ବିଶ୍ୱ ଏଡ୍-ସ (Aids) ଦିବସ

Spread the love

ବିଶ୍ୱ ଏଡ୍-ସ ଦିବସ: ଏଡ୍-ସ ସହ ମୁକାବିଲା କରିବା ପାଇଁ ଜଣାନ୍ତୁ ଏହାର ଲକ୍ଷଣ, ସଂଚାରଣ ଏବଂ ଏହାର ପ୍ରତିକାର ବିଷୟରେ ଏହି 5ଟି କଥା ଆସନ୍ତୁ ଜାଣିବା :

ଏହି ବର୍ଷ ମଧ୍ୟ ସାରା ବିଶ୍ୱରେ ଏଡ୍-ସର ମାତ୍ର କମି ନାହିଁ ! ଏହା ଏକ ଏମିତି ରୋଗ ଯେ କୌଣସି ବ୍ୟକ୍ତି ସାମାନ୍ୟ ଅସଚେତନାତା ହେଲେ ଏହି ରୋଗର ଶିକାର ହାଇପରବେ ! ଏହି ରୋଗ ଏକ ସଂପ୍ରସାରିତ ରୋଗ !

Human Immunodeficiency Virus(HIV) ସ୍ୱାସ୍ଥ୍ୟ ଜୀବନରେ ଗୋଟିଏ ବଡ ସମସ୍ୟାର କାରଣ ଅଟେ ! ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା (WHO) ମାଧ୍ୟମରେ ଜଣ ଯାଇଥିଲା ଯେ 2017ରେ ପ୍ରାୟ 3.69 କୋଟି ଲୋକ ଏଚ.ଆଇ.ଭି.ଦ୍ୱାରା ପ୍ରଭାବିତ ହାଇଥିଲେ ! ଏଡ୍-ସକୁ ରୋକିବା ପାଇଁ ସାରା ବିଶ୍ୱରେ ଡିସେମ୍ବର ମାସର ପ୍ରଥମ ଦିନକୁ ଏଡ୍-ସ ଦିବସ ଭାବେ ପାଳନ କରନ୍ତି ! ବିଶେଷ କରି ସର୍ବସାଧାରଣ ଏହି ଦିନରେ ହିଁ ଏଡ୍-ସ ରୋଗର ନିରାକରଣ ବିଷୟରେ ଜାଣିବା ଆଗ୍ରହ ପ୍ରକାଶ କରନ୍ତି ଏବଂ ଚର୍ଚ୍ଚା ମଧ୍ୟ କରନ୍ତି ! ଏହା ସଂଗେ ସଂଗେ କିଛି ଶିଖିବା ପାଇଁ ମଧ୍ୟ ମିଳୁଛି ଯାହା ଦ୍ୱାରା ଆମେ ବା ଶିକ୍ଷିତ ସମାଜ ଏଡ୍-ସ ଭଳି ମାରାତ୍ମକ ରୋଗ ଠାରୁ ଠାରୁ ଦୂରେଇ ରହିପାରିଛି ! ଏହି ବର୍ଷ ବିଶ୍ୱ ଏଡ୍-ସ ଦିବସରେ ମୁଖ୍ୟ ଲକ୍ଷ “No yar status” ରଖା ଯାଇଛି !

ଏହାର ଲକ୍ଷ ଲୋକଙ୍କୁ ଏଚ.ଆଇ.ଭି ଭଳି Virus ଠାରୁ ସର୍ବସାଧାରଣଙ୍କ କିପରି ଦୁରେଇ ରଖାଯାଇପାରିବ ସେଥିଲାଗି ଜନ ସଚେତନ କରିବା!

ମିଳିତ ଜାତିସଂଘର ଗୋଟିଏ ପ୍ରସ୍ତାବ ଅନୁସାରେ AIDSର ଏଚ.ଆଇ.ଭି ସଂକ୍ରମିତ ଲୋକଙ୍କ ପାଇଁ ବହୁତ କିଛି ଯୋଜନା କରିବା ପାଇଁ ପ୍ରସ୍ତାବ ରହିଅଛି !

AIDS ପ୍ରଥମେ ମନୁଷ୍ୟର ଏମୁନ ସିଷ୍ଟେମ(IMUNO SYSTEM)କୁ ପ୍ରଥମ ଶିକାର କରିଥାଏ ! HIV VIRUSର ମୂଖ୍ୟ ଲକ୍ଷ- ଭାଇରସ ଦ୍ୱାରା ସେହି ରୋଗ ସଂକ୍ରମିତ କରେ ! ଏହି ଭାଇରସ ଦ୍ୱାରା ରୋଗରୁ ମୁକ୍ତି ପାଇବା ବହୁତ କଷ୍ଟସାଧ୍ୟ ! ଏହି ଭାଇରସ୍ ମନୁଷ୍ୟକୁ ସଂକ୍ରାମିତ କରି ଥାଏ ଏବଂ କିଛି ଲୋକଙ୍କୁ କନ୍ସେର (Cancer) ଆଡକୁ ନେଇ ଯାଇଥାଏ !

Accurated Immune Deficiency Syndrome(AIDS)ଏଚ.ଆଇ.ଭିର ଗୋଟିଏ ଆଡ଼ଭାନ୍ସ ଷ୍ଟେଜ ଅଟେ ! ଏହି କାରଣରୁ ଶରୀରରେ ଟିସୁ ସଂଖ୍ୟା ବଢ଼ିବାରେ ବହୁତ ଅସୁବିଧା ହୋଇଥାଏ !ଏଚ.ଆଇ.ଭି ସଂକ୍ରମଣର ଚିକିତ୍ସା ହାଇ ପାରିବ ନାହିଁ କିନ୍ତୁ Immune system ସ୍ତର ନଷ୍ଟ ହୋଇଯାଏ ଏବଂ AIDS ହେବାର ଆଶଙ୍କା ବହୁ ମାତ୍ର ବଢି ଯାଇଥାଏ !

ଏଚ.ଆଇ.ଭି. ରୋଗ Blood, Milk, Siamen, Rectal Flood, Vaginal Fluid ଏହି ସବୁ କାରଣରୁ Aids ରୋଗ ବ୍ୟାପି ଥାଏ ! କିନ୍ତୁ doing, hugging, hand joining or sharing personal things କରିବା ଦ୍ୱାରା ଏଚ.ଆଇ.ଭି. ବ୍ୟାପି ନଥାଏ !

ଏଚ.ଆଇ.ଭି. ସଂକ୍ରାମିତ ପ୍ରାରମ୍ବିକ ଅବସ୍ଥାରେ Fever, Tire Throat, Skin rash, Mittal, Body pain and headache ଏହି ସବୁ ଲକ୍ଷଣ ଦେଖାଯାଏ ! ଏହି ଲକ୍ଷଣ ଗୁଡି଼କ ମନୁଷ୍ୟରେ IMUNO SYSTEMକୁ ଦୁର୍ବଳ କରିଦିଅ !

ଠିକ ସମୟରେ ଏହି ରୋଗର ଚିକିତ୍ସା ନ କରାଗଲେ TB, meningitis, bacterial infections and lymphoma ଏହି ସବୁ ରୋଗ ଦ୍ୱାରା ବ୍ୟକ୍ତି ଆକ୍ରାନ୍ତିତ ହୋଇଥାଏ !