୧୦ ମାର୍ଚ୍ଚରୁ ବୃହସ୍ପତିର ହେଉଛି ମହା ସଂଯୋଗ, ଏହି ୬ଟି ରାଶିର ଚମକୀବ ଭାଗ୍ୟ।

Spread the love

ଗ୍ରହମାନଙ୍କ ପ୍ରଭାବରେ ମନୁଷ୍ୟର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜୀବନରେ ସୁଖ ଦୁଃଖ, ଭଲ ମନ୍ଦ ଏହିପରି ଲାଗି ରହିଥାଏ ଅର୍ଥାତ ସୁଖ ଦୁଃଖ ଜୀବନର ଏକ ଅଂଶ । କିନ୍ତୁ ଅନେକ ସମୟରେ ଏପରି ଲାଗିଥାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇ ନଥାଏ, ଦୁଃଖ ଲାଗି ରହିଥଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ବେଳେବେଳେ ଅନେକ କାର୍ଯ୍ୟରେ ସଫଳତା ମିଳି ନ ଥାଏ । ଏତଦବ୍ୟତୀତ ପାରିବାରିକ ଜୀବନରେ ସମ୍ୟକ ଶାନ୍ତି ପାଇଁ ଅହରହ ଚେଷ୍ଟ କରିବା ପରେ ମଧ୍ୟ ସଫଳତା ମିଳି ନ ଥାଏ । କିନ୍ତୁ ୧୦ ମାର୍ଚ୍ଚରୁ ବୃହସ୍ପତିର ପ୍ରଭାବରେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ବିଷୟରେ :

କର୍କଟ, ମକର, ତୁଳା :- ଆପଣଙ୍କ ଆସୁଥିବା ସମୟ ଅତ୍ୟନ୍ତ ଶୁଭ ଅଟେ । ଆର୍ଥିକ ଦୃଷ୍ଟିରୁ ଆପଣଂକୁ ଲାଭ ହେବାର ସମ୍ଭାବନା ଅଛି । କୋର୍ଟ କଚେରୀ ବା ଅଟକି ଯାଇଥିବା ସରକାରୀ କାମ ପୁର୍ଣ ହୋଇଯିବ । ଧନ ପ୍ରାପ୍ତି ସୁଗମ ହେବ । ବିଦ୍ୟାର୍ଥୀ ମାନଙ୍କର ପ୍ରଯୋଗୀତା ମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବ । ଏହି ସମୟରେ ଆପଣଙ୍କ ସମ୍ପତ୍ତିରେ ବୃଦ୍ଧି ହେବ ଓ ପାରିବାରିକ ଜୀବନ ଶାନ୍ତିରେ ରହିବ। ବହୁତ ସମୟ ଧରି ଲାଗି ରହିଥିବା ଅସୁବିଧା ଦୁରେଇ ଯିବ । ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ମଧୁରମୟ ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।

ବିଛା, କୁମ୍ଭ ଓ ମୀନ :- ଆଗାମୀ ସମୟ ଆପଣଙ୍କ ପାଇଁ ଖୁସି ର ଲହରୀ ଆଣିଦେବ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ସହଯୋଗ କରିବା । ଆପଣଙ୍କର ସବୁ ପ୍ରୟାସ ସଫଳ ହେବ ଓ ଆପଣଂକୁ ନିଜର ବ୍ୟବସାୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ । ମନକୁ ନକାରତ୍ମକ ଭାବନା ଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଂକୁ ଜୀବନରେ ବଡ ପରିବର୍ତ୍ତନ ହେବାର ଦେଖିବାକୁ ମିଳିବ । ଆପଣଂକୁ ଯେଉଁ କଥାର ଅଧିକ ଦିନ ଧରି ଚିନ୍ତା ଥିଲା, ସେହି ସମସ୍ୟା ଏବେ ଦୂର ହୋଇଯିବ । ଖରାପ ହୋଇଯାଇଥିବା ବା ବିଗାଡି ଯାଇଥିବା କାମ ଅଚାନକ ଠିକ ହୋଇଯିବ । ଆପଣଂକୁ ପ୍ରେମରେ ସଫଳତା ନିଶ୍ଚୟ ମିଳିବ । ଜୀବନସାଥୀଙ୍କ ପ୍ରତି ପ୍ରେମ ବଢିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।