ରୂପା ବାସନର ବ୍ୟବହାରରେ ସ୍ୱାସ୍ଥ୍ୟକୁ ମିଳିଥାଏ ୧୦ଟି ଅଦ୍ଭୁତ ଫାଇଦା !!

Spread the love

ରୂପା ବାସନରେ ପାଣି ପିଇଲେ ୧୦ଟି ଅଦ୍ଭୁତ ଫାଇଦା । ପୂର୍ବେ ଲୋକମାନେ ରୂପାର ବାସନ ବ୍ୟବହାର କରୁଥିଲେ । ଆଜିକାଲି ବହୁତ କମ ଲୋକମାନେ ହି ରୂପାର ବାସନ ବ୍ୟବହାର କରନ୍ତି କିନ୍ତୁ କେତେକ ବୃଦ୍ଧ ଧନୀକ ଲୋକମାନେ ଆଜି ମଧ୍ୟ କେବଳ ରୂପାର ବାସନ ବ୍ୟବହାର କରୁଛନ୍ତି । ରୂପା ବାସନରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ଅଟେ । ଏହା କେବଳ ଆୟୁର୍ବେଦରେ ହିଁ କୁହାଯାଇ ନାହିଁ ବରଂ ବୈଜ୍ଞାନିକ ମଧ୍ୟ ରୂପା ବାସନରେ ପାଣି ପିଇବାକୁ କହୁଛନ୍ତ । ଆସନ୍ତୁ ସେହି ୧୦ଟି ଫାଇଦା ବିଷୟରେ ଜାଣିବା ।

୧) ଶରୀରର ଓଜନ କମାଇବାରେ ସାହାଯ୍ୟ କରେ –

ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ରୂପା ବାସନ ରେ ରଖା ହେଇଥିବ ପାଣି ପିଇଲେ ମେଟାବଲିଜ୍ମ ବଢିଥାଏ, ଓ ପାଚନ କ୍ରିୟାକୁ ଶକ୍ତ କରିଥାଏ । ଏହା ଦ୍ୱାରା ଓଜନ କମେଇବାରେ ସାହାଯ୍ୟ ହେଇଥାଏ ।

୨) ବ୍ୟାକ୍ଟେରିଆ ମୁକ୍ତି –

ରୂପାର ବାସନ ୧୦୦% ବ୍ୟାକ୍ଟେରିଆ ମୁକ୍ତ ଅଟେ । ରୁପାର ବାସନ ରେ ରଖାଯାଇଥିବା ପାଣି ପିଇଲେ ଇଂଫେକ୍ସନ ହେଇନଥଏ । ଏହି ବାସନ ରେ ଭୋଜନ କରିଲେ ଅନେକ ରୋଗ ମାନଙ୍କ ଠାରୁ ସୁରକ୍ଷିତ ରେ ରହିଥାଅ ।

୩ ) ପ୍ରତିରୋଧକ ଶକ୍ତିକୁ ବଢାଏ –

ଯେତେବେଳେ ମଧ୍ୟ ଆପଣ ଖାଦ୍ୟକୁ ଗରମ କରିଥାନ୍ତି ତେବେ ସେଥିର ଧାତୁ ଖାଦ୍ୟରେ ମିଶ୍ରଣ ହେଇ ଶରୀରରେ ପ୍ରବେଶ କରିଥାଏ । କିନ୍ତୁ ଆପଣ ଯେତେବେଳେ ରୂପାର ବାସନ ବ୍ୟବହାର କରିଥାନ୍ତି, ତେବେ ରୂପାର ତତ୍ୱ ଆପଣଙ୍କ ଶରୀର ଭିତରେ ପ୍ରବେଶ କରିଥାଏ, ଯାହା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

୪) ଥଣ୍ଡା- ସର୍ଦ୍ଦିରୁ ରକ୍ଷା କରେ –

ରୂପା ବାସନରେ ରଖାଯାଇଥିବା ପାଣି ପିଇଲେ, ଥଣ୍ଡା- ସର୍ଦ୍ଦିର ସମସ୍ୟା ଦୂର ହେଇଥାଏ । ଏହା ପିତ୍ତ ବଢିବାର ସମସ୍ୟା ଓ ପିତ୍ତ ଦୋଷକୁ ମଧ୍ୟ ଦୂର କରିଥାଏ ।

୫) ଛାଣିବାର କାମ କରେ ରୂପା –

ପାଣିକୁ ସଫା କରିବାପାଇଁ ଆଗ କାଳର ଲୋକମାନଙ୍କ ପାଖରେ କିଛି ଫିଲ୍ଟେର୍ସ ନଥିଲା । ଏଥିପାଇଁ ପାଣିକୁ ଶୁଦ୍ଧ ଓ ସଫା କରିବାପାଇଁ ସେମାନେ ରୂପାର ବାସନ ରେ ରଖୁଥିଲେ ।

୬) ଶରୀରକୁ ଥଣ୍ଡା ମିଳିଥାଏ –

ରୂପାର ସବୁଠାରୁ ମୁଖ୍ୟ କାମ ହେଉଛି ଏହା ଶରୀରକୁ ଥଣ୍ଡା ରଖିଥାଏ । ଯାହା ଦ୍ୱାରା କି ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏଥିପାଇଁ ଯେଉଁ ଲୋକମାନେ ଅଧିକ କ୍ରୋଧ ହେଇଥାନ୍ତି ସେମାନଙ୍କୁ ରୂପା ଗ୍ଲାସ ରେ ପାଣି ପିଇବାକୁ କହିଥାନ୍ତି ।

୭) ଏନିମିଆକୁ ଦୁରେଇ ଥାଏ –

ରୂପା ଶରୀରର ସେଲ୍ସର ନିର୍ମାଣ କରିଥାଏ ଓ ଶରୀରରେ ରକ୍ତକୁ ବଢ଼େଇ ଥାଏ । ଏହାସହ ଥକ୍କାପନ ଓ ପାଚନ ଶକ୍ତିରେ ମଧ୍ୟ ସୁଧାର ଆସିଥାଏ ।

୮) ଚାପକୁ ଦୂର କରିଥାଏ –

ରୂପା ବାସନରେ ରଖାଯାଇଥିବା ପାଣି ପିଇଲେ ମସ୍ତିଷ୍କ ଥଣ୍ଡା ହେଇ ରହିଥାଏ, ଯାହା ଦ୍ୱାରା ମସ୍ତିଷ୍କ ଉପରେ ଅଧିକ ଚାପ ପଡି ନଥାଏ । ଏହା ସ୍ମରଣ ଶକ୍ତିକୁ ବଢ଼େଇଥାଏ ଓ ଆଖିର ସମସ୍ୟାକୁ ଠିକ୍ କରିଥାଏ ।

୯) ବୃକକ ଓ ଯକୃତକୁ ସୁରକ୍ଷିତ ରେ ରଖେ –

Third party

ଶରୀରର ଭିତର ସଫା କରିବାପାଇଁ ରୂପା ବାସନ ରେ ରଖାଯାଇଥିବା ପାଣି ପିଇବା ସବୁଠାରୁ ଲାଭଦାୟକ ହେଇଥାଏ । ଏହା ଯକୃତ ଓ ବୃକକ୍ କୁ ସ୍ଵସ୍ଥରେ ରଖିଥାଏ । ଆପଣ ଯଦି ସ୍ଵସ୍ଥ ରେ ରହିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ରୂପା ବାସନ ରେ ରଖିଥିବା ପାଣି ପିଇବା ଆରମ୍ଭ କରିଦିଅନ୍ତୁ ।

୧୦) ମୁହଁର ଅସୁବିଧା ଗୁଡିକୁ ଠିକ୍ କରିଥାଏ –

ରୂପା ବାସନ ରେ ରଖା ଯାଇଥିବା ପାଣି ପିଇବା ଯୋଗୁଁ, ଆପଣଙ୍କ ମୁହଁ ସୁନ୍ଦରତା ରେ ଚମକି ଥାଏ, ଆଖି ଚାରିପଟ ଥିବା ଡ଼ାର୍କ ସର୍କଲ୍ ଠିକ୍ ହେଇଯାଏ, ମୁହଁ ଓ ଶରୀରରେ କେବେ ମଧ୍ୟ କୁଞ୍ଚିଆପନ ଆସିନଥାଏ, ସବୁବେଳେ ଶରୀର ସଫ୍ଟ ହେଇ ରହିଥାଏ ।