ଲଞ୍ଚ ହେଲା 110 cc ବଜାଜ ପ୍ଲାଣ୍ଟିନା , ଏତିକି ମୂଲ୍ୟ ଆଉ ଏହା ହେଉଛି ନୂଆ ଫିଚରସ

Spread the love

ଭାରତରେ ସର୍ବାଧିକ ମାଇଲେଜ ଵାଲା ପ୍ଲାଣ୍ଟିନା ଏବେ ନୂଆ ରୂପରେ ଆସି ସାରିଛି । ବଜାଜ୍ ଅଟୋ ତାର ନୂଆ ପ୍ଲାଣ୍ଟିନା 110cc ବାଇକ ଭାରତରେ ଲଞ୍ଚ କରି ଦେଇଛି । କମ୍ପାନୀ ଏହାର ମୂଲ୍ୟ 49,197 ଟଙ୍କା ରଖିଛି । ନୂଆ ବଜାଜ ପ୍ଲାଣ୍ଟିନା 110cc ସହିତ ପୁଣେ ଆଧାରିତ ଟୁ ହୁଇଲର କମ୍ପାନୀ 110cc କମ୍ୟୁଟର ସେଗମେଣ୍ଟରେ ନୂଆ ପ୍ରତିସ୍ପର୍ଦ୍ଧା ଛିଡା କରୁ ଅଛି ଆଉ ଏହି ବାଇକ ହିରୋ ପେସନ ପ୍ରୋ 110, ହୋଣ୍ଡା CD 110 ଡ୍ରିମ DX ଆଉ TVS ରେଡିଅନକୁ କଡା ତକ୍ଙ୍କର ଦେବ । ଆପଣଙ୍କୁ ବତେଇ ଦେଉଛୁ ଯେ ନୂଆ ବଜାଜ ପ୍ଲାଣ୍ଟିନା ରେ ବହୁତ ଗୁଡିଏ ଖାସ୍ ଫିଚରସ ଦିଆ ଯାଇଛି । କମ୍ପାନୀ ଏହାକୁ ଅନ୍ୟ ବାଇକ ମାନଙ୍କ ଠାରୁ ଅଲଗା ଆଉ ଖାସ୍ କରିବା ପାଇଁ ଏଥିରେ ଟ୍ୟୁବ ଲେସ ଟାୟାରସ୍ , ଷ୍ଟେଣ୍ଡେଡ଼ ଫିଟମେଣ୍ଟ , ଡବଲ ସ୍ପ୍ରିଂଗ-ଅନ -ସ୍ପ୍ରିଂଗ ଆଉ ନୈଟ୍ରୋକସ ଏଜୋର୍ବସ ଆଉ ଷ୍ଟେଣ୍ଡର୍ଡ ଏଣ୍ଟି ସ୍କ୍ରୀଡ଼ ବ୍ରେକସ ଦିଆ ଯାଇଛି ।

ତିନି କଲର କମ୍ବୀନେସନ ରେ ଆସିଛି;-

ତଥ୍ୟ ଅନୁସାରେ ନୂଆ ବଜାଜ ପ୍ଲାଣ୍ଟିନା 110cc ରେ ନୂଆ ଗ୍ରାଫିକ୍ସ ଆଉ ଡେକାଲସ ବି ଦିଆ ଯାଇଛି । ଏହା ଛଡା ଏଥିରେ LED ଡେଟାଇମ ରାନିଙ୍ଗ ଲେମ୍ପ , ଯାହାକି ହେଡ ଲେମ୍ପ ଉପରେ ପୋଜିସନ ଅଛି । ଏହା ଛଡା ବ୍ଲେକ ଏଲୟ ହୁଇଲସ୍, ବ୍ଲେକ ଗ୍ରେବ ରେଲ ଆଉ ବ୍ଲେକ ମିରରସ ଦିଆ ଯାଇଛି । କମ୍ପାନୀ ଏହି ବାଇକ କୁ ତିନି କଲର କମବିନେସନ – ଇମ୍ବାନୀ ବ୍ଲେକ ସହିତ ଗ୍ରେ ଡେକାଲସ , ଇମ୍ବାନୀ ବ୍ଲେକ ସହିତ ବ୍ଲୁ ଡେକେଲସ, ଆଉ କୋକଟେଲ ଉଆଇନ ରେଡ଼ ରେ ଛାଡିଛି ।

CBS ବି ଏଥିରେ ଅଛି :-

ଆପଣଙ୍କୁ ବତେଇ ଦେଉଛୁ ଯେ ଏହି ନୂଆ ବଜାଜ ପ୍ଲାଣ୍ଟିନା 110cc ବାଇକ ରେ ସିଙ୍ଗଲ ସେଲେଣ୍ଡର, ଏୟର କୁଲଡ଼ ମୋଟର ଦିଆ ଯାଇଛି , ଯାହାକି 7000 rpm ରେ 8.4bhp ର ପାୱାର ଓ 5000rpm ରେ 9.81nm ର ତର୍କ ଜେନେରେଟ କରି ଥାଏ । ଏହାର ଇଂଜିନ ରେ 4 ସ୍ପୀଡ଼ ଗିଆର ବକ୍ସ ଅଛି । ସସପେନ୍ସନ ରେ 135 mm ଟେଲେସ୍କୋପିକ ଫ୍ରଣ୍ଟ ଫର୍କ୍ସ ଆଉ ରିଏର ରେ 110mm ସ୍ପ୍ରିଂଗ- ଅନ – ସ୍ପ୍ରିଂଗ ସହିତ ନାଇତ୍ରୋକ୍ସ ଶୋକସ ଏଞ୍ଜାର୍ବର୍ସ ଦିଆ ଯାଇଛି । ବ୍ରେକିଙ୍ଗ ପାଇଁ ଫ୍ରଣ୍ଟ ରେ 133mm ଡ୍ରମ ୟୁନିଟ ଆଉ ରିଅର ରେ 110mm ଡ୍ରମ ୟୁନିଟ ଦିଆ ଯାଇଛି ।ଏହା ଛଡା ଏଥିରେ କାମ୍ବାଇଣ୍ଡ ବ୍ରେକିଙ୍ଗ ସିଷ୍ଟମ ଦିଆ ଯାଇଛି ।ଯାହାକି ଦୁଇଟି ଚକରେ ବ୍ରେକିଙ୍ଗ ଫୋର୍ସ ସପ୍ଲାଏ କରି ଥାଏ ।