ଆକାଶରୁ ବର୍ଷୁଛି ୧୦୦ ଓ ୫୦୦ ଟଙ୍କିଆ ନୋଟ, ଟଙ୍କା ଗୋଟାଇବା ପାଇଁ ଦୌଡ଼ିଛନ୍ତି ଲୋକେ…

note

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆକାଶ ରୁ ବର୍ଷିଲା ଲକ୍ଷ ଲକ୍ଷ ଟଙ୍କା 100 ଏବଂ 500 ଟଙ୍କିଆ ନୋଟ ରେ ଭର୍ତ୍ତି ହୋଇଗଲା ଟଙ୍କା ଗୋଟେଇବା ପାଇଁ ସବୁ ଦୈଡିଲେ । ତେବେ ବନ୍ଧୁଗଣ ଆପଣ ମାନେ ବି ଥରେ ଭଲ କରି ଦେଖନ୍ତୁ ଏହି ଭିଡ଼ିଓ କୁ । ଉପରୁ କେମିତି ଟଙ୍କା ବର୍ଷା ହେଉଛି । ଆପଣ ମାନଙ୍କୁ ଏହା କାଗଜ ଲାଗୁ ଥାଇ ପାରେ ହେଲେ ଏହା ହେଉଛି 100 ଏବଂ 500 ଟଙ୍କିଆ ନୋଟ ।

ଏବେ ଆପଣ ମାନେ ଭାବୁଥିବେ ଏହା ନକଲି ନୋଟ ହୋଇଥିବ । ହେଲେ ଏହା ହେଉଛି ସଂମ୍ପର୍ଣ୍ଣ ସତ ସତିକା ନୋଟ ଜାହାକୁ ତଳୁ ଗୋଟେଇବାକୁ ଦୈଡି ଯାଉଛନ୍ତି ସମସ୍ତେ । ବନ୍ଧୁଗଣ ଏହି ଦୃଶ୍ୟ ଟି ହେଲା ଗୁଜୁରାଟ ର ଏଠି ଥିଲା ବାହାଘର ନାଚୁଥିଲେ ବରଯାତ୍ରୀ । ଏହି ସମୟ ରେ ଆକାଶ ରୁ ବର୍ଷା ହୋଇଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା ବର୍ଷା ହୋଇଥିଲା ଯେ ତଳେ ସଂମ୍ପର୍ଣ୍ଣ ଗଦା ହୋଇଜାଇ ଥିଲା ।

money

ହେଲେ ଏହା ପ୍ରକୃତିକ ବର୍ଷା ନଥିଲା କୁତୃମ ବର୍ଷା । ଖବର ମୁତାବିକ ପୂର୍ବ ଗୁଜୁରାଟ ର ପୂର୍ବ ସରପଞ୍ଚ ଙ୍କ ପୁତୁରା ର ବିବାହ ରହିଥିଲା । ଯେତେ ବେଳେ ଘରୁ ବାହାଘର ବାହରିବାକୁ ଲାଗିଥିଲା ସେତେ ବେଳେ ସମସ୍ତେ ଡିଜେ ରେ ନାଚିବାକୁ ଲାଗିଥିଲେ । ଆଉ ଠିକ୍ ସେତିକି ବେଳେ ସରପଞ୍ଚ କରିମ୍ ଚାତର କେତ୍ରି ନିଜର ଛାତ ଉପରେ ଛିଡା ହୋଇ ଟଙ୍କା ଉଡେଇ ଥିଲେ । 100 ଏବଂ 500 ଟଙ୍କିଆ ନୋଟ କୁ ନିଜର ଛାତ ଉପରେ ଛିଡା ହୋଇ ବର୍ଷା କରିିଥିଲେ ।

ଯାହା ପରେ ନାଚ ଛାଡି ଟଙ୍କା ଗୋଟେଇବା ରେ ଲାଗି ପଡିଥିଲେ ଲୋକ ମାନେ । କେବଳ ସେତିକି ନୁହେଁ ଟଙ୍କା ଗୋଟେଇବା ବେଳେ ମାଡ ଗୋଳ ବି ହୋଇଥିଲା । ତେବେ ସଂମ୍ପର୍ଣ୍ଣ 50 ଲକ୍ଷ ଟଙ୍କା ଏମିତି ଉଡେଇ ଦେଇଥିବାର ଚର୍ଚ୍ଚାର ବିଷୟ ହୋଇଛି । ପୁତୁରା ଯାଦବ ଙ୍କ ବାହାଘର ପରେ ଏତେ ଟଙ୍କା ଉଡେଇବା ପରେ ଏବେ ଚର୍ଚ୍ଚା ହେଉଛି ଯେ ଗୋଟେ ସରପଞ୍ଚ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ । ଜାହାକୁ ନେଇ ଏବେ ତଦନ୍ତ ମଧ୍ୟ ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ