ସାରା ଦେଶରେ ଲାଗୁ ହୋଇଗଲା ବଡ ନିୟମ । ନିଶ୍ଚୟ ଜାଣି ନିଅନ୍ତୁ ଏହି ଖବର

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ମାଲାମାଲ ହେବେ ରାସନ କାର୍ଡ ଧାରୀ ଏବେ ଚାଉଳ , ଗହମ ସହିତ ଏହି ସାମଗ୍ରୀ ମଧ୍ୟ ମିଳିବ ମାଗଣା । ଜାରି ହେଲା ନୂଆ ନିର୍ଦ୍ଧେଶ ରାସନ କାର୍ଡ ହୀତାଧିକାରୀ ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଖୁସୀ ଖବର ଯଦି ଆପଣ ମାନେ ମାଗଣା ରାସନ ସେବା ର ଫାଇଦା ଉଠାଉଛନ୍ତି । ତେବେ ସରକାର ଏବେ ଆପଣ ମାନଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୃତ କରିବା ପାଇଁ ଯାଉଛନ୍ତି । ଯାହା ଫଳ ରେ ମାଗଣା ଗହମ ଚାଉଳ ସହିତ ଆଉ କିଛି ସାମଗ୍ରୀ ଆପଣ ମାନଙ୍କୁ ମାଗଣା ରେ ମିଳିବ ।

ration

ଏହା ସହିତ ଅନ୍ୟାନ ସାମଗ୍ରୀ ଆପଣ ମାନେ ଅତି କମ୍ ମୂଲ୍ୟରେ ପାଇଯିବେ । ତେବେ ଖାଦ୍ୟ ମନ୍ତ୍ରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବି ଅନେକ ସୁବିଦା ଯୋଗେଇ ଦିଆଯାଉଛି । ଏହି ପର୍ଯ୍ୟାୟ ଉତ୍ତରାଖଣ୍ଡ ସରକାର 23 ଲକ୍ଷ ପରିବାର କୁ ମାଗଣା ରାସନ ବ୍ୟତିକ କମ୍ ମୂଲ୍ୟ ର ଚିନି ଏବଂ ଲୁଣ ଯୋଗେଇ ଦେବାକୁ ଯୋଜନା କରୁଛନ୍ତି । ପ୍ରତ୍ୟୋକ ରାସନ କାର୍ଡ ଧାରୀ ଙ୍କୁ ଚାଉଳ , ଗହମ ସହିତ ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ବି ଯୋଗେଇ ଦାବାକୁ ରାଜ୍ୟ ସରକାର କହିଛନ୍ତି ।

ପରିବର୍ତି ଖବର ଟି ହେଲା ପାଣିପାଗ ବିଭାଗ ର କେନ୍ଦ୍ରର ପୂର୍ବାନୁମାନ ପଶ୍ଚିମା ଝଡ ପ୍ରଭାବ ରେ ରାଜ୍ୟରେ ଏହି 15 ଟି ଜିଲ୍ଲାରେ ବର୍ଷା ର ସମ୍ଭାବନା ଶନିବାର ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତର ଜିଲ୍ଲାରେ ପାଗ ମେଘୁଆ ସହିତ ବର୍ଷା ହୋଇପାରେ 15 ଟି ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି ।

rain

ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂ ପୁର , ମୟୁରଭଞୀ , କେଉଁଝର , ଅନୁଗୁଳ , ଢେଙ୍କାନାଳ , ନୟାଗଡ , ଖୋର୍ଦ୍ଧା , କାନ୍ଧମାଳ , ଗଞାମ୍ ଏବଂ ପୁରୀ ଜିଲ୍ଲାରେ ବର୍ଷା ହୋଇ ପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *