ବାହାରିଲା 10ମ ପରୀକ୍ଷା ଫଳ – ଏମିତି କରନ୍ତୁ ଚେକ

10th

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରକାଶ ପାଇଲା ଦଶମ ଶ୍ରେଣୀ ସମେଟିଭ ୱାନ ପରିକ୍ଷା ଫଳ ବୋର୍ଡ ୱେବସାଇଟ ରେ ରେଜଲ୍ଟ ଉପଲବ୍ଧ ତେବେ ଆପଣ ମାନେ କିପରି ରେଜଲ୍ଟ ଦେଖିବେ ତାହା ଆମେ ଆଗକୁ ଏହି ପୋଷ୍ଟ ରେ ଜାଣିବା । ତେବେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଫର୍ମ ଫିଲପ୍ କରିଥିଲେ 5 ଲକ୍ଷ 32 ହଜାର ଛାତ୍ରଛାତ୍ରୀ । ତେବେ 13 ହଜାର 58 ଛାତ୍ରଛାତ୍ରୀ ଅନୁପସ୍ତିତ ଥିଲେ । କପି କରି ଧରା ପଡଛନ୍ତି 143 ଜଣ । ତେବେ ସୂଚନା ଥାଉ କି ମାର୍ଚ୍ଚ 10 ରୁ ଆରମ୍ଭ ହେବ ମେଟ୍ରିକ ପରିକ୍ଷା । ତେବେ ମେଟ୍ରିକ ପରିକ୍ଷା ମାର୍ଚ୍ଚ 10 ରୁ ଆରମ୍ଭ ହୋଇ 17 ଯାଏ ଚାଲିବ ।

school

ତେବେ ପୂର୍ବ ନୋଡାଲ ଏବଂ ପରିକ୍ଷା ସେଣ୍ଟର ରେ ହେବ ପରିକ୍ଷା । ସବୁ ପରିକ୍ଷା ପାଇଁ ପ୍ରଶ୍ନ ପତ୍ର ଢାଞ୍ଚା ସମାନ ରହିବ । ଏହିଥି ପାଇଁ ଛାତ୍ରଛାତ୍ରୀ ଙ୍କୁ ପରିକ୍ଷା ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ ସଭାପତି । ଏହା ସହିତ 3029 ଟି କେନ୍ଦ୍ର ରେ ହେବ ପରିକ୍ଷା ।

ଆପଣ ମାନେ ରେଜଲ୍ଟ ଦେଖିବା ପାଇଁ ହେଲେ ପ୍ରଥମେ ଯେକୈଣସି ଏକ ବ୍ରାଉଜର ଖୋଲନ୍ତୁ ଏବଂ ସର୍ଚ୍ଚ କରନ୍ତୁ odisha.indiaresults.com ଏବଂ ସେଠାରେ ଆପଣ ମାନେ ଯେମିତି ଦେଖି ପାରୁଥିବେ ସେଠାରେ ଆସିଜାଇଛି କ୍ଲାସ୍ ଏକ୍ସ ସମେଟିଭ ଆସୋସମେଣ୍ଟ ପରିକ୍ଷା 2022/23 ।

ତେବେ ଆପଣ ମାନେ ସେହଥିରେ କ୍ଲିକ୍ କରିଲେ ଆପଣ ମାନଙ୍କ ସାମ୍ନାକୁ ଆସିଯିବ ରୋଲ ନଂ ଏବଂ ନିଜର ନାମ ତେବେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ନିଜର ରୋଲ ନଂ ଫିଲପ କରିବା ସହିତ ନିଜର ନାମକୁ ଫିଲପ କରିବେ । ତେବେ ଆପଣ ମାନେ ନିଜ ନିଜର ରେଜଲ୍ଟ କୁ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ