ବିମାନ ଭିତରେ ମହିଳାଙ୍କ ଉପରେ ପ୍ୟାଣ୍ଟ ଖୋଲି ପରିସ୍ରା କରିଦେଲେ ଜଣେ ବ୍ୟକ୍ତି, ଆଉ ତା ପରେ ଯାହା ହେଲା ନା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ଜଣେ ବ୍ୟକ୍ତି । ଫାଣ୍ଟ ଚେନ୍ ଖୋଲି ସମସ୍ତଙ୍କ ସାମ୍ନାରେ ପରିସ୍ରା କଲେ । ବିମାନ କର୍ତ୍ତୁପକ୍ଷ ଉକ୍ତ ଯାତ୍ରୀଙ୍କ ଉପରେ ଲଗାଇଲେ 30 ଦିନ ଯାତ୍ରା କଟକଣା । ଏୟାର ଇଣ୍ଡିଆ କର୍ତ୍ତୁପକ୍ଷଙ୍କର ନାହିଁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ । ଏୟାର ଇଣ୍ଡିଆ ଏଆଇ 102 ବିମାନରେ ଘଟିଛି ଏମିତି ଘଟଣା ।

ଏୟାର ଇଣ୍ଡିଆର ବିଜନେସ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ଜଣେ ସହଯାତ୍ରୀ ପରିସ୍ରା କରି ଦେଇଛନ୍ତି । ଏମିତି ସେତେବେଳେ ହେଇଥିଲା ଯେତେବେଳେ ବିମାନଟି ନିଉୱର୍କର ଜନକେନେଡି ବିମାନ ବନ୍ଦରରୁ ନୂଆ ଦିଲ୍ଲୀକୁ ଆସିବା ପାଇଁ ଉଡାଣ ଭରିଥିଲା । ବିମାନ ଯେତେବେଳେ ମଝି ଆକାଶରେ ଉଡୁଥିଲା ସେହି ସମୟରେ ଜଣେ ମଦ୍ୟପ ସହଯାତ୍ରୀ ଉକ୍ତ ମହିଳାଙ୍କ ଉପରେ ପରିସ୍ରା କରି ଦେଇଥିଲେ ।

bimana

ତେବେ ମହିଳା ଜଣକ ଏହିନେଇ ଏୟାର ଇଣ୍ଡିଆ କର୍ତ୍ତୁପକ୍ଷଙ୍କୁ ଜଣାଇବା ପରେ ଉକ୍ତ ଯାତ୍ରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆ ଯାଇ ତାଙ୍କ ଉପରେ 30 ଦିନରେ ଯାତ୍ରା କଟକଣା ଲଗା ଯାଇଛି । ତେବେ ସାଧାରଣ ଯାତ୍ରୀ ବିଶେଷତ୍ୱ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ବିମାନ ସଂସ୍ଥା ଆଦୌ ସଚେତନ ନାହାନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ବନ୍ଧୁଗଣ ଘଟଣାଟି ଘଟି ଥିଲା ନଭେମ୍ବର 26 ତାରିଖରେ । ନିଉୱର୍କ ରୁ ଦିଲ୍ଲୀ ଯାଉଥିବା ବିମାନ ଭିତରେ ମଦ୍ୟପ ଜଣକ ସମସ୍ତଙ୍କ ଆଗରେ ଫାଣ୍ଟ ଖୋଲି ସହଯାତ୍ରୀ ମହିଳାଙ୍କ ଉପରେ ପରିସ୍ରା କରିଥିଲେ । କିନ୍ତୁ ନା ବିମାନ କର୍ମଚାରୀ ନା ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ କେହି ବି କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲେ । ଏହା ପରେ ମହିଳା ଜଣକ ବାଧ୍ୟ ହୋଇ ଏୟାର ଇଣ୍ଡିଆର ମାଲିକ ଟାଟା ଗୃପର ଅଧକ୍ଷ ଏନ ଚନ୍ଦ୍ର ଶେଖରଙ୍କ ପାଖକୁ ଚିଠି ଲେଖି ନିଜର ଅଭିଯୋଗ ବିଷୟରେ ଜଣେଇବା ପରେ କାର୍ଯ୍ୟନୁଷ୍ଠାନ ହେଲା ।

ତେବେ ସେ ବାଥୃମ ଯାଇ ଗାଧୋଇବା ପରେ ତାଙ୍କୁ ପିନ୍ଧିବା ପାଇଁ ଗୋଟେ ପାଇଜାମା ଏବଂ ସ୍ଳିପସ ଦିଆ ଯାଇଥିଲା । କିନ୍ତୁ ସେ ଅନ୍ୟ ଏକ ସିଟ୍ ଦେବାକୁ କହିଥିଲେ ମଧ୍ୟ ତାଙ୍କୁ ସେହି ଅସନା ସିଟରେ ବସିବାକୁ କୁହା ଯାଇଥିଲା । ତେବେ ସେ ବର୍ତମାନ ସମୟ ରେ ଏହି ପରି ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ