ସାରା ଦେଶରେ ଲାଗୁ ହେଲା 10 ବଡ ନିୟମ ।

country

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଅବୈଦ୍ଧ ହୋଇଯିବ ଆପଣ ମାନଙ୍କର ପାନ କାର୍ଡ । 31 ମାର୍ଚ୍ଛ ପରେ ପାନ ଆଧାର ସଂଯୋଗ ର ଶେଷ ଅବଦ୍ଧି ହେବ ନହେଲେ ଆପଣ ମାନଙ୍କର ପାନ କାର୍ଡ ରଦ୍ଧ ହେବ । ପାନ ଆଧାର କୁ ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହି ଅବଦ୍ଧି ମଧ୍ୟରେ ପାନ ଆଧାର ସଂଯୋଗ ନହେଲେ ପାନ କାର୍ଡ ଅବୈଦ୍ଧ ଘୋଷିତ ହେବ ଏବଂ ବନ୍ଦ ହୋଇଯିବ ବୋଲି କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକଷ ରୁ ସୂଚନା ଦିଆଜାଇଛି ।

pan card

ଏହି ସୂଚନା ଅନୁସାରେ ପାନ କାର୍ଡ ଧାରୀ ମାନେ 31 ମାର୍ଚ୍ଛ ପରେ ପାନ ଆଧାର ସଂଯୋଗ ନ କଲେ ତେବେ ସେମାନଙ୍କ ପାନ କାର୍ଡ ସଂମ୍ପର୍ଣ୍ଣ ଭାବେ ଅବୈଦ୍ଧ ହୋଇଯିବ । ଏବଂ ସେମାନେ ଟିକସ ସମନ୍ଧିୟ ଲାଭ ପାଇବା ସହିତ ରିଟର୍ଣ୍ଣ୍ନ ସମନ୍ଧିୟ ଲାଭ ପାଇବାରେ ଅସୁବିଧା ର ସମ୍ମୁଖୀନ ହେବେ ।

ତେବେ ପରବର୍ତି ଖବର ଟି ହେଲା ତାତି ରୁ ମିଳିବ ତ୍ରାହୀ ଏବେ ଜିଲ୍ଲା କୁ ପ୍ରବଳ ବର୍ଷା ବର୍ଷିବ । ତାତି ରୁ ମିଳିବ ତ୍ରାହୀ ଆଗକୁ ବର୍ଷା ହେବ । ଆଜିଠାରୁ 7 ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବ ରେ ଆଭ୍ୟନ୍ତରଣିୟ ଓଡିଶା କୁ ତାପମାତ୍ରା ରୁ କିଛିଟା ଆଶ୍ୱସ୍ତି ମିଳିବ । ଆଭ୍ୟନ୍ତରଣିୟ ଓଡିଶା କୁ ଆସନ୍ତା 9,10,11, ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବା ସହିତ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

rain 1

ତେବେ ଆଜି 7 ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 10 ତାରିଖ 14 ଟି ଜିଲ୍ଲା ଏବଂ 11 ତାରିଖ ରେ 7 ଟି ଜିଲ୍ଲା କୁ କାଳବୈଶାଖୀ ପାଇଁ ୱାର୍ଣ୍ଣିଂ ଜାରି କରାଜାଇଛି । ଅନ୍ୟ ପଟେ ଆଜିର ତାପମାତ୍ରାରେ 8 ଟି ସହରରେ 38 ଡୀଗ୍ରି ଅତିକ୍ରମ କରିିଛି । ଦୁଇ ଦିନ ପର୍ଯ୍ୟନ୍ତ ପାଗ ଆହୁରୀ ସୁଖିଲା ରହିବ ଉପକୂଳ ରେ ଶୈଭାବିକ ତାପମାତ୍ରା ଠାରୁ 3 ରୁ 4 ଡୀଗ୍ରି ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *