15 ବର୍ଷୀୟ ଝିଅଟିଏ ଜନ୍ମ ଦେଲା ଗୋଟିଏ ଛୋଟ ଶିଶୁକୁ, ନବଜାତ ଶିଶୁର ପିତାଙ୍କ ନାମ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

Spread the love

ଆଜି ଆମେ ଆପଣମାନଙ୍କୁ ଗୋଟିଏ ଏମିତି ଖବର କହିବା ଯେଉଁ ବିଷୟ ଜାଣିଲେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ଗୋଟିଏ ପକ୍ଷରେ ଆମ ଦେଶରେ ମହିଳା ଏବଂ ଝିଅମାନଙ୍କୁ ସମ୍ମାନ ଦେବାର ଅଧିକାର କଥା କୁହାଯାଉଛି ତ ଅନ୍ୟ ପକ୍ଷରେ ଆମରି ଏହି ଦେଶରେ ପ୍ରତିଦିନ ଝିଅମାନଙ୍କ ଇଜ୍ଜତ ସହିତ ଖେଳା ହେଉଛନ୍ତି କେତେକ ଖଳପ୍ରକୃତିର ଲୋକ । ଆଜି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତାହା ଏହିପରି ଏକ ଘଟଣା ସହ ସମ୍ଵଦ୍ଧିତ ଅଟେ । ଏହି ଘଟଣାଟି ହେଉଛି, ଗୋଟିଏ ପନ୍ଦର ବର୍ଷ ବୟସର ନିରୀହ ଛୋଟ ଝିଅଟି ଜନ୍ମ ଦେଇଛି ଏକ ନବଜାତ ଶିଶୁକୁ । କେବଳ ଏତିକି ନୁହେଁ ବରଂ ଏହା ବ୍ୟତିତ ଯେବେ ଆପଣ ଜାଣିବେ ଏହି ପିଲାର ପିତା ବିଷୟରେ, ତା’ହେଲେ ବାସ୍ତବରେ ଆପଣଙ୍କର ହୋସ୍ ଉଡିଯିବ । ଏହି ଘଟଣାଟି ସମସ୍ତ ସମ୍ପର୍କକୁ ଲଜ୍ୟାରେ ପକେଇ ଦେଇଛି । ଏହି ଘଟଣା ୟୁପିର କନୋଉଜର ଅଟେ ।

ଯେଉଁଠି ଗୋଟେ ପନ୍ଦର ବର୍ଷ ଝିଅ ସହିତ ସବୁବେଳେ ଯୌନ ଶୋଷଣ ହେଉଥିଲା ଏବଂ ପୁଣି ସେ ସବୁ ସେ ସହି ଯାଉଥିଲା । ଝିଅଟିର ବୟସ କେବଳ ମାତ୍ର 15 ବର୍ଷ । ଆଜ୍ଞା ହଁ ! ଯେଉଁ ବୟସରେ ଝିଅମାନଙ୍କର ନୁଆ ଜୀବନ ଆରମ୍ଭ ହୁଏ, ସେହି ବୟସରେ ଝିଅଟି ଗୋଟେ ସନ୍ତାନକୁ ଜନ୍ମ ଦେଇଛି । ଯେତେବେଳେ ଏହି ଝିଅଟି ଜାମିନ ଦେଇଥିବା ପିଲାର ପିତାର ବିଷୟରେ ଜଣା ପଡ଼ିଲା ସମସ୍ତଙ୍କ ପାଦ ତଳେ ଭୂମି ଖସି ପଡ଼ିଥିଲା । ଏହି ଝିଅଟି ଯେଉଁ ପିଲାକୁ ଜନ୍ମ ଦେଇଛି ସେହି ପିଲାର ବାପା ଅନ୍ୟ କେହି ନୁହେଁ ସେ ଝିଅଟିର ନିଜ ବାପା । ଆମେ ସିଧା ସଳଖ କହିବାକୁ ଗଲେ ଏହି କଳିଯୁଗରେ ବାପ ନିଜ ଝିଅ ସହିତ ଶାରୀରିକ ସମ୍ଵଦ୍ଧ ରଖିଲା, କିନ୍ତୁ ଯେତେବେଳେ ଝିଅଟି ସାତ ମାସର ଗର୍ଭବତୀ ହୋଇ ଗଲା, ସେତେବେଳେ ସହିପଡୋସୀ ଲୋକ ଏହି ଘଟଣା ସମ୍ପର୍କରେ ଜାଣିଲେ ।

ଏବେ ଏହି ଝିଅଟି ନାବାଳିକା ଅଟେ ଏବଂ ତାର ନିଜ ବାପ ତା ସହିତ ଏତେ ଘୃଣ୍ୟ କାମ କରିଛି, ତାହା ଜାଣି ସମସ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ହସ୍ପିଟାଲରେ ପହଁଚିବା ପରେ ଝିଅଟିକୁ ଯେତେବେଳେ ପଚାର ଗଲା ପିଲାର ପିତାର ନାମ, ସେ ସମୟରେ ସେ ଝିଅଟି ଯେଉଁ ଉତ୍ତର ଦେଲା, ତାହା ଜାଣି ସମସ୍ତେ ଆବାକ୍ ହୋଇ ଗଲେ ! ଆଜ୍ଞା ହଁ ଝିଅଟି ନିଜେ ଏହା କହିଲା ଯେ, ତାର ନିଜ ବାପ ହିଁ ପିଲାର ବି ବାପ ଅଟେ । ଏହା ସହିତ ଝିଅଟି ଏହା ମଧ୍ୟ କହିଲା ଯେ କେମିତି ତାର ବାପ ତା ସହିତ ଏହି ଘୃଣ୍ୟଜନକ କାମ କରୁଥିଲା ଏବଂ ସେ ସବୁକିଛି ଚୁପଚାପ ସହି ଯାଉଥିଲା । ଏହା ବ୍ୟତିତ ସେ କହିଲା ଯେ ତା’ବାପର ଏହି ଘୃଣ୍ୟ କାମ ପାଈଁ ସେ ଗର୍ଭବତୀ ହୋଇଛି ।

ଯେତେବେଳେ ଗୋଟିଏ ବାପା ହିଁ ନିଜ ଝିଅ ସହିତ ଏମିତି କାମ କରିପାରିଛୁ, ତା’ହେଲେ ଏହି ଦେଶରେ ଝିଅମାନେ କେମିତି ସୁରକ୍ଷିତ ରହିବେ । ଆଖପାଖ ଅଂଚଳର ଲୋକ ବ୍ୟତୀତ ଯେଉଁମାନେ ଏହି ବାପାଙ୍କ ଜଘନ୍ୟ ଘୃଣ୍ୟ କନ୍ଦା ବିଷୟରେ ଜାଣୁଛନ୍ତି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି । ଆପଣଙ୍କୁ କହିଦେଉଛୁ ଯେ, ଯେବେ ଏହି ଝିଅଟିର ପେଟ ଯନ୍ତ୍ରଣା ଆରମ୍ଭ ହେଲା, ସେତେବେଳେ ତାକୁ ହସ୍ପିଟାଲ ନେଇଥିଲା ବାପା ଏବଂ ସେ ସମୟରେ ତା’ର ବାପ ତାକୁ ହସ୍ପିଟାଲରେ ଛାଡ଼ି ଚାଲିଗଲା, ହୋଇପାରେ ଗୋଟେ ବାପ ପାଈଁ ତା ଝିଅ ଗୋଟେ ରାଜକୁମାରୀ ଠୁ କମ ନୁହେଁ ଏବଂ ଗୋଟେ ବାପ ତାର ଝିଅକୁ ସବୁ ବିପଦରୁ ରକ୍ଷା କରିଥାଏ, କିନ୍ତୁ ଯେତେବେଳେ ଗୋଟେ ରକ୍ଷକ ଭକ୍ଷକ ସାଜିବ, ସେତେବେଳେ କୋଣ ପରିଣାମ ହେବ ? ଏହା ଏହି ଘଟଣାରେ ପ୍ରମାଣ ହେଇଯାଇଛି ।