3 ଚାରି ଦିନ ପ୍ରବଳ କଷ୍ଟ ହୁଏ ,ଏହି ତିନି ଚାରି ଦିନ କଣ ଶା-ରୀ-ରିକ ସ-ମ୍ପ-ର୍କ ନ ରଖିଲେ ହେବନି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଗୋଟେ ଝିଅ ତିନି ଚାରି ଦିନ ସେ-କ୍ସ ନ କଲେ କଣ ବଞ୍ଚି ପାରିବ ନାହିଁ । ଝିଅ ପିଲା ମାନଙ୍କର ଏମିତି ହେବ ନହେଲେ ସେ ମାଆ ହୋଇ ପାରିବ ନାହିଁ । ଯେମିତି କି ଆପଣ ମାନେ ଜାଣିଥିବେ ଝିଅ ମାନଙ୍କର ଋତୁ ଶ୍ରାବ ହୋଇଥାଏ । ଯାହା ସେମାନଙ୍କୁ 3 ଦିନ ପାଇଁ କଷ୍ଟ ଦେଇଥାଏ । ସେ ଗୋଟେ ଟାଇମ୍ ରେ ଚାଲେ 7 ଦିନ ଯାଏ ହୋଇଥାଏ । ହେଲେ 3 ଦିନ ଅସନିୟ ଜିନିଷ ଅଟେ । ପେଟ ପେନ ହୁଏ ଅଣ୍ଟା ପିଠି ପେନ୍ ହୁଏ ।

ଆପଣ ମାନେ ଯଦି ତାଙ୍କୁ କିଛି ଭଲ କଥା କହିବେ ସେମାନେ ଟିକେ ଚିଡ ଚିଡ୍ ହୁଅନ୍ତି । ଏହି ପରି ଜିନିଷ ଆମ ଘରେ ବି ହେଉଛି ଆମେ ସବୁ କିଛି ବୁଝି ପାରୁ । ତେବେ ସେମାନେ ବି ବୁଝିବା ଦରକାର ଯେଉଁ ମାନେ ଅନୁଷ୍ଟାନ ଚଳାଉଛନ୍ତି । ସେଠାରେ ଯଦି ଝିଅ ପିଲା ମାନେ ଛୁଟି ପାଇଁ ନିବେଦନ କରୁଛନ୍ତି ସେମାନଙ୍କ କଥାକୁ ଟିକେ ବୁଝିବା ଦରକାର । ତେବେ ଆପଣ ମାନେ ଟିକେ ବୁଝିବା ଦରକାର ଏହି କଥାକୁ ଆପଣ ମାନେ ଦେଖନ୍ତୁ ବାହର ଜାଗାକୁ ଜାଆନ୍ତୁ କେରଳ ଜାଆନ୍ତୁ ।

man

ଏହି ଜିନିଷ ଟା ରହିଛି ଏହା ନାରୀ ଙ୍କ ପାଇଁ ଗୋଟେ ସମ୍ମାନ ରହିଛି । ଏହା ରହିବା ନିହାତି ଆବଶ୍ୟକ ଅଟେ । ଏହା ହେଲେ ହିଁ ଝିଅ 4 ଦିନ ଘରେ ରହି ନିଜକୁ ଗୋଟେ ସିକ୍ୟୁର ଫିଲ୍ କରିବ । । କାରଣ ସେ ଗୋଟେ ଝିଅ ପିଲା ନାଁ ତାକୁ ଲାଜ ସରମ ଲାଗେ ବ୍ଲଡ୍ ପବନ ଅଟକେଇବା ପାଇଁ ସେ କଣ କରି ପାରିବ । ଆଉ କଣ ଝିଅ ପିଲା ଜନ୍ମ ହେବା ପାପ ଆଉ ସେ ଗୋଟେ ଝିଅ ପିଲା ସେ କଣ କହିକି ଆସିଛି ଯେ ମୁଁ ଏଠାରେ ଦଣ୍ଡ ଭୋଗିବି । କେବଳ ତୁମ ଛୁଆ ପିଲା ଜନ୍ମ କରିବି ତମ ପରିବାର ଚଳେଇବି ଆଉ କିଛି ନାହିଁ ।

ସେମାନଙ୍କୁ ସବୁ ବେଳେ ସମ୍ମାନ ଦେବା ସହିତ ସେମାନଙ୍କୁ ଏହି ଜିନିଷ ପ୍ରତି ସଚେତନ ବି ରହିବା ଆବଶ୍ୟକ ଅଟେ । ଆଉ ଖାସ୍ କରି ମଇଳା କପଡା ବ୍ୟବହାକର କରିବା ଦ୍ୱାରା ଏହିଥିରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଜାତ ହୋଇଥାଏ । ଏହା ପାଇଁ ଆମେ ଆମ ଚେନ୍ନାଲ ରେ ଏକ ସ୍ପେସିଆଲ ଏପିସୋର୍ଟ ତିଆରୁି କରିଛୁ । ଯେ ପିରି଼ୟଡ ହେଲା ପରେ ଝିଅ ମାନଙ୍କୁ କେତେ କଷ୍ଟ ହୁଏ ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଦିଆଜାଇଛି । ତେବେ ଆପଣ ମାନେ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *