ଏମିତି ଅର୍ଚ୍ଚନା ଲଗେଇଥିଲା ବେଡରୁମ୍ ସିକ୍ରେଟ୍ କ୍ୟାମେରା, ଯାହା ରେକର୍ଡ କରୁଥିଲା ଅ-ନ୍ତ-ର-ଙ୍ଗ ଦୃଶ୍ୟ। Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଏ ହେଉଛି । ଅର୍ଚ୍ଚନା ର ବେଡରୁମ୍ ଭଳି ପ୍ରତିକାତ୍ମକ ଏକ ଚିତ୍ର । ଯେଉଁ ଚିତ୍ରରେ ଆପଣ ମାନଙ୍କୁ ଦେଖେଇବୁ କେଉଁ ଭଳି ଗୁପ୍ତ କ୍ୟାମେରା ବା ସିକ୍ରେଟ କ୍ୟମେରା ଲଗାଉଥିଲା ଅର୍ଚ୍ଚନା ଏହି ବେଡରୁମ୍ କୁ ଦେଖନ୍ତୁ ଏବଂ ବେଡରୁମ୍ ରେ କେଉଁ ଭଳି ଭାବେ ଲାଇଟ ଜଳୁଛି ତାହାକୁ ବି ଦେଖନ୍ତୁ । ଏହି ବେଡରୁମ୍ ରେ ଲାଗିଛି 8 ଟି କ୍ୟାମେରା ଜାହାକି ଖାଲି ଆଖିରେ ଆପଣ ବୋଧ ହୁଏ କିଛି କିଛି ଟା ଠପେଇ ଦେଇ ପାରନ୍ତି ।

ତେବେ ଆପଣଙ୍କୁ ଆମେ କହିବୁ ସେହି 8 ଗୋଟି କ୍ୟାମେରା ର ଲୋକେସନ । ତେବେ ଦେଖନ୍ତୁ ବେଡର ଏହି ଉପରି ଭାଗକୁ ଏମିତି ସମାନ ବେଡ ବ୍ୟବହାର କରୁଥିଲା ଅର୍ଚ୍ଚନା ଦେଖନ୍ତୁ ଏହି ବେଡ ଉପରେ ଲାଗିଛି ଏହି କ୍ୟାମେରା ଟି ଆଉ ଗୋଟିଏ କ୍ୟମେରା ଆପଣ ଏପଟେ ଦେଖନ୍ତୁ ଜାହା ଲାଗିଛି ଏକ ଉଚ୍ଛା ଏଙ୍ଗେଲ ରେ ଏହି କ୍ୟାରେଟିକୁ ଆପଣ ଠଉରେଇବା ପାଇଁ ଚେଷ୍ଟା କରନ୍ତୁ ।

Bedroom

ଏହା ହେଲା ଏମିତି ଛୋଟ ଛୋଟ ସିକ୍ରେଟ କ୍ୟାମେରା ଜାହାକୁ କେବଳ ଆପଣ ମାନେ ଚିହ୍ନିବା ପାଇଁ ଆମେ ଲାଇଟ ଲଗେଇଛୁ ହେଲେ ଏହି କ୍ୟମେରା ସାଧାରଣତଃ ଏମିତି ହିଁ ରହେ ଏହି କ୍ୟମେରା ଏତେ ଛୋଟ ଯେ ଆପଣ ଜାଣି ହିଁ ପାରିବେ ନାହିଁ ଯେ ଏହି ଜାଗାରେ ବି କ୍ୟାମେରା ଲୁଚି କରି ରହିଛି ବୋଲି । କେବଳ ସେତିିକି ନୁହେଁ ଉପରେ ଛାତର ସିଲିଂ ରେ ବି ଲାଗିଛି ଗୋଟିଏ ଗୁପ୍ତ କ୍ୟମେରା ଯେଉଁ କ୍ୟାମେରା ରେ ଯୁବକ ଯୁବତୀ ଯେତେ ବେଳେ ଶା-ରୀ-ରିକ ସଂ-ମ୍ପ-ର୍କ ରଖୁଥିବେ ତାହାର ଟପ ଏଙ୍ଗେଲ ର ସର୍ଟ ଦେଖେଇବ ।

ସେହି ପରି ଏପଟେ ଝରକା ପାଖରେ ଲାଗିଛି ଗୋଟେ କ୍ୟମେରା ସେହି ପରି ଉଇଣ୍ଡ ସ୍କ୍ରିନ ରେ ଲାଗିଥିବା ଏପଟ କ୍ୟାମେରାକୁ କେମିତି ଡୋର ସ୍କ୍ରିନ୍ ଭିତରେ ଏହି କ୍ୟମେରା କୁ ଫିଟ କରାଜାଇଛି । କେବଳ ସେତିକି ନୁହେଁ ଏପଟ ଲାଇଟ ପାଖରେ ବି ଗୋଟିଏ ପ୍ରକାରର କ୍ୟମେରା ଲାଗିଛି । ଜାହାବି ସବୁ କିଛି ରେକର୍ଡ କରୁଛି । ସେହି ପରି ଏପଟେ ଦର୍ପଣ ପାଖରେ ବି କେମିତି କ୍ୟମେରା ରୁ ଗୁପ୍ତ ଭାବେ ରଖା ଜାଇଛି ।

Bedroom 1

ଆଉ ସେହି କ୍ୟାମେରା ନିରନ୍ତର ଭାବେ ସେହି ସବୁ କୁ ରେକର୍ଡ କରୁଛି ଜାହା ସବୁ ଏହି ରୁମ୍ ରେ ଘଟିଚାଲିଛି । ଠିକ୍ ଏହି ଭଳି ଭାବେ କିଛି ଫିଟ କରୁଥିଲା କ୍ୟାମେରା ଅର୍ଚ୍ଚନା ଆଉ ଯେଉଁ କ୍ୟାମେରା ରେ ଫସୁଥିଲେ ବହୁତ ସାରା ନେତା ଅଭିନେତା , ଫିଲ୍ମ ପ୍ରୋଜଜକ ସୁନା ଦୋକାନ ମାଲିକ ଏବଂ ବଡ ବଡ ବିଲର୍ଡର । ଯେଉଁ ମାନେ ରୁମ୍ ରେ ଅତ୍ୟାଧିକ ମଦ୍ୟାପନ କରୁଥିଲେ ଏବଂ ତା ପରେ ଯୁବତୀ ଙ୍କୁ ଧରି ଶା-ରୀ-ରି-କ ସଂ-ମ୍ପ-ର୍କ ରଖୁଥିଲେ । ତେବେ ଏହା ଥିଲା ଅର୍ଚ୍ଚନା ଙ୍କ ଟ୍ରାପ୍ ଲାଇନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *