ଯାନବାହାନରେ ଲାଗିଥିବା ନମ୍ବର ପ୍ଲେଟକୁ ନେଇ ଲାଗୁହେଲା ନୂଆ ନିୟମ :

Spread the love

ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନକୁ ନେଇ ସରକାର 5ଟି ନିୟମ ପ୍ରଚଳନ କରିଛନ୍ତି ! ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରିବେ, ନ୍ୟାୟାଳୟର ଦ୍ୱାରସ୍ଥ ହେବେ ଏହା ସଂଗେ ସଂଗେ 10,000ଲେ ଜୁରିମାନା ଦେବାକୁ ମଧ୍ୟ ପଡିବ ! ଯଦି ଆପଣଙ୍କ ଘରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନବାହାନ ଅଛି ତେବେ ଏହି ଖବର ନିଶ୍ଚୟ ପଢନ୍ତୁ ! ଏହି ଖବର ଜାଣିବା ଆପଣ ନିମନ୍ତେ ନିହାତି ଜରୁରୀ ଅଟେ ! ତେବେ ଆସନ୍ତୁ ଜାଣିବା ସେହି 5ଟି ନିୟମ :

1) କାର କିମ୍ବା ବାଇକ (Car/Bike)ର ନମ୍ବର ପ୍ଲେଟ ଲଗାଇବା ସମୟରେ ନମ୍ବର ଗୁଡି଼କ ଆକାର ବଡ ହେବ ଦରକାର ! ଅର୍ଥାତ ନମ୍ବରଗୁଡିକର ଆକାର ଦେଢ଼ ଇଞ୍ଚ ହେବ ଜରୁରୀ !

2) କାର କିମ୍ବା ବାଇକ (Car/Bike)ରେ ଲାଗିଥିବା ନମ୍ବର ପ୍ଲେଟର ଅକ୍ଷର ଗୁଡିକ ପଢିବା ଯୋଗ୍ୟ ହେବ ଦରକାର !

3) କାର କିମ୍ବା ବାଇକ (Car /Bike)ର ନମ୍ବର ପ୍ଲେଟର ସବୁ ନମ୍ବର ଗୋଟିଏ ପ୍ରକାର ହେବ ଦରକାର ଏବଂ ନମ୍ବର ଗୁଡିକ ସ୍ୱଷ୍ଟ ଓ ସିଧା ରହିବ ଦରକାର !

4) ଯଦି କାହାର ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନବାହାନ ଚୋରି ହୋଇଯାଇଛି ତେବେ ଉକ୍ତ ବ୍ୟକ୍ତି ନୂଆ ଗାଡି କିଣିଲେ ମଧ୍ୟ ସେହି ପୁରୁଣା ଗାଡିର ନମ୍ବର ପ୍ଲେଟ ବ୍ୟବହାର କରିବେ !

5) ନମ୍ବର ପ୍ଲେଟରେ କୌଣସି ପ୍ରକାର ସାଙ୍କେତିକ ଚିହ୍ନ କିମ୍ବା କୌଣସି ବିଭାଗର ଚିହ୍ନ ରହିବ ନାହିଁ !

ଆପଣଙ୍କ ଜଣାଇ ରଖୁଛୁ ଯେ, ସୁପ୍ରିମ କୋର୍ଟ ଦ୍ୱାରା ଏବଂ ମୋଦି ସରକାରଙ୍କ ନିର୍ଦ୍ଧେଶ କ୍ରମେ ପରିବହନ ବିଭାଗ ଏହି 5ଟି ନିୟମ ପ୍ରଣୟନ କରିଛନ୍ତି ! ଯେଉଁ ବ୍ୟକ୍ତି ଏହି ନିୟମକୁ ଉଲ୍ଲଙ୍ଘନ କରେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦଶ ହଜାର ଜୁରିମାନା ମଧ୍ୟ ଦେବାକୁ ପଡିବ !

ଏହି ଖବରଟି share କରି ଅନ୍ୟକୁ ଜଣାନ୍ତୁ ! ଏହି ନିୟମଟି ସର୍ବସାଧାରଣଙ୍କ ନିମନ୍ତେ କେତେ ଫଳପ୍ରଦ Comment ଜରିଆରେ ନିଜର ମତାମତ ଦିଅନ୍ତୁ !