୧୦ ବର୍ଷର ବାଳକଟି ଏୟାର ଲାଇନ ସେବା ଆରମ୍ଭ କରିବା ପାଇଁ Tips ମାଗିଛି । ଏହାର ଜବାବରେ ଏୟାର ଲାଇନର ସିଇଓ ଏକ ହୃଦୟ ସ୍ପର୍ଶୀ ଉତ୍ତର ଦେଇଛନ୍ତି ।

Spread the love

୧୦ ବର୍ଷ ବୟସର ବାଳକଟି qantas airwaysର ସିଇଓଙ୍କୁ ଚିଠି ଲେଖି ସଙ୍କେତ ମାଗିଥିଲା । Alex Jacquot ନିଜକୁ Oceania Expressର କୋ-ଫାଉଣ୍ଡର କହୁଛି । Alax ଚିଠି ନିଜ ହାତରେ ଲେଖିଥିଲା ।

Alex Jacquot ନିଜକୁ oceania ଏକ୍ସପ୍ରେସ ର କୋ-ଫାଉଣ୍ଡର ଓ ସିଇଓ କହୁଛି ।

Alex Jacquot ଚିଠି ନିଜ ହାତରେ ଲେଖିଥିଲା ।

Alex Qantas Airwaysର ସିଇଓଙ୍କୁ ଚିଠି ଲେଖିଥିଲା ।

Qantas Airwaysର ସିଇଓ, ୧୦ ବର୍ଷ ବୟସ୍କ ବାଳକର ଚିଠିର ଉତ୍ତର ଖୁବ୍ ହୃଦୟସ୍ପର୍ଶୀ ଭାବରେ ଦେଇଥିଲେ । ସିଇଓଙ୍କ ହୃଦୟସ୍ପର୍ଶୀ ଉତ୍ତର ଉପରେ ସୋସିଆଲ ମିଡିଆରେ ଲୋକମାନେ ପ୍ରଶଂସା କରିଚାଲିଛନ୍ତି । ୧୦ ବର୍ଷ ବୟସର Alex Jacquot ନିଜର ନିଜସ୍ଵ ଏୟାର ଲାଇନ ଖୋଲିବା ପାଇଁ ଚାହୁଁଛି ସେଥିପାଇଁ Alax Qantas Airwaysର ସିଇଓ ଏଲନ୍ ଜୟେସ୍ ଙ୍କୁ ଚିଠି ଲେଖି ସଙ୍କେତ ମାଗିଥିଲା । A Alax ନିଜକୁ Oceania ଏକ୍ସପ୍ରେସର କୋ-ଫାଉଣ୍ଡର ଓ ସିଇଓ କହୁଛି । Alax ଚିଠି ନିଜ ହାତରେ ଲେଖିଥିଲା ।

ଆଶ୍ଚର୍ଯ୍ୟର କଥା ଏହା ଯେ, ଏଲନ୍ ଜୟେସ୍ ସେହି ବାଳକର ଚିଠିର ଉତ୍ତର ଦେଇଛନ୍ତି ଓ Qantas Airways ନିଜର tweeter ମାଧ୍ୟମରେ ଏହି ବିଷୟଟି ଶେୟାର କରିଛି । Qantas Airways ନିଜର tweeter ମାଧ୍ୟମରେ ନିଜର ସିଇଓ ଏଲନ୍ ଜୟେସ୍ ଙ୍କ ଉତ୍ତର ଓ Alax Jackwat ଫୋଟୋ ଶେୟାର କରିଛି । Qantas Airways ନିଜର tweeter ମାଧ୍ୟମରେ ଲେଖିଛି ଆମର ପ୍ରତିଦ୍ୱନ୍ଦୀ କେବେବି ଆମର ଉପଦେଶ ନିଅନ୍ତି ନାହିଁ । କିନ୍ତୁ ଯେତେବେଳେ ଜଣେ airlineର ମୁଖ୍ୟ ଆମ ସହ ସମ୍ପର୍କ କରିଛନ୍ତି ତେଣୁ କରି ଆମେ ତାଙ୍କ କଥାକୁ ଅଣଦେଖା କରି ପାରିନଥିଲୁ । ଏଥିପାଇଁ କେବଳ ଗୋଟିଏ କଥା ଆମେ କରିପାରିଥାନ୍ତୁ ସିଇଓ ଠୁ ସିଇଓ ଉତ୍ତର ଅର୍ଥାତ ଗୋଟିଏ ସିଇଓ ଅନ୍ୟ ଏକ ସିଇଓଙ୍କୁ ଉତ୍ତର ଦେଇଛନ୍ତି ।

ଏଠାରେ କହିବାକୁ ଚାହୁଁଛୁ Alax Jackwat ନିଜର ଚିଠିରେ ଲେଖିଛନ୍ତି ଯେ, ମୁଁ Alax Jackwat ୧୦ ବର୍ଷର ବାଳକ (କୃପା କରି ମୋତେ ଗମ୍ଭୀରତାରେ ନିଅନ୍ତୁ) ମୁଁ ଗୋଟିଏ Airline ଆରମ୍ଭ କରିବାକୁ ଚାହୁଁଛି, ମୁଁ କିଛି କାମ ଆରମ୍ଭ କରିସାରିଛି ମୋତେ କିଛି ପ୍ଳାନ ବା ଯୋଜନାର ଆବଶ୍ୟକତା ରହିଛି । ମୋତେ ପାଇଲଟ ନମ୍ବର, କେଟ୍ରିନ୍ ଓ ଅନ୍ୟ କିଛି ଜିନିଷର ଦରକାର ଅଛି । ମୁଁ ଗୋଟିଏ କମ୍ପାନିର ସିଇଓ ଅଛି, ଯାହାର ନାମ Oceania ଏକ୍ସପ୍ରେସ୍ ଅଟେ । ମୁଁ ଜଣେ ସିଏଫଓ, ଗୋଟିଏ ହେଡ୍ ଅଫ୍ ଆଇଟିକୁ ମଧ୍ୟ ନିୟୋଜିତ କରିସାରିଛି । ମୁଁ Airline ଆରମ୍ଭ କରିବା ପାଇଁ ଆପଣଙ୍କ ଠାରୁ କିଛି ସାହାଯ୍ୟ ମାଗିବାକୁ ଚାହୁଁଛି । ଚିଠିର ଶେଷରେ ସେ ଏଲନ୍ ଜୟେସ୍ ଙ୍କୁ ପଚାରିଛନ୍ତି, ଆପଣ (ଏଲନ୍ ଜୟେସ୍) ମୋତେ କିଛି ସାହାଯ୍ୟ କରିପାରିବେ କି ? ଆଉ ମଧ୍ୟ ପଚାରିଛନ୍ତି ଲୋକମାନେ କିପରି ଲମ୍ବା ଉଡାଜାହାଜ ଯାତ୍ରା ସମୟରେ କେମିତି ଶୋଇପାରନ୍ତି ।

ସିଇଓ ଏହାର ଉତ୍ତର ଦେଇଛନ୍ତି; ମୋତେ ମୋର ନୂଆ Airline ବିଷୟରେ କହିଥିବାରୁ ଆପଣଙ୍କୁ ଧନ୍ୟବାଦ । ମୁଁ ମାର୍କେଟରୁ ଅନ୍ୟ ଗୋଟିଏ Intranet ବିଷୟରେ ଶୁଣିଛି । ଆପଣ ମୋତେ ଏହି ବିଷୟରେ ଲେଖି ଅବଗତ କରିଥିବାରୁ ମୁ ଆପଣଙ୍କ ପ୍ରଶଂସା କରୁଛି । ସିଇଓ ଲେଖିଛନ୍ତି, ମୁଁ ମୋ ନିଜର ପ୍ରତିଦ୍ଵନ୍ଦିଙ୍କୁ କୌଣସି ଉତ୍ତର ଦିଏନି କିନ୍ତୁ ଆପଣଙ୍କ କ୍ଷେତ୍ରରେ ମୁ ଏହା କରୁଛି । ସିଇଓ ବଳକଟିର ପ୍ରଶ୍ନର ଉତ୍ତର ଦେଇଛନ୍ତି ! ପିଲାଟିକୁ ଗୋଟିଏ ମିଟିଂଗ୍ ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । କହିବାକୁ ଚାହୁଞ୍ଚୁ ଯେ ଏଲନ୍ ଜୟେସ୍ ଙ୍କ ୧୦ ବର୍ଷ ବାଳକର ଚିଠିର ଉତ୍ତରକୁ ସୋଶଲ ମିଡିଆରେ ଲୋକମାନେ ଭାରୀ ପ୍ରଶଂସା କରୁଛନ୍ତି ।