୯୯% ହାର୍ଟ ବ୍ଲୋକେଜ ହୋଇଥିଲେ ମଧ୍ୟ ତାହାକୁ ଖୋଲିଦେବ ଏହି ଘରଇ ଉପଚାର । ଜୀବନରେ ଅପରେସନ୍ କରିବାକୁ ଆବଶ୍ୟକ ପଡ଼ିବ ନାହିଁ ।

Spread the love

ଆଜିକାଲି ହାର୍ଟ ଆଟାକ୍ ପରି ସମାସ୍ୟା ଅନେକ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ନିଜର ଦୈନନ୍ଦିନ ଭୋଜନ ପ୍ରକ୍ରିୟା ନିୟମ ଅନୁସାରେ ନ କରିବା, ଯେତେବେଳେ ଯାହା ଇଚ୍ଛା କରିବ ତାହା ଖାଇବା, ସବୁବେଳେ ବ୍ୟସ୍ତରେ ରହିବା, ଶାରୀରିକ ଶ୍ରମ କମିବା ଅଧିକ ମାନସିକ ଚାପ ପଡିବା ଆଦି କାରଣ ଯୋଗୁଁ ହୃଦୟର ସମସ୍ୟା ହେବାର ସମ୍ଭାବନା ବଢିଯାଏ ।

ଆଜିକାଲି ହାର୍ଟ ବ୍ଲୋକେଜର ଚିକିତ୍ସା ରୂପରେ ଅନେକ ଆଧୁନିକ ସୁବିଧା ଗୁଡ଼ିକ ଉପଲବ୍ଧ ରହିଛି, ଯେପରିକି ବାଇପାସ୍ ସର୍ଜେରୀ, ଷ୍ଟଣ୍ଟ ପାଇପ ଇତ୍ୟାଦି । କିନ୍ତୁ ଏଥିଯୋଗୁଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଯାହାକି ସାଧାରଣ ଲୋକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ । କାରଣ ଯାହା ପାଖର ଦୁଇବେଳା ଭୋଜନ କରିବାକୁ ଟଙ୍କା ନଥିବ, ସେମାନେ ଏତେ ଖର୍ଚ୍ଚ କେମିତି କରିପାରିବେ ! ଆଜି ଆପଣଙ୍କୁ ଗୋଟିଏ ଏଭଳି ଘରଇ ଉପାୟ ବିଷୟରେ କହିବୁ, ଯାହାଦ୍ୱାରା ଆପଣଙ୍କର ଏହି ସମସ୍ୟା ସମ୍ପୁର୍ଣ ରୂପେ ଠିକ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା…

ଲାଉ –

ଲାଉ ହୃଦୟ ରୋଗୀଙ୍କ ପାଇଁ ଏକ ରାମବାଣ ଔଷଧ ଅଟେ । ଯାହାର ପ୍ରୟୋଗ କରି ହୃଦ୍ ରୋଗ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଇ ପାରିବ । ଲାଉକୁ ସେବନ କରିବା ପୂର୍ବରୁ ତାହାକୁ ଭଲ ରୁପେ ପାଣିରେ ଧୋଇବେ, ଏହାପରେ ତାହାର ସ୍ୱାଦ ଦେଖିବେ । ଯଦି ତାହା ପିତା ହୋଇଥାଏ, ତେବେ ତାହାକୁ ଫିଙ୍ଗି ଦିଅନ୍ତୁ । କାରଣ କେବେ ମଧ୍ୟ ପିତା ଲାଉ ପ୍ରୟୋଗ କରିବା ଉଚିତ ନୁହେଁ । ଲାଉକୁ ଗ୍ରାଇଣ୍ଡରରେ ପକାଇ ସେଥିରୁ ରସ ବାହାର କରନ୍ତୁ । ଗ୍ରାଇଣ୍ଡିଙ୍ଗ କରିବା ସମୟରେ ୬ଟି ପୋଦିନା ପତ୍ର, ୮ଟି ତୁଳସୀ ପତ୍ର ପକାଇବେ । ଗ୍ରାଇଣ୍ଡିଙ୍ଗ ହେଲାପରେ ଗୋଟିଏ କପଡ଼ାରେ ଛାଣି ସେହି ରସକୁ ବାହାର କରନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇବେ, ଏକ ଗ୍ରାମ ସୈନ୍ଧବ ଲୁଣ ଓ ୪ଟି ଗୋଲ ମରିଚ ଗୁଣ୍ଡ କରି ମିଶାଇବେ । ଭୋଜନ କରିବା ୩୦ ମିନିଟ ପରେ ଏହି ରସକୁ ପିଅନ୍ତୁ । ସକାଳେ, ଅପରାହ୍ନ ଓ ରାତ୍ରରେ ଦିନକୁ ଥର ଏହି ରସକୁ ପିଅନ୍ତୁ ।

ପ୍ରାରମ୍ଭରେ ରସର ମାତ୍ରାକୁ କମ ମଧ୍ୟ ନେଇପାରନ୍ତି, ମନେ ରଖିବେ ରସ ସବୁବେଳେ ତାଜା ହିଁ ହୋଇଥିବା ଦରକାର । ଏହି ରସ ପିଇବା ଯୋଗୁଁ ପେଟରେ ଗଡବଡ଼ ହେଲେ ଡ଼ରନ୍ତୁ ନାହିଁ । କାରଣ ଲାଉ ପେଟର ସମସ୍ୟାକୁ ମଧ୍ୟ ଠିକ୍ କରିଥାଏ । ଏହି ରସକୁ ନିରନ୍ତର ୫ ଦିନ ନେବାକୁ ପଡ଼ିବ, ପ୍ରତି ଗୋଟିଏ ମାସରେ । ପୁଣି ଦ୍ଵିତୀୟ ମାସରେ ମଧ୍ୟ ୫ ଦିନ ହିଁ ସେବନ କରିବେ । ଏହିଭଳି ପାଖାପାଖି ୩ ମାସ ନେବାକୁ ପଡ଼ିବ ।

ଧ୍ୟାନ ରଖିବେ –

ଏହି ରସର ସେବନ କରିବା ସମୟରେ ଖଟା ଫଳ ବା ପନିପରିବା ଖାଇବେ ନାହିଁ ଯେପରି କି ଟମାଟୋ, ଲେମ୍ବୁ, ତେନ୍ତୁଳୀ ଆଦି ମଧ୍ୟ ସେବନ କରିବା ଉଚିତ ନୁହେଁ । ହୃଦୟ ରୋଗୀମାନେ ଧୂମ୍ରପାନ, ମଦ୍ୟପାନ, ମାଂସର ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ । ସକାଳେ ଉଠି ୪/୫ କିଲୋମିଟର ଚାଲିବାକୁ ପଡ଼ିବ ।

ଏହି ରସର ଉପକରିତା –

ଏହା ଶରୀରର ଓଜନକୁ କମେଇ ଥାଏ, ଏହା ଭୋକକୁ ନିୟନ୍ତ୍ରଣ କରିଥାଏ, ଏଥିରେ ଭରପୁର ମାତ୍ରାରେ ଭିଟାମିନ ଥାଏ । ଏହାକୁ ପ୍ରତ୍ୟେକ ବ୍ୟକ୍ତି ଖାଲି ପେଟରେ ପିଇଲେ ବ୍ୟକ୍ତିଙ୍କ ଶରୀରରେ ମଧ୍ୟରେ ବହୁତ ସୁଧାର ଆସିଥାଏ । ପାଚନ କ୍ରିୟାକୁ ଠିକ୍ କରିଥାଏ ଓ କଷ୍ଟକାଠିନ୍ୟ ପରି ସମସ୍ୟାର ଆଦୌ ଭୟ ରହିବା ନାହିଁ । ଏସିଡିଟିରେ ଆରାମ ମିଳିଥାଏ, ଶରୀରର ଗରମକୁ କମେଇଥାଏ । ଏହା ଉଚ୍ଚ ରକ୍ତଚାପକୁ ଠିକ୍ କରିଥାଏ, ଯକୃତକୁ ସୁସ୍ଥରେ ରଖିଥାଏ ।