ସିନ୍ଦୁର ର ଅଧିକାର ସିରିଏଲ କାହିଁକି ଛାଡିଲେ ରୋମା । ଉଠିଲା ସତ୍ୟ ପଛର ରାଜ

romaa

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଆପଣ ମାନେ ସିନ୍ଦୁର ଅଧିକାର ସିରିଏଲ ନିଶ୍ଚିତ ଭାବେ ଦେଖୁଥିବେ ଏହି ସିରିଏଲ ର ରୋମିଙ୍କ ମାମା ରୋମା ସିରିଏଲ ଟିକୁ ବର୍ତମାନ ସମୟ ରେ ଛାଡିଦେଇଛନ୍ତି । ତେବେ ସିରିଏଲ ଟି ହଠାତ କଣ ପାଇଁ ଛାଡିଲେ ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ସିନ୍ଦୁର ଅଧିକାର ସିରିଏଲ ପ୍ରତ୍ୟୋକ ଦିନ ନିଶ୍ଚିତ ଭାବେ ଦେଖୁଥିବେ ।

ଏହି ସିରିଏଲ ରେ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଜବରଦୋସ୍ତ ଅଭିନୟ ଏବଂ ସିରିଏଲ ଟିର କାହାଣୀ ସାରା ଓଡିଶା ର ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସିଥିବାର ନଜର ଆସିଛି । ତେବେ ଏହି ସିରିଏଲ ରେ ଗତ ଦିନ ମାନଙ୍କରେ ସିରିଏଲ ର ଲିଡ୍ ନାୟିକା ଇତି ସିିରିଏଲ ଟିକୁ ଛାଡି ଦେଇଥିଲେ । ତେବେ ବର୍ତମାନ ସମୟ ରେ ବହୁତ ବଡ ଖବର ଆସିଜାଇଛି କି ଏହି ସିିରିଏଲ ର ଜଣେ ମୂଖ୍ୟ ଅଭିନେତ୍ରୀ ଲୀନା ସାମଲ ଜାହାଙ୍କୁ ଆପଣ ମାନେ ଏହଥିରେ ରୋମା କେରେକ୍ଟର ଦେଖିବା ପାଇଁ ପାଇଥାନ୍ତି ।

ତେବେ ସେ ବର୍ତମାନ ସମୟ ରେ ଏହି ସିରିଏଲ ଟିକୁ ଛାଡି ଦେଇଛନ୍ତି । ତେବେ ବର୍ତମାନ ସମୟ ରେ ରୋମା ଙ୍କ ହାତରେ ବହୁତ ସାରା ଓଡିଆ ଫିଲ୍ମ ଗୁଡିକ ଏହା ସହିତ ସର୍ଟ ଫିଲ୍ମ ଏବଂ ଆଲବମ୍ ର ସୁଟିଂ ରେ ସେ ବର୍ତମାନ ସମୟ ରେ ବ୍ୟସ୍ତ ରହିଥିବା ବେଳେ ସେ ବର୍ତମାନ ସମୟ ରେ ଏହି ଓଡିଆ ସିରିଏଲ ଟିକୁ ଛାଡିଦେଇଛନ୍ତି ।

ଆଉ ଏହି ସିିରିଏଲ ରେ ସେ ନଜର ଆସୁନାହାଁନ୍ତି । ତେବେ ସେ ଓଡିଆ ସିନେମା ଏବଂ ସର୍ଟ ଫିଲ୍ମ ପାଇଁ ସମୟ ଦେଉଥିଲା ବେଳେ ସିରିଏଲ ପାଇଁ ସେ ସମୟ ବାହାର କରିପାରୁନାହାଁନ୍ତି ଯାହା ଫଳ ରେ ବର୍ତମାନ ସମୟ ରେ ତାଙ୍କୁ ଏହି ସିରିଏଲ କୁ ଛାଡିବା ପାଇଁ ପଡିଛି । ଏହା ସହିତ ତାଙ୍କର ପରିବାର ରେ ମଧ୍ୟ କିଛି ଅସୁବିଧା ରହିଥିଲା ଯେଉଁଥି ପାଇଁ ସେ ଏହି ସିରିଏଲ କୁ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ।

ତେବେ ଆପଣ ମାନଙ୍କୁ ଏହି ସିରିଏଲ ରେ ରୋମା ଙ୍କ ଅଭିନୟ କେମିତି ଲାଗୁଥିଲା ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *