୨୮, ୨୯, ୩௦, ୩୧ ଏହି ૪ ଦିନ ରହିବ ବ୍ୟାଙ୍କ ବନ୍ଦ, ଆଜି ଶେଷଦିନରେ କରିନିଅନ୍ତୁ ସବୁ କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲିଠାରୁ ୪ଦିନ ରହିବ ବ୍ୟାଙ୍କ ବନ୍ଦ । ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମୋହନ କେନ୍ଦ୍ର ବଜେଟ ଉପସ୍ଥାପନା କରିବେ । ଆଉ ଏ ଉପସ୍ଥାପନା ପୂର୍ବରୁ ୪ଦିନ ବ୍ୟାଙ୍କ ବନ୍ଦ ରହିବ । ଆଉ ଆଜି ହେଉଛି ଶେଷ ଦିନ । ଆଉ ଯାହାର ବ୍ୟାଙ୍କ ବ୍ରାଞ୍ଚରେ କିଛି କାମ ଅଛି । ତାଙ୍କୁ ଆଜି ସାରିଦେବା ଜରୁରୀ ଅଟେ । କାରଣ କାଲିଠାରୁ ଲଗାତାର ୪ଦିନ ବ୍ୟାଙ୍କ ବନ୍ଦ ରହିବ ।

U.F.B ଇଉନେଟେଡ୍ ଫର୍ମ ଅଫ୍ ବ୍ୟାଙ୍କ ଇଉନିଅନସ୍ ସଂଘ ଜାନୁଆରୀ ୩୦ ଓ ୩୧ ତାରିଖରେ ଧର୍ମ ଘଟ ଡାକରା ଦେଇଛି । ସେଥିପାଇଁ ଜାନୁୟାରୀ ୩୦ ଓ ୩୧ ତାରିଖ ବ୍ୟାଙ୍କ ବନ୍ଦ ରହିବ । ଆଉ ଏହା ପୂର୍ବରୁ ୨୮ ଆଉ ୨୯। ୨୮ ତାରିଖ ଚତୁର୍ଥ ଶନିବାର ଆଉ ୨୯ ତାରିଖ ହେଉଛି ରବିବାର । ତେବେ ୩୦ ଆଉ ୩୧ ଯେହେତୁ ବ୍ୟାଙ୍କ କର୍ମଚାରୀମାନେ ଧର୍ମ ଡାକରା ଦେଇଛନ୍ତି ସେଦିନ ବ୍ୟାଙ୍କ ଷ୍ଟାରାଇକ ରହିବ ।

Bank closed

ସେଥିପାଇଁ ୨୮,୨୯,୩୦,୩୧ ଏହି ୪ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ କାଲିଠାରୁ ବ୍ୟାଙ୍କ ୪ଦିନ ବନ୍ଦ ରହିବ । ତେବେ ଯଦି କିଛି ଜରୁରୀ କାମ ଅଛି ତେବେ ଆଜି ସାରିଦେବା ଦରକାର। ତେବେ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ କାମ ପା଼ଞ୍ଚ ଦିନ କରାଯାଉ ।

ପେନସନ ଅପଡେଟ୍ କରାଯାଉ ଏହା ସହ ଏମ୍. ପି. ଏସ୍ କୁ ସମାପ୍ତ କରାଯାଉ । ଦରମା ବୃନ୍ଧି କରାଯାଉ ଏବଂ ସମସ୍ତ କ୍ୟାରଡରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରିଛି ବ୍ୟାଙ୍କ କର୍ମଚାରୀ ସଂଘ । ଆଉ ସେଥିପାଇଁ ୩୦ ଆଉ ୩୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଆଉ ତା ପୂର୍ବରୁ ୨୮ ଆଉ ୨୯ ତାରିଖ ଶନିବାର ଆଉ ରବିବାର ପଡୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ