ଦୁନିଆର ସବୁଠାରୁ ବଡ ପାଞ୍ଚଟି ମୂର୍ତ୍ତୀ :

Spread the love

Mao Zedong ଚୀନର ଜଣେ ଖ୍ୟାତି ସମ୍ପର୍ଣ ନେତା ! 2007ରେ ଏହି ନେତାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ! ଏହି ମୂର୍ତ୍ତୀ ନିର୍ମିତରେ 8000 ଗ୍ରାନାଇଟ ଲାଗିଥିଲା ! ଏହି ମୂର୍ତ୍ତୀ ନିର୍ମାଣ କରିବା ପାଇଁ ଦୁଇ ବର୍ଷ ଲାଗିଥିଲା ! ଏହି ବିଶାଳ ମୂର୍ତ୍ତୀର ଉଚତା 98ମିଟର ! କିଛି ବର୍ଷ ପୂର୍ବ ଏହି ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ !

5) Ushiku Daibutsu Statue ଜାପାନରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତି ! ଏହି ପ୍ରତିମୂର୍ତ୍ତିର ଉଚତା 102 ମିଟର ! ଏହା ବୁଦ୍ଧଙ୍କ ମୂର୍ତ୍ତୀ ! ଏହି ପ୍ରତିମୂର୍ତ୍ତି 1993ରେ ତିଆରି କରାଯାଇଥିଲା !

4) Lashausi Dafo Statue ଏହା ବୁଦ୍ଧଙ୍କ ଏହି ମୂର୍ତ୍ତୀ ! ଏହି ମୂର୍ତ୍ତି ଦୁନିଆର ସବୁଠାରୁ ପୁରୁଣା ମୂର୍ତ୍ତି ! ଏହି ମୂର୍ତ୍ତି ଚୀନରେ ଅବସ୍ଥିତ ! ଆଜିକୁ ପ୍ରାୟ 1500 ବର୍ଷ ପୂର୍ବେ ଏହି ମୂର୍ତ୍ତି ନିର୍ମିତ ହୋଇଥଲା ! ଏହି ମୂର୍ତ୍ତିର ଉଚତା 103 ମିଟର !

3) Guanyin of Mount Xiqiao ଏହି ମୋନରମ ମୂର୍ତ୍ତି ମଧ୍ୟ ଆଦ୍ୟବିଧି ଚୀନରେ ଅବସ୍ଥିତ ! ଏହି ମୂର୍ତ୍ତିକୁ 2009 ମସିହାରେ ନିର୍ମିତ କରାଯାଇଥିଲା ! ଏହି ମୂର୍ତ୍ତିର ଉଚତା 108 ମିଟର !

2) Laykyun Setkyar Buddha Statue ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମୂର୍ତ୍ତିକୁ ଦୁନିଆର ସବୁଠାରୁ ଅଧିକ ଉଚ୍ଚ ମୂର୍ତ୍ତି ରୂପେ ପରିଗଣିତ ଥିଲା ! ଏହି ମୂର୍ତ୍ତିର ଉଚତା 130 ମିଟର ! ଏହି ମୂର୍ତ୍ତି ମିଆଁମାର ରେ ଅବସ୍ଥିତ !

1) Statue of Unity : ଏହି ମୂର୍ତ୍ତି ବିଷୟରେ ଆପଣମାନେ ଜାଣିଥିବେ ! ଏହି ମୂର୍ତ୍ତି ଭାରତରେ ଅବସ୍ଥିତ ! ଏହାର ଉଚତା 182 ମିଟର, ଯାହାକି ସମଗ୍ର ବିଶ୍ୱର ସବୁଠାରୁ ଅଧିକ ଉଚ୍ଚ ବିଶିଷ୍ଟ ମୂର୍ତ୍ତି ! ଗତକାଲି ଅର୍ଥାତ 31.10.2018ରେ ଲୋକାର୍ପଣ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଲୌହମାନଵ ସର୍ଦ୍ଦାରବଲ୍ଳଭ ଭାଇ ପଟେଲଙ୍କ ଏହି ମୂର୍ତ୍ତି, ଯିଏ କି ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ ! ଗୁଜୁରାଟର ନର୍ମଦା ନଦୀ ତଟରେ ଠାବ ଏକ ଦ୍ଵୀପ ସାଧୁବେଟ୍ ଠାରେ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ସର୍ଦ୍ଦାରବଲ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ରହିଛି !

ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ପ୍ରାପ୍ତ ରାମ ବନ୍-ଜୀ ସୁତାର ଏହି ମୂର୍ତ୍ତିକୁ design କରିଛନ୍ତି ! ଭାରତର ଅନ୍ୟତମ ପ୍ରମୁଖ ଭିତ୍ତିଭୂମି ନିର୍ମାଣକାରୀ ଏଲ୍.ଆଣ୍ଡ ଟି ଏହା ନିର୍ମାଣ ଦାୟିତ୍ୱ ନେଇଥିଲେ !

share କରି ଅନ୍ୟଙ୍କୁ ଜଣାନ୍ତୁ !