ଝିଅମାନଙ୍କର ୩ଟି ଦୁର୍ବଳତା ବିଷୟରେ ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି, ତେବେ ଏହାକୁ ନିଶ୍ଚୟ ପଢନ୍ତୁ ।

Spread the love

ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ଝିଅଙ୍କ ଏଭଳି ୩ଟି ଦୁର୍ବଳତା ବିଷୟରେ ଜାଣିବା । ପ୍ରେମ, ପୁଅ ଓ ଝିଅଙ୍କ ମଧ୍ୟରେ ହିଁ ହୋଇଥାଏ । ଯଦି ତୁମେ ଏହି ୩ଟି କଥାକୁ ବୁଝିଯିବ, ତେବେ କୌଣସି ବି ଝିଅକୁ ତୁମେ ବା କୌଣସି ବି ପୁଅକୁ ସହଜରେ ଇଂପ୍ରେସ କରିପାରିବ ଓ ଭବିଷ୍ୟତରେ ତାଙ୍କୁ ବହୁତ ଭଲ ପାଇପାରିବ ଏବଂ ବହୁତ ଖୁସିରେ ରହିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଦୁର୍ବଳତା ଗୁଡ଼ିକ କଣ ?

୧) ଝିଅମାନେ ନିଜ ପ୍ରେମିକର ରାଗକୁ ଡରିଥାନ୍ତି –

ଏହାର ଅର୍ଥ ଏହା ନୁହେଁ କି ତୁମେ ଏହି ଦୁର୍ବଳତା ଜାଣିବା ପରେ ସବୁବେଳେ ରାଗିବ ଓ ଝଗଡ଼ା କରିବ । ସେଥିପାଇଁ ତୁମେ ତୁମ ପ୍ରେମିକାକୁ ରାଗିବାର ଅଭିନୟ କିଛି ସମୟ ପାଇଁ କରିପାରିବ କିନ୍ତୁ ସବୁବେଳେ ନୁହେଁ । କାରଣ ଯଦି ତମେ ସବୁବେଳେ ନିଜ ପ୍ରେମିକା ଉପରେ ରାଗୁଥିବ; ତେବେ ତୁମ ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯିବ । ଅଳ୍ପ ସମୟ ପାଇଁ ରାଗିବାର ଅଭିନୟ କରି ନିଜ ପ୍ରେମିକାକୁ ଡ଼ରାଇପାର କିନ୍ତୁ ତୁରନ୍ତ ସେହି ଡର ଥିବା ମୁହଁରେ ହସ ଆଣିବାକୁ ପଡ଼ିବ । ଯଦି ପ୍ରେମିକା ହସିଥାଏ, ତେବେ ସବୁକିଛି ଠିକ୍ ହୋଇଯିବ । କହିବାକୁ ଗଲେ ନିଜ ରାଗକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ଯାହାଦ୍ୱାରା ସମ୍ପର୍କରେ କେବେ ମଧ୍ୟ ଫାଟ ସୃଷ୍ଟି ହେବ ନାହିଁ ।

୨) ଝିଅମାନେ ନିଜକୁ ନିଜେ ଡରନ୍ତି –

କାରଣ ତାଙ୍କ ଉପର ଘରର ସବୁ ଚାପ ପଡ଼ିଥାଏ । ପୁଅମାନେ କିଛି କରନ୍ତି ତ’ ଏତେ କିଛି ଖରାପ ବା ଅପଦସ୍ତ ହେବାକୁ ପଡିନଥାଏ କିନ୍ତୁ ଝିଅମାନେ ଯଦି କିଛି କରିଦିଅନ୍ତି, ତେବେ ସମାଜ ଆଗରେ ନାକ କଟିଯାଏ । ସେମାନଙ୍କ ସବୁ ମର୍ଯ୍ୟାଦା ସମାଜଙ୍କ ସାମ୍ନାରେ ନଷ୍ଟ ହୋଇଯାଇଥାଏ । ସେମାନେ ସବୁବେଳେ ଭାବିଥାନ୍ତି କି ସମାଜ କଣ କହିବ, ମୋ ପାଇଁ ମୋ ଘରର ସମ୍ମାନ ନଷ୍ଟ ହୋଇପାରେ ଇତ୍ୟାଦି ଭାବିଥାନ୍ତି, ଯାହାକି ଝିଅଙ୍କ ଏକ ବହୁତ ବଡ଼ ଦୁର୍ବଳତା ଅଟେ ।

୩) ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହାଁନ୍ତି ନାହିଁ –

ଆମେ କହିବାର ଅର୍ଥ ପ୍ରେମିକ ବା ଅନ୍ୟ କାହାସହ ନୁହେଁ ସେ କେବଳ ନିଜ ସ୍ୱାମୀଙ୍କ ସହ ହିଁ ଶାରୀରିକ ସମ୍ପର୍କ ରଖିବାକୁ ସବୁ ଝିଅମାନେ ଚାହିଁଥାନ୍ତି । ଯିଏ ଭଲ ଝିଅ ଓ ସତ୍ୟ ପ୍ରେମ କରିଛି, ସେ କେବଳ ନିଜ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥାଏ ଆଉ କାହାସହ ନୁହେଁ । ସେମାନେ ଏମିତି ଲୋକଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁନଥାନ୍ତି, ଯିଏକି ଭବିଷ୍ୟତରେ ସ୍ଵାମୀ ହୋଇପାରିବେ ନାହିଁ । ସେହିପରି ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାହିଁନଥାନ୍ତି । ସେମାନେ କଣ ଭାବନ୍ତି ମାନେ ଯଦି କିଛି ଭୁଲ୍ ହୋଇଯାଏ, ତେବେ ତାଙ୍କର ମର୍ଯ୍ୟାଦା ସବୁ ଧ୍ଵଂସ ହୋଇଯିବ ଯାହାକି ଏକ ଭଲ ଝିଅ ଭାବିଥାଏ । ଝିଅ କେବଳ ନିଜ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ କରିବାକୁ ଚାହାଁନ୍ତି କିମ୍ବା ଯାହାକୁ ପ୍ରଥମରୁ ନିଜ ସ୍ୱାମୀ ବୋଲି ସ୍ୱୀକାର କରିଥାନ୍ତି ତାଙ୍କ ସହ ଶାରୀରିକ ସମ୍ପର୍କ କରିବାକୁ ଚାହିଁଥାନ୍ତି ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।