70 ପ୍ରକାର ରୋଗର କାଳ ଅଟେ – ଏହି ଚଟଣି ଓ ପେଟକୁ ପୂର୍ଣରୂପେ ଠିକ୍ କରି ତାହାକୁ ନୂତନ ଜୀବନ ଦେଇଥାଏ….

Spread the love

ଆଜି ଆମେ ଆପଣଙ୍କ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଘରୋଇ ଔଷଧର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ । ଯାହା ପ୍ରୟୋଗ କରିବା ଦ୍ୱାରା ପେଟ ସଫା ହେଇଥାଏ । ପେଟକୁ 70 ପ୍ରକାର ରୋଗର ଘର କୁହାଯାଏ, କାରଣ ଆପଣଙ୍କ ପେଟ ସଫା ନ ହେଲେ 70 ପ୍ରକାରର ରୋଗ ହେବାରେ ସମ୍ଭାବନା ବଢିଯାଇ ଥାଏ । ଆୟୁର୍ବେଦରେ ଏଭଳି କୁହାଯାଇଛି କି, ଯଦି ପେଟ ସଫା ହୋଇଥାଏ ତେବେ ଆପଣଙ୍କ ଦେହ ସୁସ୍ଥ ରହିବ । କୋଷ୍ଟ ବଦ୍ଧତା ଓ ପେଟର ଯେକୌଣସି ବି ସମସ୍ୟା ପାଇଁ ଆମେ ଆପଣଙ୍କୁ ଗୋଟିଏ ଚମତ୍କାର ଔଷଧ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପେଟ ସମ୍ବନ୍ଧୀୟ ସବୁ ଅସୁବିଧା ଠିକ୍ ହେଇଯିବ ।

ଆଜିକାଲିର ଖରାପ ବାତାବରଣ ଓ ମନଇଚ୍ଛା ଭୋଜନ କରୁ, ଭୋଜନ କରିବା ତୁରନ୍ତ ବିଶ୍ରାମ କରିବାଯୋଗୁଁ ତାହା ସିଧା ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଉଛି । ଆମେ ଖାଉଥିବା ଖାଦ୍ୟ ହଜମ ନହେବାରୁ ଆମେ ଅନେକ ରୋଗରେ ଘେରିଯାଉ ।

ପାଚନ ତନ୍ତ୍ରକୁ ଠିକ୍ କରିବାପାଇଁ ଏକ ଉତ୍ତମ ଉପାୟ

– ଅଧା ଚାମଚ କଲା ଲୁଣ

– ଅଧା ଚାମଚ ଜୁଆଣି

– ଅଧା ଚାମଚ ହିଙ୍ଗୁ

– ଗୋଟିଏ ଚାମଚ ଜିରା

– ଗୋଟିଏ ଅଦା ଗଣ୍ଠି

– ଗୋଟିଏ ରସୁଣ

– ମାଧ୍ୟମ ଆକାରର ଦୁଇଟି ପିଆଜ

– ଗୋଟିଏ ପୁଦିନା ପତ୍ର

– ଗୋଟିଏ ଲେମ୍ବୁ

– ଚାରଟି କଞ୍ଚା ଲଙ୍କା

ଏ ସବୁକୁ ମିଶାଇ ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ । ଏହା ଖାଇବାରେ ବହୁତ ସ୍ୱାଦିଷ୍ଟ । ଆପଣ ଭୋଜନ କରିବା ସମୟରେ ଏହି ଚଟଣିକୁ ଖାଇଲେ ଆପଣଙ୍କ ପାଚନ କ୍ରିୟାକୁ ଦୃଢ କରିଥାଏ ଓ ପେଟର ସମସ୍ତ ସମସ୍ୟା ଠାରୁ ଦୂରେଇ ରହିପାରିବା ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଏବଂ ଭଲ ଲାଗିଲେ Share କରନ୍ତୁ ।