ଶରୀରକୁ ସୁସ୍ଥ, ଶକ୍ତ ଓ ସୁନ୍ଦର କରିବା ପାଇଁ 15-20 ଦିନ ଯାଏଁ ଗରମ ପାଣିରେ ଖାଆନ୍ତୁ ଏହି ଜିନିଷ….

Spread the love

ଆଜିର ଦିନରେ ନିଜ ଶରୀରକୁ ଶକ୍ତ ଏବଂ ସ୍ବାସ୍ଥ୍ୟ ରଖିବା ପାଇଁ ପୁଅ ମାନେ କଣ ନ କରୁଛନ୍ତି ? କିନ୍ତୁ ଏହାପରେ ମଧ୍ୟ ନିଜ ଶରୀରକୁ ଶକ୍ତ ଏବଂ ସ୍ବାସ୍ଥ୍ୟ ରଖିବାରେ ସଫଳ ହୋଇପାରୁ ନାହାନ୍ତି । ଆଜିର ଦିନରେ ଅଧିକାଂଶ ପୁଅ ଦୁର୍ବଳ ଶରୀରକୁ ଶକ୍ତ ଏବଂ ସ୍ବାସ୍ଥ୍ୟ ରଖିବା ପାଇଁ ବହୁତ ଗୁଡିଏ ଉପାୟ ଆପଣାଉଛନ୍ତି ।ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ପାଇଁ ଏମିତି ଜିନିଷ ବିଷୟରେ ବତେଇବା ପାଈଁ ଯାଉଛୁ, ଯାହାର ସେବନ ଗରମ ପାଣି ସହିତ କରିଲେ ଶରୀର ଶକ୍ତ ସଂଗେ ସଂଗେ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ମଧ୍ୟ ହୋଇଥାଏ ।

ଆଜି ଆମେ ଆପଣମାନଙ୍କୁ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ତା’ର ନାମ ହେଉଛି ଅଶ୍ୱଗନ୍ଧା । ନିଜ ଶରୀରକୁ ଶକ୍ତ ଏବଂ ସ୍ବାସ୍ଥ୍ୟ ରଖିବା ପାଈଁ ବ୍ୟକ୍ତି କୁ ଗୋଟେ ଗ୍ଲାସ ଗରମ ପାଣିରେ ଅଶ୍ୱଗନ୍ଧା ଚୁର୍ଣ୍ଣକୁ ମିଶେଇ ପିଇବାକୁ ହେବ ।

ଅଶ୍ୱଗନ୍ଧ ଚୂନ ବ୍ୟକ୍ତିର ପାଚନ ତନ୍ତ୍ରକୁ ଠିକ୍ କରିଥାଏ, ଏହା ପାଈଁ ବ୍ୟକ୍ତିର ଶରୀରରେ ଖାଇଥିବା ଖାଦ୍ୟ ଲାଗିଥାଏ । ଅଶ୍ୱଗନ୍ଧ ଚୂର୍ଣ୍ଣ ସେବନ କରିଲେ ବ୍ୟକ୍ତିର ଶରୀରର ଶକ୍ତି ବଡ଼ିଥାଏ । ଯେଉଁ କାରଣରୁ ବ୍ୟକ୍ତି କୌଣସି ବି କାମରେ ତୁରନ୍ତ କ୍ଲାନ୍ତ ଅନୁଭବ କରିବା ନାହିଁ ।

ଅଶ୍ୱଗନ୍ଧାର ପାଉଡରକୁ ଏକ ଗ୍ଲାସ ଗରମ ପାଣିରେ ମିଶେଇ ପିଇଲେ ଶରୀର ଶକ୍ତ ଏବଂ ସ୍ବାସ୍ଥ୍ୟ ତ ହେବ, ତା ସହିତ ଏହାର ସେବନ କରିବା ଦ୍ବାରା ଶରୀର ବହୁତ ଗୁଡିଏ ରୋଗରୁ ବି ସୁରକ୍ଷିତ ରହେ ।

ଯଦି ଆପଣ ଅଶ୍ୱଗନ୍ଧା ଚୂର୍ଣ୍ଣକୁ ଗରମ ପାଣିରେ ସେବନ ନ କରି ପାରିବେ । ତା’ହେଲେ ଆପଣ ଏହାର ସେବନ ଗୋଟିଏ ଗ୍ଲାସ ଗରମ କ୍ଷୀର ସହିତ ବି କରି ପାରିବେ । ଅଶ୍ୱଗନ୍ଧା ଚୂର୍ଣ୍ଣକୁ ସେବନ କରିଲେ ପ୍ରାୟ 15 ରୁ 20 ଦିନରେ ହିଁ ନିଜ ଶରୀରର ଉନ୍ନତି ଅନୁଭବ କରିବେ । କିନ୍ତୁ ଭଲ ପରିଣାମ ପାଇବା ପାଇଁ ଏହାର ସେବନ 45 ଦିନ ପର୍ଯ୍ୟନ୍ତ ନିହାତି କରିବା ଆବଶ୍ୟକ ।