ସରକାରଙ୍କ ନୁଆ ଯୋଜନା – ବାହା ହୋଇଥିଲେ ପାଇ ପାରିବେ 18,500

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହିତଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ବାହ୍ୟ ବନ୍ଧନ ଯୋଜନାରେ ଏଣେ ମାସକୁ ମିଳିବ ୧୮,୫୦୦ ଟଙ୍କା। ତେବେ କେନ୍ଦ୍ର ସରକାର ବିବାହିତ ମାନଙ୍କ ପାଇଁ ବର୍ତ୍ତମାନ ନୂଆ ଯୋଜନା ଆଣିଛନ୍ତି । ଯେଉଁଥିରେ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନା ରେ ଲୋକଙ୍କୁ ପ୍ରତି ମାସରେ ଟଙ୍କା ମିଳୁଛି ।

ସେହିଭଳି ଆଉ ଗୋଟିଏ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ବାହ୍ୟ ବନ୍ଦନା ଯୋଜନା । ଏହି ଯୋଜନା ରେ ଆପଣଙ୍କୁ ପ୍ରତି ମାସରେ କିଛି ଟଙ୍କା ମିଳିବ । ଏହି ଯୋଜନାରେ ୨୦୨୩ ମାର୍ଚ୍ଚ ୩୧ ତାରିଖ ଯାଏ ଆପଣ ଉଠାଇ ପାରିବେ । ଏହା ଏକ ପ୍ରକାର ପେନସନ ଯୋଜନା । ଏଥିରେ ଆପଣଙ୍କୁ ପ୍ରତି ମାସରେ ଟଙ୍କା ମିଳିବ । ଏଠାରେ ପତି ପତ୍ନୀ କୁ ପ୍ରତି ମାସରେ ୧୮,୫୦୦ ଟଙ୍କା ମିଳିବ ।

PM

ସବୁଠାରୁ ଖାସ୍ କଥା ହେଉଛି ଏଥିରେ ଟଙ୍କା ରଖିବା ସୁରକ୍ଷିତ ଅଟେ । ୧୦ ବର୍ଷ ପରେ ଆପଣଙ୍କୁ ପୁରା ସୁଧ ସହିତ ଟଙ୍କା ମଧ୍ୟ ମିଳିଯିବ । ଯଦି ପତି ପତ୍ନ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତ ର ସୁଧ ମିଳିବ । ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ ହଜାର ଟଙ୍କା ଆୟ ହୋଇ ପାରିବ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟା ଯାଏ ତେବେ ମାସକୁ ଜଣକୁ ୧୮,୫୦୦ ଟଙ୍କା ମିଳିବ ।

ତେବେ ଏହି ରାଶି ପେନସନ ଭାବରେ ଆପଣଙ୍କ ଖାତାକୁ ଆସିବ । ଏହି ଯୋଜନାର ଅବଧି ୧୦ବର୍ଷ । ଆପଣ ୧୦ ବର୍ଷ ପାଇଁ ଏହି ଯୋଜନାରେ ନିବେଶ କରି ପାରିବେ । ତେବେ ଏହି ଯୋଜନାରେ ବ୍ୟକ୍ତିର ବୟସ ସର୍ବନିମ୍ନ ୬୦ ବର୍ଷ ହୋଇଥିବା ଉଚିତ୍ । ତେବେ ୧୦ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଲିଯିବ ।

ଆପଣ ଏହି ଯୋଜନାକୁ ଏଲ. ଆଇ. ସି ରୁ ନେଇ ପାରିବେ । ଆପଣ ଏହି ସ୍କିମ୍ ଉଭୟ ଏଲ. ଆଇ. ସି ରୁ ଅଫ୍ ଲାଇନ୍ ଏବଂ ଅନ ଲାଇନ୍ ମାଧ୍ୟମରେ ନେଇ ପାରିବେ । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ବରିଷ୍ଠ ନାଗରିକ ମାନଙ୍କୁ ସୁଧ ହାରରେ ନିୟମିତ ପେନସନ ଦେବା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *