ପ୍ରେମିକା କୁ ଭିଡିଓ କଲରେ ରଖି ଜୀବନ ହାରିଲା ପ୍ରେମିକ ।

lover

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମିକା କୁ ଭିଡିଓ କଲ କରି ଜୀବନ ହାରିଲେ ଯୁବକ । ପ୍ରଥମେ ଝଗଡା ଆଉ ତାପରେ ଏମିତି ଗୋଟିଏ ନିଷ୍ପତି ଯାହା ପାଇଁ ଆଜି ସବୁକିଛି ଥମି ଯାଇଛି । ପ୍ରେମିକା କୁ ଭିଡିଓ କଲ କରି ଜୀବନ ହାରି ଦେଇଛି ଗୋଟେ ପ୍ରେମିକ । ତେବେ ବନ୍ଧୁଗଣ ଭଲ କରି ଦେଖନ୍ତୁ ଏହି ଦୃଶ୍ୟ କୁ ପାଖରେ ରଖା ଯାଇଛି ଲାପଟପ୍ ଯିଏ ଏହି ମୃ-ତ୍ୟୁର ପକୃତ ସାକ୍ଷି ।

ଯିଏ ଦେଖିଚି ସେ ମୃ-ତ୍ୟୁ ବେଳର ଲୋମ ଟାଙ୍କୁରା ଦୃଶ୍ୟକୁ । ଯେ୍ଉଁଥିରେ ଯୁବକ ଜଣଙ୍କ ତାଙ୍କ ବାନ୍ଧବିଙ୍କ ପାଖକୁ ଭିଡିଓ କଲ କରିଥିଲେ । ତେବେ ଏହି ଘରେ ସମାପ୍ତ ହୋଇଯାଇଛି ଗୋଟିଏ ପ୍ରେମ କାହାଣି । ଏମିତି ଏକ ହୃଦୟ ବିତାରକ ଦୃଶ୍ୟ କଟକ ରେ ଦେଖିବାକୁ ମିଳିଛି । ତେବେ ଜୀବନ ହାରିଥିୁବା ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀଶ୍ରୀ ଇଉନିଭର୍ସୀ ର ଏମ୍ ସିଏ ଛାତ୍ର ।

boy

ଷଣ୍ଢ ପୁର ସ୍ତିତ ଭଡା ଘରେ ମୃ-ତ୍ୟୁ ପୂର୍ବରୁ ପ୍ରେମିକା କୁ କରିଥିଲେ ଭିଡିଓ କଲ ଏବଂ ଅନେକ ସମୟ କଥା ହୋଇଥିଲେ ହେଲେ ସମ୍ପର୍କରେ ସେମିତି କିଛି ସମାଧାନ ନହେବାରୁ ଭାଙ୍ଗି ପଡିଥିଲେ ଛାତ୍ର ଜଣଙ୍କ । ଯାହା ପରେ ଏମିତି କିଛି ପଦକ୍ଷପ ନେଇଯାଇଛନ୍ତି । ଭିଡିଓ କଲ ଚାଲିଥିବା ବେଳେ ଜୀବନ ହାରି ଦେଇଛନ୍ତି ।

ସେପଟେ ଘଟଣା ସ୍ଥଳରେ ଗୁଡିସାହି ପୋଲିସ୍ ପହଞ୍ଚି ଚାନବିନ୍ ଆରମ୍ଭ କରିଛି । ସାଇଣ୍ଟ୍ ଫେକ୍ଟ ଟିମ୍ ପହଞ୍ଚି ଲାପଟପ୍ କୁ ନିଜ ତଦନ୍ତ କୁ ନେଇଛି । ତେବେ ମୃତ ଛାତ୍ର କୁ ଉଧାର କରାଯାଇ ପୋଷ୍ଟମଟମ ପାଇଁ ଡାକ୍ତର ଖାନାକୁ ପଠାଯାଇଛି ଏବଂ ତାଙ୍କ ପରିବାର ଲୋକଙ୍କୁ ସୁଚନା ଦିଆଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *