ଅର୍ଚ୍ଚନା ବ୍ୟାଙ୍କ ଆକାଉଣ୍ଟରୁ ୩୫ ଲକ୍ଷଟଙ୍କା ଟଙ୍କା ଗାୟବ | କିଏ ନେଲା ଏତେ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ଏକାଉଣ୍ଟ କୁ ଟଙ୍କା ଗାୟେବ ଏହି ତଥ୍ୟ ଦେଇଛି RBI ଆଉ RBI କୁ ଏହି ତଥ୍ୟ ମାଗିଥିଲା କିମିଶନରେଟ ପୋଲିସ । ତେବେ ଆସିଜାଇଛି ଅର୍ଚ୍ଚନା ଙ୍କ ବ୍ୟାଙ୍କ୍ ଡିଟେଲ୍ସ ହେଲେ ଜାହା ଆପଣଙ୍କ ହୋସ ଉଡେଇ ଦେବ । କି ତାଙ୍କର ବ୍ୟାଙ୍କ୍ ଏକାଉଣ୍ଟ ରେ କିଛି ଟଙ୍କା ହିଁ ନାହିଁ । ଅର୍ଚ୍ଚନା ଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ର ଡିଟେଲ୍ସ ପାଇଛି କମିଶନ ରେଟ ପୋଲିସ । ଆଉ ଦୁଇଟି ଏକାଉଣ୍ଟ ରେ ଟଙ୍କା ନଥିବା ନେଇ ସୂଚନା ରହିଛି ।

ତେବେ ଶେଷ ଟ୍ରାଞାକ୍ସନ 35 ଲକ୍ଷ ଟଙ୍କା କୁଆଡେ ଗଲା ଏହା ନେଇ ସଂନ୍ଧେହ ସୃଷ୍ଟି ହେଉଛି । ତେବେ ଅର୍ଚ୍ଚନା ନାଗ ଙ୍କ ଏହା ସୈତାନି ବୁଦ୍ଧି ନା ଏହା ପଛରେ ଆଉ କାହାର ବ୍ରେନ କାମ କରୁଛି । କେହି ଅଛି କି ଅର୍ଚ୍ଚନା ଙ୍କ ଗଡ ଫାଦର କିଏ ଅର୍ଚ୍ଚନା ଙ୍କ ଆପସେଣ୍ଟରେ ସବୁ ଟଙ୍କାର ଲେଣ ଦେଣ୍ କରୁଛି । ତେବେ କିଏ ଅର୍ଚ୍ଚନା ଙ୍କ ପଦଛାପ କୁ ମିଟେଇବାରେ ଲେଗିଛି ଗୋଟିଏ ପରେ ଗୋଟିଏ କିଏ ଅର୍ଚ୍ଚନା ର ବ୍ୟାଙ୍କ୍ ଟ୍ରାଞାକ୍ସନ ନଷ୍ଟ କରିବାରେ ଲାଗିଛି ।

Archana Nag

ତେବେ ଶେଷ ଟ୍ରାଞାକ୍ସନ 35 ଲକ୍ଷ ଟଙ୍କା କୁଆଡେ ଗଲା ଏହି ନେଇ ଏବେ ସୃଷ୍ଟି ହୋଇଛି ଅନେକ ସନ୍ଧେହ । ତେବେ ସମସ୍ତେ ଏ କଥା ଚିନ୍ତା କରିଥିଲେ ତାଙ୍କ ଏକାଉଣ୍ଟ ରୁ ଅଚଳାଚଳ ସଂମ୍ପତୀ ଏବଂ ଏପରି ଗୋଟେ ବ୍ୟାଙ୍କି ସିହର ବାହାରିବ ଜାହା ସମସ୍ତ ଙ୍କ ହୋସ ଉଡେଇ ଦେବ ହେଲେ କଥା ଏଠାରେ ସଂମ୍ପର୍ଣ୍ଣ ପଲଟି ଜାଇଛି । ତେବେ ଏଠାରେ ଅର୍ଚ୍ଚନା ଙ୍କ ଏକାଉଣ୍ଟ ରେ ଟଙ୍କା ଟିଏ ନାହିଁ ।

ଯଦି ଏହି ଘଟଣା ଟି ସତ ତେବେ ଏହିଥିରେ କେତେ ନିରପକ୍ଷତା ରହିଛି । କାରଣ ଅର୍ଚ୍ଚନା ଯେଉଁ ଭଳି ଢଙ୍ଗରେ କୋଟି କୋଟି ଟଙ୍କା ଲୁଟୁଥିଲେ ଆଉ ତାଙ୍କ ଆଲିସାନ ବଙ୍ଗଳା ଦେଖି ଜାହା ଲାଗୁଥିଲା ଏହି ନେଇ ଏବେ ଉଠୁଛି ଅନେକ ସାରା ପ୍ରଶ୍ନ ଯେ କେମିତି ମୋଟ ବି ଟଙ୍କା ନାହିଁ ତାଙ୍କ ଏକାଉଣ୍ଟରେ । ଆଉ ସବୁଠୁ ବଡ କଥା ହେଲା ଅର୍ଚ୍ଚନା ସବୁ ବେଳେ ହାତରେ ହିଁ ପଇସା ନେବା ପାଇଁ ଚେଷ୍ଟା କରୁଥିଲେ । ଯେହେତୁ ତାଙ୍କର ଫସିବାର ଅଧିକ ସମ୍ଭାବନା ରହିଛି ଏବଂ ପୋଲିସ ଖୋଳତାଳ କରି ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *