଣେ ଫାୟାରମ୍ୟାନ ଙ୍କ ବିରୋଧ ରେ ଯସିପୁର ଅଗ୍ନୀସମ ବିଭାଗ ରେ କାର୍ଯ୍ୟ କରୁଥିବା ଫାୟାରମ୍ୟାନ ସମିର କୁମାର ବେହେରା ଙ୍କ ବିରୋଧ ରେ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ସ୍ତ୍ରୀ । ଅଭିଯୋଗ କାରୀ ଙ୍କ ଅଭିଯୋଗ ଅନୁସାରେ ସ୍ୱାମୀ ସମିର କୁମାର ବେହେରା ତାଙ୍କୁ । ଭଲପାଇ ଲୋଟାଣୀ ରେ ବିବାହ କରିଥିଲେ ଏହା ପରେ ସାଙ୍ଗକୁ ନେଇ ଯସିପୁର ଅଗ୍ନୀସମ ବିଭାଗ କ୍ୱାଟରରେ ରଖିଲେ ।

ସେଠାରେ ସେ ରଖିଥିବା ବେଳେ ବିଧିବଧ ଭାବେ ସ୍ତ୍ରୀ ତାର ସ୍ୱାମୀ ଘରକୁ ଯିବା କଥା କହିବାରୁ ତାଙ୍କୁ ବାପ ଘରୁ ଲକ୍ଷ୍ୟାଧିକ ଟଙ୍କା ଆଣିବାକୁ କହିଥିଲେ ସମିର ଏବଂ ପରେ ଶା-ରୀରିକ ଏବଂ ମାନଶୀକ ଭାବେ ନିର୍ଜାତନା ଦେଉଥିଲେ ଶେଷରେ ସମିର ଙ୍କ ସ୍ତ୍ରୀ ସେଠାରୁ ଖସି ଆସି ଏହି ନେଇ ଉଦଳା ଥାନାରେ ବର୍ତମାନ ସମୟ ରେ ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛି । ଏବଂ ବର୍ତମାନ ସମୟ ରେ ମହିଳା ଜଣଙ୍କ ନ୍ୟାୟ ପାଇବା ର ଦାବି ବି ମଧ୍ୟ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *