ଏକ ଲଜ୍ୟାଜନକ ଘଟଣା ଆମ ସମାଜକୁ କଳୁଷିତ କରିଛି । ମାତ୍ର ୧୫ ବର୍ଷୀୟ ଝିଅଟିଏ ସନ୍ତାନର ଜନନୀ ସାଜିଛି ।

Spread the love

ଆଜି ଆମେ ଏହିପରି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ; ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ତାହା ଉତ୍ତରପ୍ରଦେଶର କନୌଜ ସହରର ଅଟେ । ଆପଣ ଘଟଣାଟି ପଢିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ୧୫ ବର୍ଷୀୟ ନାବାଳିକା ସନ୍ତାନର ଜନନୀ ସାଜିଛି । ଘଟଣା ଏଠି ସରିନାହିଁ । ଏହାପରେ ଯେତେବେଳେ ଡାକ୍ତର ଝିଅଟିକୁ ପଚାରି ଥିଲେ, ସନ୍ତାନର ପିତାର ନାମ ବିଷୟରେ; ଝିଅଟି ସେହି ସମୟରେ ଝିଅଟି ସନ୍ତାନର ପିତାର ନାମ କହିଥିଲା । ପିତାର ନାମ ଶୁଣି ସମସ୍ତଙ୍କ ହୋସ ଉଡିଯାଇଥିଲା । କେହି ମଧ୍ୟ ଝିଅଟିର ଉତ୍ତରରେ ବିଶ୍ୱାସ କରିନଥିଲେ । ଝିଅଟିର ସନ୍ତାନର ଜନକ ଅନ୍ୟ କେହି ନୁହେଁ ସ୍ୱୟଂ ଝିଅଟିର ପିତା ହିଁ ଥିଲା । ଯାହା ଏକ ପିତା ପୁତ୍ରିର ସମ୍ପର୍କକୁ କଳୁଷିତ କରିଛି, ଏହି ନିନ୍ଦନୀୟ ଘଟଣା ।

ଘଟଣା ଅନୁସାରେ ନିଜର ନାବାଳିକା ୧୫ ବର୍ଷୀୟ ପୁତ୍ରୀ ସହ ଏହି ଭଳି ଅକଥିତ ଆମାନବୀୟ ନିନ୍ଦନୀୟ ଘଟଣା ଘଟାଇଥିବା ନିର୍ଲଜ ପିତା । ସ୍ୱୟଂ ନିଜ ପୁତ୍ରୀକୁ ଡାକ୍ତରଖାନାରେ ଏକୁଟିଆ ଛାଡି ଚାଲିଯାଇଥିଲା ଏବଂ ବର୍ତ୍ତମାନ ପୋଲିସ କଳୁଷିତ ପିତାର ସନ୍ଧାନ ଜାରି ରଖିଛି । ଝିଅଟି ନିଜ ସନ୍ତାନକୁ ଜନ୍ମ ଦେଇଥିଲା କିନ୍ତୁ ୭ ମାସରେ ପ୍ରସବ ଯୋଗୁଁ ସନ୍ତାନର ଅବସ୍ଥା ଦୟନୀୟ ହୋଇଯାଇଛି । ଏହି ଘଟଣାରେ ଆଶା ଜ୍ୟୋତି କେନ୍ଦ୍ରର ମହିଳାମାନେ ସନ୍ତାନ ଏବଂ ସନ୍ତାନର ନାବାଳିକା ମାତାର ଦାୟିତ୍ୱ ନିଜେ ଗ୍ରହଣ କରିଛନ୍ତି । ଏହି ଘଟଣା ଉପରେ ଆଶା ଜ୍ୟୋତି ଜୋତି କେନ୍ଦ୍ରର ମହିଳା ମାନେ କହିଛନ୍ତି, ଯେବେ ବାପା ହିଁ ନିଜେ ପଶୁ ତୁଲ୍ୟ କାର୍ଯ୍ୟ କରିବ; ତେବେ ଦେଶରେ କେଉଁ ଝିଅ ନିଜକୁ ସୁରକ୍ଷିତ ମନେ କରିବେ ।

ଘଟଣାରୁ ଜଣା ପଡ଼ିଛି ବାଳସଂରକ୍ଷଣ ଅଧିକାରୀ ବିଜୟ କୁମାର ରାଠୋରଙ୍କ ଅନୁସାରେ ଝିଅ ଏବଂ ଝିଅର ସନ୍ତାନର ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଅଛି । ଦୁହେଁ ସୁସ୍ଥ ହୋଇଯିବା ପରେ ଦୁହିଙ୍କୁ ଆଶା ଜ୍ୟୋତି କେନ୍ଦ୍ରର ମହିଳାଙ୍କୁ ହସ୍ତାନ୍ତର କରିଦିଆଯିବ ଏବଂ ଆଶା କେନ୍ଦ୍ରର ମହିଳାଙ୍କ ସହାୟତାରେ ଆରୋପୀ ପିତା ବିରୁଦ୍ଧରେ ଆଇନ କାର୍ଯ୍ୟକାରୀ ଆରମ୍ଭ କରିବ । କହିବା ପାଇଁ ଚାହୁଁଛୁ ନାବାଳିକା ଝିଅଟିର ମାଆର ମୃତ୍ୟୁ ପୂର୍ବରୁ ହୋଇସାରିଛି ଏବଂ ପିଡିତା ନିଜ ପିତା ଏବଂ ଛୋଟ ଭଉଣୀ ସହ ଘରେ ରହୁଥିଲା ।

ଝିଅଟିର ପିତା ଜଣେ ଦିନ ମଜୁରିଆ ଅଟେ ଏବଂ ପ୍ରବଳ ନିଶାସକ୍ତ ମଧ୍ୟ ଅଟେ ଏବଂ ଝିଅଟିର ଛୋଟ ଭଉଣୀ ସ୍କୁଲରେ ପାଠ ପଢେ । ଏହି ଘଟଣାରେ ମୁଖ୍ୟ ଚିକିତ୍ସାଧିକାରୀ ନାବାଳିକା ମାଆ ଓ ସନ୍ତାନ ଏବଂ ନାବାଳିକା ଝିଅଟିର ଭଉଣୀର ଦାୟିତ୍ୱ ଆଶା ଜ୍ୟୋତି କେନ୍ଦ୍ରକୁ ନ୍ୟସ୍ତ କରିଛି । ଏହିପରି କଳୁଷିତ ଘଟଣା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ।