୧୯ ବର୍ଷୀୟ ଆସିକା ଭାଟିଆ ହୋଇଯାଇଛନ୍ତି ବହୁତ ସୁନ୍ଦର ଏବଂ ଚତୁର , ଆପଣ ମଧ୍ୟ ଦେଖନ୍ତୁ ଫୋଟଗୁଡିକ ।

Spread the love

ନମସ୍କାର ବନ୍ଧୁଗଣ ଆପଣମାନେ ‘ପ୍ରେମ ରତନ ଧନ ପାୟ’ ନିଶ୍ଚିତ ଭାବେ ଦେଖିଥିବେ, ଯେଉଁଥିରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏଥିରେ ଆଶିକା ଭାଟିଆ ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ସେ ମାତ୍ର ୧୫ ବର୍ଷର ଥିଲେ କିନ୍ତୁ ବର୍ତ୍ତମାନ ସେ ୧୯ ବର୍ଷର ହୋଇଯାଇଛନ୍ତି ଏବଂ ବହୁତ ସୁନ୍ଦର ଓ ନିର୍ଭୀକ ଦେଖା ଯାଉଛନ୍ତି ।

ସେ ସବୁବେଳେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫୋଟଗୁଡିକ ସେୟାର କରୁଛନ୍ତି । ଆଜି ଏ ଆପଣଙ୍କୁ ତାଙ୍କର କିଛି ଏମିତି ଫୋଟମାନେ ଦେଖେଇବୁ ଯାହାକୁ ବହୁତ ଲୋକ ଦେଖି ନ ଥିବେ । ଏହି ଫୋଟଗୁଡିକରେ ଆଶିକା ଭାଟିଆଙ୍କ ସୁନ୍ଦରତା ଏବଂ ଚତୁରପଣ ସ୍ପଷ୍ଟ ଭାବରେ ଦେଖାଯାଉଛି । ଇଂଷ୍ଟଗ୍ରାମରେ ତାଙ୍କ ସମର୍ଥକଙ୍କ ସଂଖ୍ୟା ୨ ମିଲିୟନରୁ ମଧ୍ୟ ଅଧିକ ରହିଛି ।

ବନ୍ଧୁଗଣ ଆପଣମାନଙ୍କୁ ଆଶିକା ଭାଟିଆ କେମିତି ଲାଗୁଛନ୍ତି ତଥା ଆପଣଙ୍କ ଏହା ଉପରେ କଣ ମତ ଦେବେ, ଆମକୁ ମତାମତ ବକ୍ସରେ ନିଶ୍ଚିତ ରୁପେ ଲେଖିକରି ଜଣାନ୍ତୁ ।

ଆଶିକା ଭାଟିଆଙ୍କ ବିଷୟରେ ଆଗକୁ ମଧ୍ୟ ଆହୁରି ଅଧିକ ସୂଚନା ଜାଣିବା ପାଇଁ ଲାଇକ ସେୟାର କରିବା ସହିତ ଆମକୁ ଅନୁସରଣ (follow) କରିବା ପାଇଁ ଭୁଲାନ୍ତୁ ନାହିଁ ।