
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ଆସିଛି ଆଉ କିଛି ନୂଆ ସୂଚନା । ଦିର୍ଘ ଦିନ ଧରି ରାଜ୍ୟ ଏବଂ କେନ୍ଦ୍ର ଙ୍କୁ ନେଇ ଚାଲିଥିବା ରାଜନାତିକ ଯୁଦ୍ଧ ର ଅବସାନ ଘଟିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ବରିଷ୍ଟ ଅଧିକାରୀ ଙ୍କ ତର୍ଜମା ପରେ ଏବେ 9 ଲକ୍ଷ 60 ହଜାର ହୀତାଧିକାରୀ ଙ୍କୁ ମିଳିବାକୁ ଯାଉଛି ଘର । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ଉଭୟ ସରକାର ଙ୍କ ତଥ୍ୟ ଅନୁଯାୟୀ ହୀତାଧିକାରୀ ଙ୍କ ନାମ ପୋର୍ଟାଲ ରେ ପଞୀକରଣ କରିବା ଦାୟୁତ୍ୱ ଜାତୀୟ ସୂଚନା କେନ୍ଦ୍ରର ତେବେ ଯେତେ ଶୀଘ୍ର NIC ହୀତାଧିକାରୀ ଙ୍କ ନାମ ଆୱାସ ପୋର୍ଟାଲ ରେ ଦର୍ଶାଇବେ ସେତେ ଜଲ୍ଦି ସେମାନଙ୍କ ଆୱାସ ସ୍ୱପ୍ନ ପୂରଣ ହୋଇ ପାରିବ ।
ରାଜ୍ୟ ସରକାର ଙ୍କ ପକ୍ଷ ରୁ ସଂମ୍ପୃକ୍ତ ହୀତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ କାର୍ଯ୍ୟାଦେଶ ଯୋଗେଇ ଦିଆଯିବ ବୋଲି ସରକାର ଙ୍କ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ପଞ୍ଚାୟତ ରାଜ ନିର୍ବାଚନ ପୂର୍ବରୁ 8 ଲକ୍ଷ 17 ହଜାର ଯୋଗ୍ୟ ହୀତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ସାମିଲ କରିସାରିଛି ।
ମାତ୍ର ସେହିଥିରୁ କେବଳ ହୀତାଧିକାରୀ ଙ୍କ ଦୁଇ ଥର ନାମ ପଞୀକରଣ ହେବା ଏବଂ କେତେକ ମୃ-ତ୍ୟୁ ବରଣ ହେବା ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିଲା । ତେବେ ଖୁବ ଶୀଘ୍ର ରାଜ୍ୟରେ 9 ଲକ୍ଷ 60 ହଜାର ହୀତାଧିକାରୀ ଙ୍କୁ ଆୱାସ ମିଳିବାକୁ ଯାଉଛି ତେବେ ଆପଣ ମାନେ ଭାବୁଥିବେ କେଉଁ ୱେବସାଇଟ ଯୋଗେ ଆପଣ ମାନେ ଲିଷ୍ଟ ଦେଖି ପାରିବେ ତେବେ ଜାହାର ଲିଙ୍କ୍ ଆମେ ଏଠାରେ ଦେଇଛୁ ଆପଣ ମାନେ ଚାହିଁଲେ ଚେକ୍ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।