କାଲିଠୁ ବଡ ନିୟମ ଲାଗୁ – ରାସନ କାର୍ଡ ଥିଲେ ନିଶ୍ଚୟ ପଢି ଦିଅନ୍ତୁ ।

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଆସନ୍ତା 24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳୀ ଘଡଘଡି ର ସମ୍ଭାବନା । ପଶ୍ଚିମା ଝଡ ସକ୍ରିୟ ଯୋଗୁ ତାତି ରୁ ମିଳିଛି ଆସ୍ୱସ୍ତି । ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ ତାତି ରୁ ମିଳିଛି ଆଶ୍ୱସ୍ତି । ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ , କନ୍ଧମାଳ , ରାୟଗଡା , ଗଞାମ୍ , କଳାହାଣ୍ଡି , କେଉଁଝର , ମୟୁରଭଞୀ ର କିଛି ସ୍ଥାନରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

rain 1

ଏହା ସହିତ ଆସନ୍ତା କାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବାନ ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ସେହି ପରି 11 ତାରିଖ ରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡିଶା ରେ ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ପାଗ ମେଘୁଆ ରହିବା ସହିତ ବର୍ଷା ର ସମ୍ଭାବନା ରହିଛି ବୋଲି ଆଞ୍ଛଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ପରବର୍ତି ଖବର ହେଲା ରାସନ କାର୍ଡ ଧାରୀ ଙ୍କ ପାଇଁ ଆସିଲା ବଡ ଖୁସୀର ଖବର ବର୍ତମାନ ଫ୍ରୀ ରାସନ ସହିତ ମିଳିବ 1 ହାଜର ଟଙ୍କା । ଏବେ ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଏକ ବଡ ଖବର ଆସିଛି ରାସନ କାର୍ଡ ସମ୍ମନ୍ଧ ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ଠାରୁ ଅନେକ ପ୍ରକାରର ସୁବିଧା ଉପଲବ୍ଧ ରହିଛି ।

ration

ବର୍ତମାନ ରାସନ କାର୍ଡ ଧାରୀ ମାନେ ମଧ୍ୟ ଆର୍ଥିକ ସହାୟତା ପାଇବେ । ଯଦି ଆପଣ ମାନଙ୍କର ରାସନ କାର୍ଡ ରହିଛି । ତେବେ ଆପଣ ମାନେ ସରକାର ଙ୍କ ଠାରୁ ଏକ ହଜାର ଟଙ୍କା ପାଇ ପାରିବେ । ତେବେ ସୂଚନା ଅନୁସାରେ ଏହି ଘୋଷଣା ତାମିଲନାଡୁ ସରକାର କରିଥିବା ବେଳେ ବହୁତ ଶୀଘ୍ର ରାଜ୍ୟର ସବୁ ରାସନ ଧାରୀ ମହିଳା ମାନଙ୍କୁ 1 ହଜାର ଟଙ୍କା ଆର୍ଥିକ ସହାୟତା ମିଳିବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *