ମହାକାଶରେ ଦେଖାଗଲା ରଥ ଚକ..ବିଶ୍ୱାସ ନ ହେଲେ ବି ସତ । କଣ ଦେଉଛି ସଂକେତ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ମହାକାଶ ରୁ ଆସିଲା ଚମକାଇଦେବା ଭଳି ଫୋଟ । ରଥ ଚକ ସହିତ ରହିଛି ଏହି ଫୋଟ ର ସମ୍ପର୍କ । ତେବେ ଏହି ଫୋଟ ରେ କଣ ଦେଖିବାକୁ ମିଳିଛି ସେ ସମ୍ପର୍କ ରେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମର ମହାକାଶ ଉପରେ ଗବାଷଣା କରିବା ପାଇଁ ନାଶା ତାର ସବୁବେଳେ କିଛି ନା କିଛି ଗବେଷଣା ସଦା ସର୍ବାଦା ଜାରି ରଖିଥାଏ ତେବେ ଏପରି ଏବେ କିଛି ସେହି ଗବେଷଣା ଜାରି ରହିଥିବା ବେଳେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ଦେଖିଲେ ଚକିତ ହୋଇଯିବେ ।

ତେବେ ବିଶ୍ୱ ବ୍ରହ୍ମାଣ୍ଡ ର ସୃଷ୍ଟି ବିଷୟ ରେ ଗବେଷଣା କରିବା ପାଇଁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାଶା ମହାକାଶ କୁ ଏକ ଟେଲିସ୍କପ ପଠାଇଛି ଯାହାର ନାମ ହେଉଛି ଜେମସ ୱେସ ଟେଲିସ୍କପ , ଏହି ଟେଲିସ୍କୋପ ର ଆଉ ଏକ କମାଲ ଦେଖିବାକୁ ମିଳିଛି । ନାଶ ର ଏହି ଟେଲିସ୍କୋପ ଅନ୍ତରିକ୍ଷ ର ଏକ ଏଭଳି ଗେଲେକ୍ସି ର ଫୋଟ ନେଇଛି ଯାହା ରଥ ଚକ ଆକାର ର ଦେଖାଯାଉଛି ।

Galaxy

କହିବାକୁ ଗଲେ ଏହା ରଥ ଚକ୍ର ଭଳି ଗୋଲାକାର ଆକାଶ ଗଙ୍ଗା ଭିତରେ ଅନେକ ତାରାର ନିର୍ମାଣ ମଧ୍ୟ ହୋଇଛି ବୈଜ୍ଞାନିକ ମାନେ ଏହି ଗେଲେକ୍ସି କୁ କାର୍ଟ ହୁଇଲ ନାମ ଦେଇଛନ୍ତି , କାରଣ ଏହା ରଥ ଚକ ପରି ଦେଖା ଯାଉଛି । ଏବେ କାର୍ଟ ହୁଇଲ ଗେଲେକ୍ସି ର କେନ୍ଦ୍ର ର ଏକ ବ୍ଲାକ ହୋଲ ରହିଛି ଯାହାର ଚାରି ପାଖରେ ତାରା ମାନଙ୍କର ନିର୍ମାଣ ହୋଉଥିବା ର ମଧ୍ୟ ଫୋଟ ରେ ଦେଖା ଯାଉଛି ।

ତେବେ ଆପଣ ମାନେ ଏବେ ଭାବୁଥିବେ କି ଏମିତି କେମିତି ହେଲା ବୋଲି ତେବେ ବୈଜ୍ଞାନିକ ମାନେ କହିଛନ୍ତି ଏହା ଏକ ଦୁର୍ଲଭ ଗେଲେକ୍ସି କାର୍ଟ ହୁଇଲ ଆମ ଆକାଶ ଗଙ୍ଗା ଭଳି ସ୍ପାଇରାଲ ଆକୃତି ର କିନ୍ତୁ 70 ରୁ 80 କୋଟି ପ୍ରକାଶ ବର୍ଷ ପୂର୍ବ ରୁ ଏହା ଅନ୍ୟ ଗେଲେକ୍ସି ସହ ବାଡେଇ ହୋଇଥାଲା ବୋଲି ବୈଜ୍ଞାନିକ ମାନେ କହିଛନ୍ତି ଆଉ ଏହା ପରେ ଏଥିରେ କିଛି ପରିବର୍ତ୍ତନ ଆସିଥିଲା ଯାହା ପରେ ଏହା ରଥ ଚକ୍ର ପରି ଗୋଲାକାର ହୋଇଛି ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ