ଖୋଲା ମଞ୍ଚରେ ଡ୍ରୋସ ଖୋଲି ଦାନ କଲେ 50,000 – ଚାର୍ଚା ରେ ରାନୀ

rani 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଚର୍ଚ୍ଚା ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା । ଏହିଥର ରାନୀ ପଣ୍ଡା ଙ୍କୁ ନେଇ ବହୁତ ଜୋର ରେ ଚାଲିଛି ଚର୍ଚ୍ଚା । ଏହି ସବୁ ଦେଖିବା ପରେ ଆପଣ ମାନେ ଭାବୁଥିବେ ରାନୀ ପଣ୍ଡା ପୁଣି ଥରେ ଉଦଣ୍ଡ ଡେନ୍ସ କରି ଚର୍ଚ୍ଚିତ ହୋଇଛନ୍ତି । ହେଲେ ନାଇଁ ବନ୍ଧୁଗଣ ଏହିଥର ସେ କୈଣସି ଉଦଣ୍ଡ ନୃତ୍ୟ କିମ୍ବା କାହାକୁ ନେଇ ଟିପଣୀ ଦେଇନାହାଁନ୍ତି । ବରଂ ସାହାଯ୍ୟ ର ହାତ ବଢେଇ ସାଉଣ୍ଟିଛନ୍ତି ପ୍ରଶଂସା ।

ତେବେ ବନ୍ଧୁଗଣ ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ଭାବିବେ ଏହାତ କୈଣସି ନାଚ ପାଇଁ ନୁହେଁ । ତେବେ ଏଠାରେ ରାନୀ କଣ କଲେ ତେବେ ଆପଣ ମାନେ ବି ଥରେ ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ । ତେବେ ବନ୍ଧୁଗଣ ରାନୀ କହିଛନ୍ତି ଯେ ଏହି ଅନୁଷ୍ଟାନ ପକ୍ଷରୁ ଏବଂ କୃଷକ ପରିବାର ପକ୍ଷରୁ 50 ହଜାର ଟଙ୍କା ମୁଁ ଡୋନେ଼ଟ କରିଛନ୍ତି ।

rani

ତେବେ ସମ୍ବଲପୁୁର ଡଙ୍ଗାପାଳ ନାବକଳିଉତ୍ସବ ରେ ଯୋଗଦେଇ ହଠାତ ଆୟୋଜକ ଙ୍କ ଉପସ୍ତିତି କମିଟି ରେ ଅଞ୍ଚଳ ର ଗରିବ ଅସହାୟ ପାଇଁ 50 ହଜାର ଟଙ୍କା ଘୋଷଣା କରିବା ସହିତ ଏହି ପଗ୍ରାମ୍ ରେ ମିଳିଥିବା ପାରିଶ୍ରମିକ ର 10 ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ରେ ନିୟୋଜିତ ଥିବା ସମସ୍ତ ମ୍ୟୁଜିକସିଆନ , ମାଇକ୍ , ସାଉଣ୍ଡ ଅପରେଟର ଏବଂ ଅନ୍ୟ କଳାକାର ଙ୍କ ପାଇଁ ଦାନ କରିବା ପରେ ସମସ୍ତେ ରାନୀ ଙ୍କର କରିଛନ୍ତି ଘୂରି ଘୂରି ପ୍ରଶଂସା ।

ଏମିତି କି ରାନୀ ପ୍ରତିଶୃତି ଦେଇଛନ୍ତି ସ୍ଥାନିୟ ଲୋକଙ୍କ ଝିଅ ବିବାହ ରେ ବିଶେଷ ସହାୟତା ର ବଢେଇବେ ହାତ । ତେବେ ମଞ୍ଚ ଉପରେ ରାନୀ ଙ୍କ ଏହି ପରି ବଦନିୟତା ଦେଖି ଦର୍ଶକ ମାନେ ତାଳି ମାଡ କରିବା ସହିତ ହୁଳୁ ହୁଳି ପକେଇଥିଲେ । ତେବେ ରାନୀ ଙ୍କ ପ୍ରତି ଦର୍ଶକ ମାନଙ୍କ ଭଲ ପାଇବା ଦେଖି ଖୁସୀ ହୋଇଜାଇଥିଲେ ରାନୀ । ବିବାଦିୟ ଅଭିନେତ୍ରୀ ରାନୀ ଙ୍କ ମଞ୍ଚରେ ଏମିତି ବଦାନିୟତା ବହୁତ ଭଲ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *