ବିଶ୍ୱର 10ଟି ଋଣଗ୍ରସ୍ତ ଦେଶ !

Spread the love

ନମସ୍କାର ବନ୍ଧୁ ଆଜି ଆମେ ବିଶ୍ୱର ଏପରି ୧୦ ଟି ଦେଶ ବିଷୟରେ କହିବାକୁ ଯାଉଛୁ ଯାହାକି ବହୁତ ବିକଶିତ କିନ୍ତୁ ସବୁଠାରୁ ଅଧିକ ଋଣ ଗ୍ରସ୍ତ ଅଛନ୍ତି । ଏହି ସୂଚୀ ତାଲିକାରେ ଏଭଳି ଦେଶ ଅଛି ଯାହା ଦେଖି ଆପଣ ଚମକି ଉଠିବେ । ଏହି ସୂଚୀରେ ଥିବା ପ୍ରଥମ ଦେଶର ନାମ ଜାଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।ଆସନ୍ତୁ ସେହି ୧୦ଟି ଦେଶର ସୂଚୀ ଦେଖିବା


୧୦) ସ୍ପେନ୍ – ସ୍ପେନ୍ ଦେଶକୁ ଦୁନିଆର ୧୨ତମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି । ସ୍ପେନ୍ ଏବେ ମଧ୍ୟ ବିକଶିତ ଦେଶର ଶ୍ରେଣୀରେ ରହି ଅଛି । ସ୍ପେଇନ୍ ବର୍ତ୍ତମାନ ସୁଦ୍ଧା ୨୦୩୬ ଅରବ ଡଲାର ଋଣରେ ଅଛି ।


୯) ଆୟାରଲାଣ୍ଡ – ଆୟାରଲାଣ୍ଡ ବହୁତ ବିକଶିତ ଦେଶର ମାନ୍ୟତା ଅଛି । ଏଠାର ପର୍ଯ୍ୟଟନ industry ବହୁତ ସୁନ୍ଦର ଅଟେ । ଏହି ଦେଶ ଏବେ ୨୨୩୫ ଅରବ୍ ଡଲାର ଋଣରେ ଅଛି ।


୮) ଇଟାଲୀ – ଇଟାଲୀ ଦୁନିଆର ୭ତମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି । ଇଟାଲୀ ଏବେ ୨୨୫୦ ଅରବ୍ ଡଲାର ଋଣରେ ଅଛି ।
୭) ଜାପାନ – ଦୁନିଆର ସବୁଠାରୁ ବିକଶିତ ଦେଶମାନଙ୍କ ମଧ୍ୟରୁ ଜାପାନ ଅନ୍ୟତମ ଅଟେ । ଏଠାରେ technology ବହୁତ ଅଲଗା ଅଟେ ଓ ସବୁଠାରେ ଆଗୁଆ । ଜାପାନ ଏବେ ୩୪୦୮ ଅରବ୍ ଡଲାର ଋଣରେ ଅଛି ।


୬) ଲକ୍ଜମବର୍ଗ – ଏହ ଟୁରିଷ୍ଟ ଡେଷ୍ଟିନେସନ ଦେଶ ଅଟେ । ଏହି ଦେଶ ଏବେ ୩୯୦୮ ଅରବ୍ ଡଲାର ଋଣ ରେ ଅଛି ।


୫) ନେଦରଲ୍ୟାଣ୍ଡ – ଏହା ଏକ ବହୁତ ସୁନ୍ଦର ଦେଶ ଅଟେ । ଏଠାର ଲାଇଫ ଷ୍ଟାଇଲ୍ ବହୁତ ସୁନ୍ଦର ଅଟେ । ଏହି ଦେଶ ଏବେ ୪୧୨୪ ଅରବ୍ ଡଲାର ଋଣରେ ଅଛି ।


୪) ଜର୍ମାନୀ – ଜର୍ମାନୀର technology ପୁରା ଦୁନିଆରେ ସବୁଠାରୁ ପ୍ରସିଦ୍ଦ ଅଟେ । ଏହି ଦେଶ ଏବେ ୫୦୮୪ ଅରବ୍ ଡଲାର ଋଣରେ ଅଛି ।


୩) ଫ୍ରାନ୍ସ – ଫ୍ରାନ୍ସ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଓ ବିକଶିତ ଦେଶ ଅଟେ । ଏହି ଦେଶ ୫୨୫୦ ଅରବ୍ ଡଲାର ଋଣ ରେ ଅଛି ।


୨) ଇଂଲଣ୍ଡ – ୧୯ତମ ଓ ୨୦ତମ ଶତାବ୍ଦୀରେ ପୁରା ଦେଶରେ ସବୁଠାରୁ ଅଧିକ ଶକ୍ତିଶାଳୀର ଦେଶ ଥିଲା । ଇଂଲଣ୍ଡ, ଆମେରିକା ମଧ୍ୟ ଆଗୁଆ ଓ ସବୁଠାରୁ ଶକ୍ତିଶାଳୀ ଦେଶ ଥିଲା । ଏହି ଦେଶ ୭୪୯୯ ଅରବ୍ ଡଲାର ଋଣରେ ଅଛି ।


୧) ଆମେରିକା – ଦୁନିଆର ସବୁଠାରୁ ଅଧିକ ଶକ୍ତିଶାଳୀ ଓ ବିକଶିତ ଦେଶ ହେଉଛି ଆମେରିକା । କିନ୍ତୁ ଏହା ବି ଋଣରେ ବୁଡ଼ି ରହିଛି । ଆମେରିକା ଦୁନିଆର ସବୁଠାରୁ ଅଧିକ ଋଣରେ ଅଛି । ୧୮୨୮୬ ଅରବ୍ ଡଲାର ଋଣରେ ଅଛି ।


ଭାରତର ନାମ ଏହି ସୂଚୀ ରେ ନାହିଁ ବୋଲି ଖୁସି ହେଉଛନ୍ତି କି, ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଭାରତ ଏବେ ୪୭୨ ଅରବ୍ ଡଲାର ଋଣରେ ଅଛି ଏବଂ ଚୀନ ଏବେ ୧୪୩୭ ଅରବ୍ ଡଲାର ଋଣରେ ଅଛି । ଏହି ଦୁଇ ଦେଶ ଏବେ ବହୁ ଦୃତ ଗତିରେ ବିକଶିତ ହେଉଛି ।

ଆପଣଙ୍କୁ ଏହି ତଥ୍ୟ କେମିତି ଲାଗିଲା କମେଣ୍ଟ କରି ଆମକୁ ନିଶ୍ଚୟ ଜଣାନ୍ତୁ ।