୧୨ ମାର୍ଚ୍ଚ ପରେ ଚମକି ଉଠିବ ଏହି ୩ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନ, ମହାଦେବଙ୍କ ଅପାର କୃପା ମିଳିବ

Spread the love

ବିଶ୍ୱରେ ଯେତେ ଧର୍ମ ରହିଛି, ସେହି ସବୁ ଧର୍ମ ଠାରୁ ହିନ୍ଦୁ ଧର୍ମ ଅତି ପ୍ରାଚୀନ । ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ଏବଂ ସମସ୍ତ ଦେବଦେବୀଙ୍କ ପୂଜାର୍ଚ୍ଚନା ଭିନ୍ନ ଭିନ୍ନ ହୋଇଥାଏ । ଶାସ୍ତ୍ରାନୁସାରେ ଭଗବାନ ଶିବାଙ୍କୁ ତୃଦେବ ବୋଲି କୁହାଯାଏ । ଭଗବାନ ଶିବାଙ୍କୁ ସଂହାରକର୍ତ୍ତା ମଧ୍ୟ କୁହାଯାଏ । ଆଜି ଆମେ ଏହି ଅନୁଛେଦରେ ଭଗବାନ ଶିବଙ୍କ ବିଷୟରେ ଏଥିପାଇଁ କହୁଛୁ କାରଣ ୧୨ ମାର୍ଚ୍ଚ ପରେ ମହାବେଦଙ୍କ କୃପାରୁ ୩ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିସଶାସ୍ତ୍ର ଅନୁସାରେ ଏହି ୩ଟି ରାଶିରେ ଶୁକ୍ର ଏବିମ ମଙ୍ଗଳ ଗୋଟିଏ ସ୍ଥାନରେ ବିରାଜମାନ କରିବେ ଏବଂ ଚନ୍ଦ୍ର ଦୁଇଟି ସ୍ଥାରେ ଭ୍ରମଣ କରିବେ । ଏହି କାରଣରୁ ତିନୋଟି ରାଶିର ଭାଗ୍ୟ ଖୋଲିଯିବ । ତାହେଲେ ଆସନ୍ତୁ ଜାଣିବା କେଉଁ ତିନୋଟି ରାଶି ଉପରେ ମହାଦେବଙ୍କ ଅପାର କୃପା ରହିବ ।

ତୁଳା ରାଶି

ମହାଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ୧୨ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବଦଳିଯିବା । କିଛି ଜରୁରୀ କାର୍ଯ୍ୟ ପାଇଁ ଧଆଁ-ଦୌଡ଼ ହେବାକୁ ପଡିପାରେ । କିନ୍ତୁ ଏହି ଧଆଁ-ଦୌଡ଼ ଫଳରେ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅନେକ ଲାଭ ହେବ । ଯଦି ଆପଣଙ୍କ କିଛି ସରକାରୀ କାର୍ଯ୍ୟ ଅଟକି ରହିଯାଇଛି, ତେବେ ମହାଦେବଙ୍କ କୃପାରୁ ଏହି ମାସରେ ହିଁ ସେହି କାର୍ଯ୍ୟ ପୁର୍ଣ୍ଣ ହେବ । ଆପଣ ଯଥାଶୀଘ୍ର ହିଁ ନିଜସ୍ୱ ବାସଭବନରେ ପ୍ରବେଶ କରିବେ କିମ୍ଭା ଘର, ଜାଗା କ୍ରୟ ମଧ୍ୟ କରି ପାରିବେ । ଖର୍ଚ୍ଚ ପ୍ରତି ସମ୍ୟକ ଧ୍ୟାନ ଦିଅନ୍ତୁ, ଜଗି ରହି ଖର୍ଚ୍ଚ କରନ୍ତୁ । ଆଗାମୀ ଦିନ ଗୁଡିକରେ ଆପଣ ଖର୍ଚ୍ଚ ବଢିବ । କିଛି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ ଏବଂ ସହଯୋଗୀ ବନ୍ଧୁଙ୍କ ଉପଦେଶ ଆପଣଙ୍କ ପାଇଁ ବେଶ୍ ହିତକର ହେବ ।

ସିଂହ ରାଶି :

୧୨ ମାର୍ଚ୍ଚ ପରେ ସିଂହ ଜାତକଧାରୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଏହିପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆଗମନ ହେବ ଯାହା ଦ୍ୱାରା ସେମାନଙ୍କ ଲାଭ ଦ୍ୱିଗୁଣିତ ହେବ । କିନ୍ତୁ ମନେ ରଖନ୍ତୁ, କୌଣସି ପ୍ରକାର ବୁଝାମଣା କରିବା ସମୟରେ ଦସ୍ତାବିଜ ବା କାଗଜପତ୍ର ଉପରେ ବିଶେଷ ଧ୍ୟାନ ଦେବେ । କାରଣ ଆପଣ ନିଜ ଏହି ଆତ୍ମୀୟ ଲୋକ ଆପଣଙ୍କୁ ଧୋକା ଦିଅବ ପାଇଁ ବା ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ପ୍ରୟାସ କରୁଅଛି । ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ରହିବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଦରକାର । ଚାକିରୀ ଖୋଜୁଥିବା ଲୋକଙ୍କୁ ପ୍ରତିଷ୍ଠିତ କମ୍ପାନୀରେ ଭଲ ଚାକିରୀ ମିଳିବ ।

କୁମ୍ଭ ରାଶି

୧୨, ମାର୍ଚ୍ଚ ପରେ ଏହି ରାଶିର ବ୍ୟକ୍ତିଙ୍କ ମଧ୍ୟ ଭାଗ୍ୟରେ ପରିବର୍ତ୍ତନ ଆସିବ । ଅତୀତର କିଛି ପୁରୁଣା କଥାକୁ ନେଇ ଚିନ୍ତିତ ରହୁଥିବା ଲୋକଙ୍କ ଚିନ୍ତା ଦୂର ହେବ । ବୟୋଜ୍ୟେଷ୍ଠମାନେ ଆପଣଙ୍କ କାମକୁ ନେଇ ଉପଦେଶ ଦେବେ ଏବଂ ସହଯୋଗ ମଧ୍ୟ କରିବେ । ପରିବାରରେ ଆପଣଙ୍କ ମହତ୍ୱ ବଢିବ ଏବିମ ଆପଣ ସୁଚାରୁ ରୂପେ ପାରିବାରିକ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ମଧ୍ୟ ହେବେ । ଅସୁବିଧା ଆସିବ ସମୟରେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ଓଉର୍ଣ୍ଣ ସହଯୋଗ କରିବେ । ଯାହାଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ଆହୁରି ମଜବୁତ ହେବ ସଂଗେ ସଂଗେ ବିଶ୍ୱାସ ମଧ୍ୟ ବଢିବ । ଭାବପ୍ରବଣ ଆପଣଙ୍କୁ ଦୁର୍ବଳ କରିପାରିବ । ତେଣୁ ଭାବପ୍ରବନତାରୁ ବାହାରି ନିର୍ଣ୍ଣୟାତ୍ମକ ବଗବରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ଚେଷ୍ଟ କରନ୍ତୁ । ବକେୟା ରାଶି ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ।