୧୪ ଫେବୃଆରୀ ୨୦୧୯ ଭେଲେଣ୍ଟାଇନ ଡେ ରେ ଚମକିବ ଏହି ରାଶି ମାନଙ୍କର ଭାଗ୍ୟ ପୂର୍ଣ୍ଣ ହେବ ମନସ୍କାମନା

Spread the love

ସମସ୍ତେ ଚାହାଁନ୍ତି ତାଙ୍କୁ ସ୍ଵଛ ପ୍ରେମର ମିଳୁ । ଫେବୃୟାରୀ ହୋଇଥାଏ ପ୍ରେମର ମାସ, ଏହି ମାସ ପ୍ରେମୀ ଯୁଗଳଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ହୋଇଥାଏ । ଆଜିକାରଫା ଯୁବ ପିଢ଼ି ନିଜର ମନର କଥା ନିଜ ନିଜ ସାଥୀଙ୍କୁ କହିଥାନ୍ତି । ବନ୍ଧୁଗଣ ଆଜି ଆମେ ସେହି ରାଶି ବିଷୟରେ ଆଲୋଚନା କରିବା ଯେଉଁମାନଙ୍କ ପାଇଁ 14 ଫେବୃଆରୀ ଭେଲେଣ୍ଟାଇନ ଡେ ବହୁତ ଶୁଭ ହେବାକୁ ଯାଉଛି । ଜ୍ୟୋତିଶ ଉମେଶ ଚନ୍ଦ୍ର ଭଞ୍ଜଙ୍କ ଗଣନା ଅନୁସାରେ ଗ୍ରହ ନକ୍ଷେତ୍ର ଏହି ରାଶି ମାନଙ୍କ ହିତରେ ବହୁତ ଶୁଭ ସ୍ଥିତିରେ ରହିବେ । ଆସନ୍ତୁ ଜାଣିବା କେଉଁ ରାଶି ରହିବେ ଭାଗ୍ୟଶାଳୀ :-

■ ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ଫେବୃଆରୀ ମାସ ବହୁତ ସାରା ଖୁସି ନେଇ ଆସିବ । ଫେବ୍ରୁଆରୀ ମାସରେ ଏମାନଙ୍କୁ ତାଙ୍କ ସାତ ଜୀବନ ସାଥି ବା ପ୍ରେମ ମିଳିବ । ମେଷ ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ପ୍ରେମର ନିବେଦନ କରିବା ଦ୍ୱାରା ଏମାନଙ୍କୁ ସକରାତ୍ମକ ଉତ୍ତର ମିଳିପାରେ । ଆପଣ ଏମିତି କହି ପାରିବେ ଏମାନଙ୍କ ହୃଦୟର କଥା ପୂରଣ ହେବାକୁ ଯାଉଛି ।

■ କନ୍ୟା ରାଶି

ବହୁତ ସମୟରୁ କନ୍ୟା ରାଶି ଲୋକମାନଙ୍କୁ ପ୍ରେମ ସମ୍ବନ୍ଧରେ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଛି । କିନ୍ତୁ ଫେବ୍ରୁଆରୀ ମାସ ଏମାନଙ୍କ ଜୀବନରେ ବହୁ ରଙ୍ଗ ଭରି ଦେବ । ଫେବୃଆରୀ ମାସରେ ଏମାନଙ୍କ ବାହାଘର ପ୍ରସ୍ତାଵ ପଡିପାରେ । ଏହି ମାସରେ ପଡିଥିବା ବାହାଘର ପ୍ରସ୍ତାବ ଦ୍ୱାରା ଏମାନଙ୍କ ଵିଵାହ ସୁନିଶ୍ଚିତ ହୋଇପାରେ । ଏହି ରାଶି ଲୋକମାନଙ୍କ ପ୍ରେମ ବିବାହ ଯୋଗ ବନୁଅଛି ।

■ କୁମ୍ଭ ରାଶି

ଫେବୃଆରୀ ମାସରେ କୁମ୍ଭ ରାଶି ଲୋକମାନଙ୍କ ସତ ପ୍ରେମ ଖୋଜିବାର ଦିନ ଶେଷ ହୋଇଯିବ । ଯଦି ଆପଣ ଙ୍କ ସାଥି ଆପଣଙ୍କ ଉପରେ ରାଗିଅଛି ତେବେ ତାଙ୍କ କ୍ରୋଧ ଏହି ମାସ ଶାନ୍ତ ହୋଇଯିବ ଏହି ମାସରେ ଆପଣ ପ୍ରେମରେ ମୋହତ୍ୱକୁ ବୁଝିପାରିବେ । ପ୍ରେମ ଜୀବନ ପାଇଁ ଏହି ମାସ ଏହି ରାଶିର ଲୋକମାନଙ୍କ ପାଇଁ ବହୁତ ଶୁଭ ଅଟେ ।