୧୭ ବର୍ଷର ଏହି ସୁନ୍ଦର ଅଭିନେତ୍ରୀ ୩୩ ବର୍ଷର ଏହି ଅଭିନେତା ସହିତ ବିବାହ କରିବାକୁ ଚାହୁଁଛନ୍ତି !

Spread the love

ଦୁନିଆରେ ପ୍ରାୟ ଅଧିକାଂଶ ଲୋକମାନେ ଏହା ହିଁ କହିଥାନ୍ତି କି, ପ୍ରେମ ଅନ୍ଧ ହୋଇଥାଏ । ଏହି ଧାଡ଼ିକୁ ଚଳଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ପ୍ରମାଣ ମଧ୍ୟ କରି ସାରିଛନ୍ତି । ଚଳଚିତ୍ର ଇଣ୍ଡଷ୍ଟ୍ରିରେ ଏଭଳି ଅନେକ ଅଭିନେତା ଅଛନ୍ତି ଯିଏକି ନିଜଠାରୁ ବଡ଼, ଛୋଟ ଓ ଅନ୍ୟ ଧର୍ମର ଝିଅ ସହିତ ବିବାହ ହୋଇଛନ୍ତି ।

ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ୧୭ ବର୍ଷର ହୋଇ ୩୩ ବର୍ଷର ଅଭିନେତା ସହିତ ଡେଟ୍ କରୁଛନ୍ତି । ସେ ତାଙ୍କ ସହ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ରିମ ସାମୀର ସେଠ । ୮ ସେପ୍ଟେମ୍ବର ୨୦୦୨ ରେ ଜନ୍ମ ହୋଇଥିବା ରିମ ସାମୀର ସେଠ ନିକ କେରିଅରର ଆରମ୍ଭ ୬ ବର୍ଷ ହୋଇଥିବା ବେଳେ ହିଁ ଆରମ୍ଭ କରିଦେଇଥିଲେ । ସେ ଆଜିକାଲି ଛୋଟ ପର୍ଦାରେ ନିଜ ଦମଦାର ଅଭିନୟ କରିବା ଦ୍ୱାରା ସେ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

ଏହାଛଡା ସେ ନିଜ ଅଫେୟରକୁ ନେଇ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ରିମ ସାମୀର ସେଠ ଟିଭି ଇଣ୍ଡଷ୍ଟ୍ରିର ବହୁତ ଲୋକପ୍ରିୟ ଅଭିନେତା ସେହେବାନ ଆଜିନ ସହିତ ଡେଟ୍ କରୁଛନ୍ତି । ତାହାସହ ଏହି ଖବର ମଧ୍ୟ ଶୁଣିବାକୁ ମିଳୁଛି କି, ଦୁହେଁ ଅତି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏଥିରେ ଖାସ୍ କଥା ଏହା ଅଟେ କି ରିମ ସାମୀର ସେଠ କେବଳ ୧୭ ବର୍ଷର ହୋଇଥିବା ବେଳେ ସେହେବାନ ଆଜିନଙ୍କ ବୟସ ୩୩ ବର୍ଷ ଅଟେ ।