ବେଶୀ ସମୟ ବସିବା ଦ୍ୱାରା ଆପଣଙ୍କ ହାତ ଏବଂ ଗୋଡ଼ କାଲୁଆ ହୋଇଯାଏ କି ? ତେବେ ଏହି ଅନୁଛେଦଟି ପଢନ୍ତୁ :-

Spread the love

ବାରମ୍ବାର କୌଣସି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ହାତ ଏବଂ ଗୋଡ଼ କାଲୁଆ ହୋଇଯାଇଥାଏ ! ଏମିତିରେ ଆପଣ ଏହି ଚିନ୍ତାରେ ପଡିଯାନ୍ତି କି ଏମିତି କାହିଁକି ହେଲା ଏବଂ ସେହି ସ୍ଥିତିରେ ଆପଣ ଆପଣଙ୍କ ହାତ ଗୋଡ଼ ହଲେଇଅ ସତ୍ୱେ ଆପଣଙ୍କ ହାଥ ଗୋଡ ଠିକରେ  କାମ କରେ ନାହିଁ ! ଆଜିର ଏହି ଆନୁଛେଦଟିରେ ଆମେ ଆପଣଙ୍କୁ ହାତ ଓ ଗୋଡ଼ କାଲୁଆ ହେବାର ଅସଲ କାରଣଟି କଣ ସେହି ବିଷୟରେ କହିବୁ :-

ହାତ ଗୋଡ଼ କାଲୁଆ ହେବାର ସବୁଠୁ ବଡ କାରଣ ହେଲା, ଯେତେବେଳେ ଆପଣ ଲଗାତାର ଗୋଟିଏ ନିର୍ଦ୍ଧିଷ୍ଟ କାମ କରନ୍ତି, ଏହା ଦ୍ୱାରା ଆପଣ ହାତ  ଓ ଗୋଡ଼ର କିଛି ଶିର ଦବି ଯାଇଥାଏ ଏବଂ ସେହି ପରିସ୍ଥିତିରେ ଆପଣଙ୍କ ହାତ ଓ ଗୋଡ଼ରେ ଅକ୍ସିଜେନ୍ ଠିକରେ ପହଂଚି ପାରିନଥାଏ ! ଏମିତିରେ ଆପଣଙ୍କ ଶରୀରର ସେହି ଅଙ୍ଗ ଏହି ସନ୍ଦେଶ ମସ୍ତିସ୍କକୁ ଯାଏଁ ପହଂଚାଇ ଥାଏ ! ପୁଣି ତା’ପରେ ମସ୍ତିଷ୍କ ସେହି ଅଙ୍ଗରେ ଝିମଝିମ  ବା ଝିମା ସୃଷ୍ଟି କରିଥାଏ ! ଯେମିତି ଆପଣଙ୍କୁ ତାହା ଜଣା  ପଡ଼ିବ କି ଆପଣଙ୍କ ହାତ କିମ୍ବା ଗୋଡ଼ରେ ଅମ୍ଳଜାନ ଠିକ୍ ରେ  ପହଂଚି ପାରୁନାହିଁ !

Goolge

ଶିରଗୁଡିକ ଦବି  ରହିବା  ଫଳରେ ଗୋଡ଼ରେ ଝିମ୍ ଝିମ୍  ହେବ ସାଧାରଣ କଥା, ଯଦି ବିନା କିଛି କାରଣ ଯୋଗୁଁ ଆପଣଙ୍କ ହାତ କିମ୍ବା ଗୋଡ଼ରେ ଝିମ୍ ଝିମ୍ ହେଉଥାଏ ତା’ହେଲେ ଏହା କୌଣସି ରୋଗର କାରଣ ହୋଇପାରେ ! ହୋଇପାରେ କି ଆପଣଙ୍କ ଶରୀରର ସେହି ଅଙ୍ଗ ଗୁଡିକରେ ଅମ୍ଳଜାନ ପହଂଚିବାରେ ଅସମର୍ଥ ହେଉଛି, ଏମିତିରେ ଆପଣଙ୍କୁ ଗୋଟିଏ ଭଲ ଡାକ୍ତରଙ୍କ ସହ ପରାମର୍ଶ କରିବା ଆପଣଙ୍କ ପାଇଁ ଉତ୍ତମ ହେବ ! 

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ !