ଏହିପରି 3ଟି ପ୍ରଶ୍ନ ପୁଅଙ୍କୁ ପଚାରିବା ପାଇଁ ଲାଜ କରନ୍ତି ଝିଅମାନେ ।

Spread the love

ଆଜିକାଲି ଝିଅମାନେ ନିଜ ଜୀବନସାଥୀ ନିଜେ ହିଁ ଚୟନ କରିଥାନ୍ତି । ସେମାନେ ନିଜ ପାଇଁ ନିଜେ ହିଁ ପୁଅ ବାଛିଥାନ୍ତି । ପୁଅ ଏବଂ ଝିଅ ଆଜିକାଲି ଖୋଲାଖୋଲି କଥାବାର୍ତ୍ତା କରନ୍ତି । ଝିଅମାନେ ଆଧୁନିକତା ଆଡକୁ ଗତି କରିଲେଣି କିନ୍ତୁ ସେମାନେ ନିଜ ପତିଙ୍କୁ କିଛି ଏହିପରି ପ୍ରଶ୍ନ କରିବା ପାଇଁ ଲାଜେଇଥାନ୍ତି । ପ୍ରତି ଝିଅମାନେ ଆଜି ମଧ୍ୟ କିଛି ପ୍ରଶ୍ନ ପୁଅଙ୍କୁ ପଚାରିବା ପାଇଁ ଲାଜେଇଥାନ୍ତି ।ଆଜି ଆମେ ଆପଣଙ୍କୁ ସେ ପ୍ରଶ୍ନ ଗୁଡିକ ବିଷୟରେ କହିବୁ ।

ଆପଣ ଜାଣିଥିବେ ପୁଅମାନେ ହିଁ ନିଜ ପ୍ରେମ ବିଷୟରେ ପ୍ରଥମେ ଝିଅଙ୍କୁ କହିଥାନ୍ତି । ଝିଅ କେତେ ମଧ୍ୟ ଖୋଲା ଚିନ୍ତାଧାରାର ହୋଉଥାଉ ନା କାହିଁକି ପ୍ରଥମେ ପୁଅ ହିଁ ନିଜ ମନ କଥା ଝିଅଙ୍କୁ କହିଥାନ୍ତି । ଝିଅମାନେ ଚାହିଁଥାନ୍ତି, ପୁଅମାନେ ପ୍ରଥମେ ଆସି ନିଜ ମନ କଥା ସେମାନଙ୍କୁ କୁହଁନ୍ତୁ । କୌଣସି ଝିଅ ଯଦି କୌଣସି ପୁଅଙ୍କୁ ପ୍ରେମ କରନ୍ତି; ତେବେ ସେହି ଝିଅମାନେ ମନ ଖୋଲି ନିଜ ଭାବକୁ ପୁଅଙ୍କ ପାଖରେ ବ୍ୟକ୍ତ କରିପାରନ୍ତି ନାହିଁ । ବହୁତ କମ ଝିଅ ଅଛନ୍ତି; ଯେଉଁମାନେ ନିଜ ମନର ଭାବକୁ ପୁଅଙ୍କ ସାମ୍ନାରେ ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରିନଥାନ୍ତି ।

ଝିଅଙ୍କୁ ସାଜଶଯ୍ୟା ଖୁବ୍ ପସନ୍ଦ ଅଟେ । ଏଥିପାଇଁ ସେମାନେ ଏପରି ପୋଷାକ ପିନ୍ଧିଥାନ୍ତି; ଯେଉଁଥିରେ ସେମାନେ ସୁନ୍ଦର ଦେଖାଯାଇ ପାରିବେ । ଝିଅଙ୍କୁ ମେକପ୍ କରିବା ପସନ୍ଦ ଅଟେ ।ଯେତେବେଳେ ସେମାନେ ବାହାରକୁ ଯିବାକୁ ପଡେ, ତେବେ ସେମାନେ ଘଣ୍ଟା ଘଣ୍ଟା ଧରି ଆଇନା ସାମ୍ନାରେ ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡନ୍ତି । ଝିଅମାନେ ନିଜ ଅନ୍ତ୍ରବସ୍ତ୍ରକୁ ଲୁଚାଇବା ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ଯେତେବେଳେ ମଧ୍ୟ ସେମାନେ କୌଣସି ପୁଅଙ୍କ ସହ ବାହାରକୁ ଯାଇଥାନ୍ତି ସର୍ବଦା ଚେଷ୍ଟା କରିଥାନ୍ତି; ଯେପରି ପୁଅଟି ସେମାନଙ୍କ ଅନ୍ତବସ୍ତ୍ର ଦେଖି ନ ପାରେ । ଏପରି ପ୍ରଶ୍ନ ସେମାନେ ପୁଅଙ୍କୁ ପଚାରି ପାରନ୍ତି ନାହିଁ କିମ୍ବା ସେମାନଙ୍କୁ ଏହି ବିଷୟରେ କିଛି କହି ପାରନ୍ତି ନାହିଁ ।

ଝିଅମାନେ କେତେ ମଧ୍ୟ ଖୋଲା ହୃଦୟର ହୁଅନ୍ତୁ ନା କାହିଁକି ନିଜ ମନ କଥା ପୁଅଙ୍କ ସାମ୍ନାରେ ଖୋଲି କହିପାରନ୍ତି ନାହିଁ । କିନ୍ତୁ ଏହି ବିଷୟରେ ପୁଅଙ୍କ ସ୍ଵଭାଵ ବିପରୀତ ଅଟେ । ପୁଅମାନେ ନିଜ ମନ କଥା ଝିଅଙ୍କ ଆଗରେ କରିପାରନ୍ତି କିନ୍ତୁ ଝିଅମାନେ ନିଜ ମନ କଥାକୁ ଖୋଲି କହି ପାରନ୍ତି ନାହିଁ । ପୁଅମାନେ ଯେତେବେଳେ ପ୍ରାକୃତିକ ସମ୍ବନ୍ଧ ବିଷୟରେ ଝିଅଙ୍କୁ କୁହନ୍ତି; ସେହି ସମୟରେ ଝିଅମାନେ ସେହି କଥାକୁ ଶୁଣି ଚୁପ ରହି ଯାଆନ୍ତି ।

ପୁଅମାନେ ନିଜ ମନ କଥା ଖୋଲାଖୋଲି ଝିଅଙ୍କ ସମ୍ନାରେ କରିପାରନ୍ତି କିନ୍ତୁ ଝିଅମାନେ ଏପରି ସ୍ଥିତିରେ ଚୁପ ରୁହନ୍ତି । ବହୁତ କମ ଝିଅ ଅଛନ୍ତି; ଯେଉଁମାନେ ଖୋଲାଖୋଲି ନିଜ ମନ କଥା ପୁଅଙ୍କ ସାମ୍ନାରେ ପ୍ରକାଶ କରିପାରନ୍ତି । ଝିଅଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ କିନ୍ତୁ ନିଜ ଜୀବନସାଥୀଙ୍କୁ ସେହି ବିଷୟରେ କଦାପି ପଚାରି ପାରନ୍ତି ନାହିଁ । ପ୍ରତି ଝିଅ ଚାହାନ୍ତି ତାଙ୍କର ଜୀବନ ସାଥି ସେମାନଙ୍କ ସହ ପ୍ରତି କଥା ଖୋଲାଖୋଲି କୁହନ୍ତୁ କିନ୍ତୁ ଝିଅମାନେ ଏପରି କରନ୍ତି ନାହିଁ ।