୩୧ ମାର୍ଚ୍ଚ ରବିବାର ସକାଳ ହେବା କ୍ଷଣି ବଦଳିଯିବ ଏହି ୩ଟି ରାଶିର ଭାଗ୍ୟ ।

Spread the love

ଜୀବନରେ ସୁଖ ଦୁଃଖ, ଭଲ ମନ୍ଦ ଏହିପରି ଲାଗି ରହିଥାଏ ଅର୍ଥାତ ସୁଖ ଦୁଃଖ ଜୀବନର ଏକ ଅଂଶ । କିନ୍ତୁ ଅନେକ ସମୟରେ ଏପରି ଲାଗିଥାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ, ଦୁଃଖ ହିଁ ଲାଗି ରହିଥଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ବେଳେବେଳେ ନିଜ କାର୍ଯ୍ୟରେ ସଫଳତା ମିଳିନଥାଏ । ଏତଦବ୍ୟତୀତ ପାରିବାରିକ ଜୀବନରେ ସମ୍ୟକ ଶାନ୍ତି ପାଇଁ ଅହରହ ଚେଷ୍ଟ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ସମସ୍ତେ ଜାଣନ୍ତି, ଆମର ଜୀବନରେ ଗ୍ରହ ଓ ରାଶିମାନଙ୍କ ମହତ୍ୱ ରହିଛି । ରାଶିମାନଙ୍କୁ ଆଧାର କରି ବ୍ୟକ୍ତିଙ୍କ ଭଲ ଓ ମନ୍ଦ ସମୟ ବିଷୟରେ ପୂର୍ବାନୁମାନ କରାଯାଇ ପାରୁଛି ଏବଂ ସେହି ରାଶିମାନଙ୍କ ସଂଯୋଗରେ ମନୁଷ୍ୟ ଉନ୍ନତିର ଚରମ ସୋପାନରେ ପହଂଚି ପାରୁଛି । ତେବେ ଆସନ୍ତୁ ଜାଣିବା କେଉଁ ତିନୋଟି ରାଶିର ଭାଗ୍ୟ ବଦଳି ଆଜିର ଦିନରେ :

ମିଥୁନ ରାଶି : ଆପଣଙ୍କ ଘରେ ଖୁବ୍ ଶୀଘ୍ର ଏକ ପରିବର୍ତ୍ତନ ଦେଖାଯିବ, ଯାହା ସୁଖ ଶାନ୍ତିର ବାର୍ତ୍ତା ନେଇ ଆସିବା । ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ । ବୈବାହିକ ଜୀବନ ଅତି ମଧୁର ମଧ୍ୟ ରହିବା ରହିବ । ଭବିଷ୍ୟତରେ ଆସିବାକୁ ଥିବା କଷ୍ଟରୁ ମୁକ୍ତି ମିଳିବ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ କିଛି ବଡ଼ ପରିବର୍ତ୍ତନ ଆସିପାରେ । ଯାହାଦ୍ୱାରା ସମାଜରେ ଓ ସାମୁହିକ ପରିବାରରେ ବେଶ୍ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ହେବ ଏବଂ କୌଣସି ନୂତନ କାର୍ଯ୍ୟ ଆରମ୍ବ କରିପାରନ୍ତି । ଯେଉଁ କାର୍ଯ୍ୟଗୁଡିକୁ ଆପଣ ଶେଷ କରିବା ପାଇଁ ବହୁ ସମୟରୁ ଚିନ୍ତା କରୁଛନ୍ତି, ସେହି କାର୍ଯ୍ୟ ଶେଷ କରିବାର ଶୁଭ ସମୟ ଆସିଯାଇଛି ।

କନ୍ୟା ରାଶି :- ଆପଣ ମାନଙ୍କୁ ସଫଳତା ପାଇଁ ନୂଆ ମାର୍ଗ ହାସିଲ ହେବ । ହଜି ଯାଇଥିବା ପ୍ରେମ ଆପଣଙ୍କ ଜୀବନରେ ଫେରି ଆସିବ । ଆପଣଙ୍କୁ ଅଚାନକ ଧନ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରୋଜଗାର କ୍ଷେତ୍ରରେ ସଫଳତା ମିଳିବ । ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ, ଯାହାର କି ଆପଣ ଭରପୁର ଲାଭ ଇଠେଇବେ । ବେରୋଜଗାର ଲୋକଙ୍କୁ ନୂଆ ଚାକିରୀର ସୁଯୋଗ ଆସିପାରେ । ଜୀବନରେ ନୂତନ କୀର୍ତ୍ତିମାନ ସୃଷ୍ଟି କରିବେ ଆପଣ ।

ଧନୁ ରାଶି :- ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ । ପାରିବାରିକ କାର୍ଯ୍ୟ ପାଇଁ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡି ପାରେ । ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇ ପାରେ । ଜୀବନ ସାଥି ସହିତ ଆପଣ କେଉଁଠାକୁ ବୁଲିବାକୁ ଯାଇ ପାରନ୍ତି ।ଯାହା ଦ୍ୱାରା ଆପଣଙ୍କ ଜୀବନରେ ମଧୁରତା ଆସିବ । ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ ।