ପାଣି ବୋତଲରେ ମଦ ମିଶାଇ ସ୍କୁଲକୁ ନେଉଛନ୍ତି ପିଲା

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଷ୍ଟମ , ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ରୁ ବାହାରିଲା ଅଜବ ଜିନିଷ ଜାହାକୁ ସ୍କୁଲ ର ଶିକ୍ଷକ ଏବଂ ପ୍ରିନ୍ସପାଲ ଙ୍କ ମୁଣ୍ଡରେ ଚଡକ ପଡିଛି । ଏହି ପରି ଘଟଣା କୈଣସି ଗୋଟିଏ ସ୍କୁଲ ରେ ନୁହେଁ ବରଂ ବେଙ୍ଗାଲୋର ର ଏକାଧିକ ସ୍କୁଲ ରେ ଘଟିଛି । ଜାହା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ସ୍କୁଲ ପିଲା ମାନଙ୍କ ବ୍ୟାଗ ରୁ ବାହାରିଛି ଗର୍ଭ ନିରୋଧକ ବଟିକା । ସିଗାରେଟ ଏବଂ ଆପତ୍ତି ଜନକ ଜିନିଷ ।

ତେବେ କଥାଟି ହେଲା କିଛି ସ୍କୁଲ ର ଏହି ଶ୍ରେଣୀର ଛାତ୍ର ମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ସେମାନଙ୍କ ବ୍ୟାଗ ତଲାସୀ କରାଜାଇ ଥିଲା । ଜାହା ପରେ ମିଳିଥିଲା ଏପରି ସାମଗ୍ରୀ । ଗର୍ଭ ନିରୋଧକ ବଟିକା । ସିଗାରେଟ ଏବଂ ଆପତ୍ତି ଜନକ ଜିନିଷ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଜାଇଥିଲେ ।

bottle

ଅଷ୍ଟମ , ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ରୁ ବାହାରିଲା ଏହି ଅଜବ ଜିନିଷ । ଏହିଥିରେ କୋ-ଣ୍ଡମ , ଗର୍ଭ ନିରୋଧକ ବଟିକା । ସିଗାରେଟ ମିଳିଥିଲା ପାଣି ବୋତଲ ରେ ମଦ ମିଳିଥିଲା ଆଉ ସେମାନଙ୍କ ବ୍ୟାଗ ରୁ ଲାଇଟର ଏବଂ ସିଗାରେଟ ବି ଜବଦ ହୋଇଥିଲା । ଏହି ଘଟଣା ପରେ ଏବେ ପ୍ରତିଦିନ ଛାତ୍ରଛାତ୍ରୀ ଙ୍କ ବ୍ୟାଗ୍ ତଲାସୀ କରିବାକୁ ସଂମୃକ୍ତ ସ୍କୁଲ କତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି ।

ଏହି ଘଟଣା ରେ ସ୍କୁଲ କତୃପକ୍ଷ କୈଣସି ଛାତ୍ର ଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ବଦଳରେ ସେମାନେ କାଉନସେଲିଂ କରିବାକୁ ଯୋଜନା କରିଛନ୍ତି । ଏହା ସହିତ ସେମାନଙ୍କ ଅଭିଭାବକ ଙ୍କୁ ଡକେଇ ମିଟିଂ କରିଥିଲେ । ଏହା ଜାଣିବା ପରେ ଅଭିଭାବକ ମାନେ ବି ସ୍ତବ୍ଧ ହୋଇଜାଇଥିଲେ । ସେମାନଙ୍କ ପିଲା ମାନଙ୍କ ବ୍ୟବହାର ରେ କିଛି ପରିବର୍ତନ ଥିବା କହିଥିଲେ । ତେବେ ଏହି ଘଟଣା କୁ ନେଇ ଏବେ ସାରା ରାଜ୍ୟରେ ହଇ ଚଇ ସୃଷ୍ଟି ହୋଇଛି ।

 

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *