ଭାରତୀୟ ନେତାଙ୍କ କିଛି ଅଣ-ଦେଖା ଫୋଟ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତୀୟ ରାଜନୀତିର ପ୍ରସିଦ୍ଧ ଲୋକଙ୍କୁ ଆପଣ କେତେ ପରିମାଣରେ ଜାଣନ୍ତି, ବର୍ତ୍ତମାନ ଏବେ ଆପଣ ଜାଣି ପାରିବେ । ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ନେତାଙ୍କ କିଛି ଫୋଟ ଦେଖେଇବୁ, ଯାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ନିର୍ବାଚନର ଋତୁ ଚାଲିଛି । ଏହି ସମୟରେ ଲୋକମାନେ ନିଜର ପସନ୍ଦିତ ନେତାଙ୍କ ବିଷୟରେ ଜାଣିବା ପାଇଁ ଖୁବ୍ ଆଗ୍ରହର ସହ ଖବର ପଢ଼ନ୍ତି ।
୧ . ରାହୁଲ ଗାନ୍ଧୀ :
ରାହୁଲ ଗାନ୍ଧୀ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ଅଧ୍ୟକ୍ଷ ଅଟନ୍ତି ଯାହାଙ୍କ ବୟସ ୪୮ ଅଟେ ।
୨ . ଅରବିନ୍ଦ କେଜରିବାଲ :
୫୦ ବର୍ଷୀୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ “ଆମ୍ ଆଦମୀ ପାର୍ଟି”ର ମୁଖିଆ ଅରବିନ୍ଦ କେଜରିବାଲ ପ୍ରଥମେ ଭାରତୀୟ ଅର୍ଥନୈତିକରେ ଚାକିରୀ କରୁଥିଲେ ।
୩ . ଶଶୀ ଥରୁର :
ଶଶୀ ଥରୁର ନେତା ହେବା ସହ ଏକ ଭଲ ଲେଖକ ମଧ୍ୟ । ୨୦୦୯ରେ ଲୋକସଭା ଆସନ ଥିରୁଅନନ୍ତପୁରମ୍ କେରଲରୁ ଆସିଥିଲେ ।
୪ . ସ୍ମୃତି ଇରାନୀ :
ଟିଭି ଜଗତର ପ୍ରସିଦ୍ଧ ଅଭିନେତ୍ରୀ ସ୍ମୃତି ଇରାନୀ ବର୍ତ୍ତମାନ ମିନିଷ୍ଟ୍ରି ଅଫ୍ ଟ୍ୟାକ୍ସଟାଇଲ ସମ୍ଭାଳୁଛନ୍ତି ।
୫ . ମମତା ବାନାର୍ଜୀ :
୬୪ ବର୍ଷୀୟ ତୃଣମୂଳ କଂଗ୍ରେସର କର୍ତ୍ତା-ଧର୍ତ୍ତା ମମତା ବାନାର୍ଜୀ ୨୦୧୧ରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହି ଆସୁଛନ୍ତି ।
୬ . ମେନକା ଗାନ୍ଧୀ :
ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ମେନକା ଗାନ୍ଧୀ ଭାରତୀୟ ଜନତା ପାର୍ଟିର ନେତ୍ରୀ ଅଟନ୍ତି । ସେ ମୋଦୀ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରୀୟମନ୍ତ୍ରୀ ଅଛନ୍ତି । ଏହା ସହ ସେ ଜଣେ ଭଲ ଲେଖିକା ମଧ୍ୟ ।
୭ . ମାୟାବତୀ :
ବହୁବାର ମାୟାବତୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି । ମାୟାବତୀ ବହୁଜନ ସମାଜପାର୍ଟିର ଅଧ୍ୟକ୍ଷ ମଧ୍ୟ ଅଟନ୍ତି ।
୮ . ସୁଷମା ସ୍ୱରାଜ :
ନରେନ୍ଦ୍ର ମୋଦି ସରକାରରେ ୬୬ ବର୍ଷୀୟ ସୁଷମା ସ୍ଵରାଜ ବିଦେଶ ମନ୍ତ୍ରାଳୟ ସମ୍ଭାଳୁଥିବା ବିଜେପିର ବରିଷ୍ଠ ନେତ୍ରୀ ଅଟନ୍ତି ।
୯ . ସୋନିଆ ଗାନ୍ଧୀ :
କଂଗ୍ରେସର ପୁର୍ବ ଅଧକ୍ଷ ସୋନିଆ ଗାନ୍ଧୀଙ୍କ ବୟସ ୭୨ ଅଟେ ।
୧୦ . ମନମୋହନ ସିଂହ :
ଦେଶର ୧୩ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ପ୍ରଫେସର ଥିଲେ ।
୧୧ . ମୁଲାୟମ ସିଂ ଯାଦବ :
ସମାଜବାଦୀ ପାର୍ଟିର ସଂସ୍ଥାପକ ୭୯ ବର୍ଷୀୟ ମୁଲାୟମ ସିଂ ଯାଦବ ତିନି ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।
୧୨ . ଲାଲୁ ପ୍ରସାଦ ଯାଦବ :
ରାଷ୍ଟ୍ରୀୟ ଜନତା ଦଳର ୭୦ ବର୍ଷୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ବର୍ତ୍ତମାନ ସେ ଚାରା ଘୋଟଲା ମାମଲାରେ ନିମନ୍ତେ ଜେଲରେ ଅଛନ୍ତି ।
୧୩ . ପ୍ରଣବ ମୁଖାର୍ଜୀ :
୮୩ ବର୍ଷୀୟ କଂଗ୍ରେସ ସରକାର ସମୟରେ ବିଦେଶ ଓ ବିତ୍ତ ମନ୍ତ୍ରାଳୟ ସମ୍ଭାଳିଥିବା ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଅଟନ୍ତି ।
୧୪ . ଅରୁଣ ଜେଟଲି :
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ମୋଦି ସରକାରଙ୍କ ଅର୍ଥନୈତିକ ମନ୍ତ୍ରୀ ଅଟନ୍ତି । ଏହା ସହ ସୁପ୍ରିମ କୋର୍ଟର ବରିଷ୍ଠ ଏଡ଼ଭୋକେଟ ମଧ୍ୟ ।
୧୫ . ନରେନ୍ଦ୍ର ମୋଦି :
୬୮ ବର୍ଷୀୟ ନରେନ୍ଦ୍ର ମୋଦି ଦେଶର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଅଟନ୍ତି । ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।
୧୬ . ଲାଲ କୃଷ୍ଣ ଆଡ଼ଭାନୀ :
ଭାରତୀୟ ଜନତା ପାର୍ଟିର ସବୁଠୁ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି ଲାଲ କୃଷ୍ଣ ଆଡ଼ଭାନୀ । ସେ ଭାରତର ୭ମ ଉପ-ପ୍ରଧାନମନ୍ତ୍ରୀ ରହିଥିଲେ । ବର୍ତ୍ତମାନ ଆଡ଼ଭାନୀଙ୍କ ବୟସ ୯୧ ବର୍ଷ ଅଟେ ।