ମାର୍ଚ୍ଚ ୧ ଠାରୁ ହେଉଅଛି ରାଜଯୋଗ ଏହି ୪ଟି ରାଶି ମାନଙ୍କର ଭାଗ୍ୟ ଚମକୀବ ! ପୁର୍ଣ ହେବ ସବୁ ମନକାମନା

Spread the love

ଜ୍ୟୋତିଷ ଙ୍କ ଅନୁସାରେ ମାର୍ଚ୍ଚ ୧ରେ ହେବାକୁ ଯାଉଛି ବଡ଼ ରାଜଯୋଗ ଆପଣଙ୍କର ଭାଗ୍ୟ ପଲଟିଯିବ । ଆପଣଙ୍କ ସବୁ ମନ କାମନା ପୂରଣ ହେବ ଏବଂ ବର୍ଷ ସାରା ଶ୍ରୀ ହନୁମାନଙ୍କ କୃପା ଆପଣଙ୍କ ଉପରେ ରହିବ ।

୧) ମିନ ରାଶି –

ଅଧିକ ଧନ ଲାଭ ପାଇଁ କିଛି ନୂତନ ମାର୍ଗ ମିଳିପାରେ । ଲୋକମାନଙ୍କର ସାହାଯ୍ୟ କରିଲେ ମଧ୍ୟ ଧନର ଲାଭ ହେଇପାରେ ।

ପରିବାର ଓ ମିତ୍ର – ପାରିବାରକ ଜୀବନ ପାଇଁ ଏହି ସମୟ ଉତ୍ତମ ରହିବ । ଘରୋଇ ସଦସ୍ୟଙ୍କ ମଧ୍ୟରେ ଘୃଣା କରିବାର ଭାବନା ଦୁରେଇ ଯିବ । ପରିବାର ସହିତ ଆପଣ କୌଣସି ଭଲ ରେଷ୍ଟୋଉରେଣ୍ଟରେ ଖାଇବାର ଆନନ୍ଦ ନେଇପାରନ୍ତି ।

୨) କୁମ୍ଭ ରାଶି –

ସମ୍ପର୍କ ଓ ପ୍ରେମ – ପ୍ରେମ ପ୍ରସଙ୍ଗଙ୍କ ପାଇଁ ଏହି ସପ୍ତାହ ବହୁତ ଅନୁକୂଳ ଅଟେ । ଆପଣ କୌଣସି ବିଶେଷ ବ୍ୟକ୍ତିଙ୍କ ଆଡ଼କୁ ଆକର୍ଷିତ ହୋଇପାରବେ ।

ସ୍ୱାସ୍ଥ୍ୟ – ପ୍ରଥମ ସପ୍ତାହ ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଆଣ୍ଠୁ ଓ ଗଣ୍ଠି ମାନଙ୍କରେ ଆରାମ ମିଳିପାରେ । ସକାଳେ ବ୍ୟାୟାମ କରନ୍ତୁ ।

୩) କନ୍ୟା ରାଶି –

କ୍ୟାରିୟର ଓ ଶିକ୍ଷା- ଏହି ମାସ ଚାକିରୀ କରୁଥିବା ଲୋକଙ୍କ ପାଇଁ ଭଲ ବାତାବରଣ ଓ ନିର୍ମାଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଉଚ୍ଚାଧିକାରଙ୍କ କୃପା ଦୃଷ୍ଟି ରହିବ, ଯାହାଫଳରେ କାର୍ଯ୍ୟରେ ମଧ୍ୟ ଆତ୍ମତୃପ୍ତି ମିଳିବ ଏବଂ ଚାକିରିରେ ପଦୋନ୍ନତି ହେବା ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବାଣିଜ୍ୟ / ପ୍ରୋପେର୍ଟୀ – ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ । ଯାନବାହାନ କିଣିବା ପାଇଁ ଯୋଜନା କରିପାରନ୍ତି । ଟଙ୍କା ପଇସା ନେଣ ଦେଣରେ ସତର୍କତା ଅବଲମ୍ବନ କରନ୍ତୁ ।

୪) ତୁଳା ରାଶି –

ପରିବାର ଓ ମିତ୍ର – ପରିବାରର କୌଣସି ସଦସ୍ୟର ଦେହ ଅସୁସ୍ଥ ରହିବାର ଆଶଙ୍କା ଅଛି । ଆପଣ ଆପଣଙ୍କ ବାସଗୃହ ପରିବର୍ତ୍ତନ କରିପାରନ୍ତି ଅଥବା କାର୍ଯ୍ୟ ଯୋଗୁଁ ଘର ଛାଡ଼ି ଅନ୍ୟ ପାଖକୁ ଯାଇପାରନ୍ତି । ଜମି, ଜାଗା ସଂକ୍ରାନ୍ତୀୟ ବିକ୍ରୟରେ ସଫଳତା ପାଇବେ । ଭାଇ-ଭଉଣୀ ବା ମା’-ବାପାଙ୍କ ସହ କିଛି ମତଭେଦ ଚାଲୁଥିଲେ ତାହା ଏହି ସମୟରେ ଦୂର ହୋଇଯିବ । ପରିବାର ସମ୍ପର୍କୀୟଙ୍କ ସହ ଅତ୍ମୀୟତା ଅନୁଭବ ହେବ ।